ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଉପକୃତ ହେବେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ…

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି…

ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲାର ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ୫-ଟି ରୂପାନ୍ତରଣ

 ଆଭାସି ଯୋଗେ ୫-ଟି ସଚିବଙ୍କ ସହ ଛାତ୍ରଛାତ୍ରୀ, ଜନ ପ୍ରତିନିଧି ଓ ପଦାଧିକାରୀଙ୍କ ସହ ଆଲୋଚନା  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟି ଅଧୀନରେ ରୂପାନ୍ତରଣ ହେବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଉକ୍ତ…

ଅଙ୍ଗନ ୱାଡି ସହଯୋଗୀ ଚୟନରେ ଅନିୟମିତତା କୁ ନେଇ ଅଙ୍ଗନ ୱାଡି କେନ୍ଦ୍ରରେ ତାଲା ପକେଇଲେ ଗ୍ରାମବାସୀ ।

ସାରସକଣା ରୁ ଦିପୁ ମହାପାତ୍ର: ଅଙ୍ଗନ ୱାଡି ସହଯୋଗୀ ଚୟନରେ ଅନିୟମିତତା କୁ ନେଇ ଅଙ୍ଗନ ୱାଡି କେନ୍ଦ୍ର ରେ ତାଲା ପକେଇଲେ ଗ୍ରାମ ବାସୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ବାସଦା ଗ୍ରାମରେ । ସୂଚନା ଅନୁଯାୟୀ ଅଙ୍ଗନ ୱାଡି ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ…

ଭୁଶୁଡିଲା ୫ଟି ବିଦ୍ୟାଳୟ ଛାତ, ୩ ଶିକ୍ଷକ ଗୁରୁତର ଆହତ

ଅସ୍ତରଙ୍ଗ/ଦୁଃଶାସନ ନାୟକ -ରାଜ୍ୟ ସରକାର ପିଲା ଙ୍କ ଉନ୍ନତ ଶିକ୍ଷା ପ୍ରଦାନ ନିମନ୍ତେ ଆରମ୍ଭ କରିଛନ୍ତି ୫ଟି ଶିକ୍ଷା ପ୍ରଣାଳୀ । କିନ୍ତୁ ଅସ୍ତରଙ୍ଗ ବ୍ଲକ ରେ ୫ ଟି ବିଦ୍ୟାଳୟ କୁ ନେଇ ଆସିଛି ଏକ ଭିନ୍ନ ଦୃଶ୍ୟ । ତାଳଦା ପଞ୍ଚାୟତ ର ପଢ଼ିଆରୀ ବିଦ୍ୟାପୀଠ ୫ଟି ବିଦ୍ୟାଳୟ ର ଛାତ ଭୁଶୁଡି ୩…

ସ୍ୱର୍ଗତ ରାଉତଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୋକସଭା

ଭୁବନେଶ୍ୱର:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ପରିଚାଳିତ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛିା ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର,…

ୟୁନିକୋପ୍ସର ଭୁବନେଶ୍ବରରେ ସେଲ୍ସଫୋର୍ସ ଟେକ୍ ଇଭେଣ୍ଟ: Al + Data + CRM ସହଯୋଗରେ ବ୍ୟବସାୟ ଅଭିବୃଦ୍ଧିର ସଶକ୍ତିକରଣ…

ଭୁବନେଶ୍ବର: ରାଜ୍ୟର ବ୍ୟବସାୟ ଅଭିବୃଦ୍ଧିକୁ ସଶକ୍ତିକରଣ କରିବା ପାଇଁ ଭବିଷ୍ୟତରେ କିପରି AI + ଡାଟା + CRM ସହଯୋଗ ପ୍ରଦାନ କରିବ ସେ ବିଷୟରେ ୟୁନିକୋପ୍ସ(UNEECOPS ) ଏବଂ ସେଲ୍ସଫୋର୍ସ (Salesforce ) ମିଳିତ ଭାବରେ ଏକ Tech Event ଲେମୋନ ଟ୍ରି ପ୍ରିମିୟର୍ରେ ଏକତ୍ରିତ ହୋଇଥିଲେ |…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

୬୫୦ କୋଟି ଟଙ୍କା ଖର୍ଚ୍ଚ, ଉପକୃତ ହେବେ ରାଜ୍ୟର ୨.୨ ଲକ୍ଷ ଲୋକ : ମିଳିବ ଗୁଣାତ୍ମକ, ନିରନ୍ତର ବିଜୁଳି OPGC ଓ OPTCL ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୪୫ କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ‘ସମସ୍ତଙ୍କ ପାଇଁ ବିଜୁଳି’…

ଜଘନ୍ୟ ଅପରାଧରେ ସଂପୃକ୍ତ ବିଜେପି ନେତା ଅପରାଧ ସଂପର୍କରେ ପ୍ରବଚନ ଦେବା ବିଡ଼ମ୍ବନା: ବିଜେଡି

 ରାଜ୍ୟ ବିଜେପିର ଅନେକ ବଡ଼ ବଡ଼ ନେତାଙ୍କ ଅପରାଧର ଚିଠା ଖୁବ୍ ଲମ୍ବା  ଛତ୍ରପୁର ହତ୍ୟା ମାମଲାରେ ସଂପୃକ୍ତ କୁହାଳିଆ ନେତା ଗିରଫ ଭୟରେ ଶୌଚାଳୟରେ ଲୁଚିଥିଲେ  ହତ୍ୟା ଓ ମରଣାନ୍ତକ ଆକ୍ରମରେ ସଂପୃକ୍ତ ଦୁଇ ଅଭ୍ୟାସଗତ ଅପରାଧୀଙ୍କୁ ବିଜେପି ବଡ଼ବଡ଼ ପଦରେ ବସାଇଛି…

ପ୍ଲାଟଫର୍ମର ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ ନିକଟରେ ମିଳିବ ସ୍ୱଳ୍ପ ମୂଲ୍ୟର ଭୋଜନ ଏବଂ ସୁଲଭ ପ୍ୟାକେଜ୍ ପାନୀୟ ଜଳ

ଭୁବନେଶ୍ୱର : ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁଶି ଖବର ଆଣିଛି ରେଳ ମନ୍ତ୍ରଣାଳୟ | ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ନିକଟରେ ପ୍ଲାଟଫର୍ମରେ ସ୍ଥାନିତ ବର୍ଦ୍ଧିତ ସେବା କାଉଣ୍ଟର ମାଧ୍ୟମରେ ସ୍ୱଳ୍ପ ମୂଲ୍ୟର ଭୋଜନ/ କାମ୍ବୋ ମିଲସ ଏବଂ ସୁଲଭ ପ୍ୟାକେଜ୍…