ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ।

0

କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ସ୍ଥାନୀୟ ଗରାପୁର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି l ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଉପିନ କୁମାର ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ସମ୍ପାଦକ ବିକ୍ରମାଦିତ୍ୟ ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, ସାଧାରଣ ସମ୍ପାଦିକା ଝିଲ୍ଲୀ ଦାସ, ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ପ୍ରଧାନ, ମଣ୍ଡଳ ସଭାପତି ଉମାକାନ୍ତ ନାୟକ, ଶଶାଙ୍କ ଶେଖର ଓଝା, ମଦନ ମୋହନ ବେହେରା, ପ୍ରଶାନ୍ତ ସେଠୀ, ବିଶ୍ଵକାନ୍ତ ନନ୍ଦ, ଯୁବନେତା ଶୋଭନ ଆଚାର୍ଯ୍ୟ,ସନ୍ଦୀପନି ଆର୍ଯ୍ୟକୁମାର, ନିହାର ରଞ୍ଜନ ମହାନ୍ତି, ବଳରାମ ବେହେରା, ହରେକୃଷ୍ଣ ରାୟ, ପ୍ରଦୀପ ନାୟକ, ଲୋକସଭା ବିସ୍ତାରକ ଅନୁପ କୁମାର ପରିଡା, ବିସ୍ତାରକ ଯାଦବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ହୋଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l

Leave A Reply

Your email address will not be published.