୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପତ୍ର ଲେଖିଲେ ପୌର ନିର୍ଦ୍ଦେଶକ ଭୁବନେଶ୍ୱର,୨୦/୦୭/୨୦୨୩ : ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ…

ସ୍ଥାୟୀ ନିଯୁକ୍ତି ଦାବୀରେ ରୁଙ୍ଗଟା କମ୍ପାନୀ ଗେଟ୍ ସାମ୍ନାରେ ଧାରଣା ଦେଲେ ୫୪ ବିସ୍ଥାପିତ ପରିବାର: ସାମିଲ୍ ହେଲେ…

ଢେଙ୍କାନାଳ / ରବିନ୍ ଦାସ ; ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତର୍କାବେଡା ବାଲିସାହି ଅଞ୍ଚଳରେ ୨୦୦୭ ମସିହାରୁ ରୁଙ୍ଗୁଟା କମ୍ପାନୀ ଜମି ଅଧିଗ୍ରହଣ କରିଛି । ଏଥିପାଇଁ ପ୍ରାୟ ୫୪ଟି ପରିବାରକୁ ବିସ୍ଥାପିତ କରିବା ସହିତ ନିଯୁକ୍ତି ଦେବାକୁ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କରି ନ…

ଲୋକପ୍ରିୟ କ୍ଷେତ୍ର / ସହର ସହିତ ଛୋଟ ଷ୍ଟେସନଗୁଡିକର ଚିହ୍ନଟ ବର୍ତ୍ତମାନ ସହଜ |

ଯାତ୍ରୀ ମାନଙ୍କ ସୁବିଧା ପାଇଁ ଲୋକପ୍ରିୟ ରେଳ ଷ୍ଟେସନ ନାମ ସହିତ ଲୋକପ୍ରିୟ/ନିକଟସ୍ଥ କ୍ଷେତ୍ରକୁ ସଂଯୋଗ କରିବା ପାଇଁ ଭାରତୀୟ ରେଳ ଏକ ଅଭିନବ ଉପାୟ ଅବଲମ୍ବନ କରିଛି | ରେଳ ଯାତ୍ରା କେବଳ ଷ୍ଟେସନ ନୁହେଁ ବରଂ ଯାତ୍ରା ଯୋଜନା କରିବା ସମୟରେ ସଠିକ୍ ସ୍ଥାନ ମଧ୍ୟ କହିବ | ଛୋଟ…

ଭୋଟ ଦାନକେନ୍ଦ୍ର କରିବା ପାଇଁ ଉପଜିଲ୍ଲପାଳଙ୍କୁ ଦାବୀ ପତ୍ର ଦେଲେ ଗ୍ରାମବାସୀ

ଗାଇସିଲାଟ/ମନ ଡନସନା- ସ୍ବାଧୀନତାର ସାତ ଦଶକ ପରେ ବି ଗ୍ରାମବାସୀଙ୍କୁ ମିଳିନାହିଁ ଭୋଟ ଦାନ କେନ୍ଦ୍ର । ନିଜ ଗାଁ ରେ ଭୋଟ ଦେବା ସୁଯୋଗରୁ ବଞ୍ଚିତ ଅଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମବାସୀ । ଭାରତ ସ୍ୱାଧୀନ ହେବା ଠାରୁ ନିଜ…

୧୧୬ ତମ ପ୍ରତିଷ୍ଠା ଦିବସ ଅବସରରେ ବୃକ୍ଷ ରୋପଣ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବ୍ଯାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦହିତା ହାଇସ୍କୁଲ ପଡିଆ ଠାରେ ବ୍ଯାଙ୍କ ଅଫ୍ ବରୋଦା ର ୧୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ରାଞ୍ଚ ମ୍ୟାନେଜର…

କେନ୍ଦୁପତ୍ର ତୋଳାଳିଙ୍କୁ ନେଇ କେବଳ ରାଜନୀତି କରିବା ଜାଣନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ: ବିଜେଡି

ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପି ନେତାଙ୍କ ଦରଦ ନାହିଁ ଗୋଟିଏ ବର୍ଷରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କୁ ୨୫୦ କୋଟିର ପ୍ରୋତ୍ସାହନ ରାଶି ଦେଇ ସାରିଲେଣି ରାଜ୍ୟ ସରକାର କେନ୍ଦୁପତ୍ର ଉପରୁ ୧୮% ଜିଏସଟି ଛାଡ଼ ପାଇଁ କାହିଁକି ଦାବି…

ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ଦାନ

ଭୁବନେଶ୍ୱର-  ଓଡ଼ିଶା ରାଜ୍ୟ ପାନୀୟ  ନିଗମ ଲିମିଟେଡ ( ଓଏସବିସିଏଲ)  ପକ୍ଷରୁ ଆଜି  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ରାଜ୍ୟ ପର୍ଯ୍ୟଟନ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ…

କେନ୍ଦୁପତ୍ର ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ଧୋକାଦେଇ “ଲଲିପପ୍‌” ଧରାଇଦେଲେ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର, ତା ୨୦/୦୭: ଓଡିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ହଜାର ବନ୍ଧେଇ ଶ୍ରମିକ ଓ ୨୨ହଜାର ସିଜିନାଲ କର୍ମଚାରୀ ମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ୍‌” ଧରାଇ ଦେଲେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ…

ବେରିସାସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଜନୈକ ବୃଦ୍ଧା ବେରିସାସଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ”…

ଶରତ ପଟ୍ଟନାୟକଙ୍କ ବିରୋଧରେ ଗରଜିଲେ କଂଗ୍ରେସ ନେତା

ବିନା ଶୃଙ୍ଖଳା କମିଟି ଆଲୋଚନାରେ ମୋକିମ୍ ଓ ଚିରଞ୍ଜୀବୀ ନିଲମ୍ବିତ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ କଲେ ଦାବି ଭୁବନେଶ୍ୱର, ୨୦ା୭: ଆଜି କଂଗ୍ରେସର ୧୦ଜଣ ବରିଷ୍ଠ ନେତା ପୂର୍ବ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଡ. ଗୋବିନ୍ଦ ଭୂୟାଁଙ୍କ ଅଧ୍ୟକ୍ଷତାରେ ଉତ୍କଳ…