କ୍ରିଷ୍ଣମ୍ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଷଷ୍ଠ ଚକ୍ରଧାରୀ ନୃତ୍ୟ ଉତ୍ସବ-୨୦୨୩ ଉଦଯାପିତ

ରାଉରକେଲା(ବସନ୍ତ କୁମାର ଜେନା): ନୃତ୍ୟ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ନୃତ୍ୟା ନୁଷ୍ଠାନ 'କ୍ରିଷ୍ଣମ' ର ଷଷ୍ଠ ଚକ୍ରଧାରୀ ନୃତ୍ୟ ଉତ୍ସବ-୨୦୨୩ 'ମ୍ୟୁଜିକ ସର୍କଲ' ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦ ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବର ଉଦଯାପନୀ…

ମଡେଲ ଡିଗ୍ରୀ କଲେଜ୍ ରେ ଯକ୍ଷ୍ମା ମୂଳୋତ୍ପାଟନ ଶିବିର

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଅମ୍ବା ଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଯକ୍ଷ୍ମା ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରାଙ୍କ…

ଘୁ.ଉଦୟଗିରି ପ୍ରେସ କ୍ଲବ ପକ୍ଷରୁ ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଉଦେଶ୍ୟରେ ଶୋକ ସଭା

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଆଜି ଘୁ.ଉଦୟଗିରି ପ୍ରେସ କ୍ଲବ ତରଫରୁ ସ୍ଥାନୀୟ ପ୍ରେସ କ୍ଲବ ସଭା ଗୃହ ଠାରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ଶୋକସଭା ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତଃ ଭାନୁପ୍ରଭା…

ଦକ୍ଷତା ଏବଂ ଜ୍ଞାନ ବୃଦ୍ଧି ନିମନ୍ତେ ସୋଆରେ ଆରମ୍ଭ ହେବ ମାଇକ୍ରୋ କ୍ରେଡେନ୍ସିଆଲ୍ ପାଠ୍ୟକ୍ରମ

ଭୁବନେଶ୍ୱର, ଜୁଲାଇ ୧୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୧୭ ବର୍ଷରେ ପାଦ ଥାପିଥିବା ବେଳେ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଓ ଜ୍ଞାନର ବୃଦ୍ଧି ନିମନ୍ତେ ମାଇକ୍ରୋ କ୍ରେଡେନ୍ସିଆଲ ପାଠ୍ୟକ୍ରମ…

୧୧ତମ ‘ମୋ ସ୍କୁଲ୍‌’ ପରିଚାଳନା ପରିଷଦ ବୈଠକ: ‘ମୋ ସ୍କୁଲ୍’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷାକୁ ବ୍ୟାପକ କରାଯିବ

୫ ହଜାରରୁ ଅଧିକ ପ୍ରାଥମିକ ସ୍କୁଲର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ ଗତ ୪ମାସରେ ୧୫ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କର ଯୋଗଦାନ ଭୁବନେଶ୍ୱର,୧୭/୭: ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦର ୧୧ତମ…

ବିଏମସି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା ପ୍ରଦାନ   କରାଯାଇଛି ।  ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟୀ ମେୟର ଶ୍ରୀମତୀ ମଞ୍ଜୁଲତା କଅଁରଙ୍କ ସହ ବିଏମସିର ବିଭିନ୍ନ  ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଥିବା…

ଚେନ୍ନାଇସ୍ଥିତ ପ୍ରବାସୀ ଓଡିଆ ସଂଘ ସହ ଓଡିଶା ପରିବାର ନିର୍ଦ୍ଦେଶାଳୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ବର- ତା.୧୭.୦୭.୨୦୨୩- ଚେନ୍ନାଇସ୍ଥିତ ମାଡ୍ରାସ ଓଡିଆ ସଂଘର କର୍ମକର୍ତ୍ତା ମାନଙ୍କ ସହ ଓଡିଶା ପରିବାର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ପ୍ରବାସୀ ଓଡିଆ ମାନଙ୍କ ସ୍ବାର୍ଥରେ ଗଠନ କରାଯାଇଥିବା ଓଡିଶା ପରିବାର ନିର୍ଦ୍ଦେଶାଳୟ ଭୂମିକା ଓ…

ଏଟିଏଲସିର ୪୪ତମ ପରିଚାଳନା ସଂସଦ ବୈଠକ

ଜନଜାତିଙ୍କ ଭାଷା, ସଂସ୍କୃତି ସଂପର୍କିତ ଗବେଷଣା ଓ ପ୍ରୟୋଗକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲସି)ର ୪୪ତମ ପରିଚାଳନା ସଂସଦ ବୈଠକ ଆଜି ଅନୁସୂଚିତ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ଧଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଜଗତସିଂହପୁର,ତା-୧୭.୦୭.୨୦୨୩/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ମନରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ,…

ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଭାଗିତା ନେଇ ସୋଆ ଆଗ୍ରହୀ

ଭୁବନେଶ୍ୱର, ୧୭/୦୭ : ଜ୍ଞାନର ବିଭିନ୍ନ ଶାଖା ସମ୍ବନ୍ଧୀୟ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ସ୍ତରୀୟ ସହଭାଗିତା ନିମନ୍ତେ ଆଗ୍ରହୀ ବୋଲି ସୋମବାର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ଆମର ଅଭିନବ ଗବେଷଣା କାର୍ଯ୍ୟକୁ ସୁଦୃଢ଼…