ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

0 2

ପାଇକମାଲ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଆସନ୍ତା ତା ୨୨.୧୨.୨୦୨୩ ରିଖ ଶୁକ୍ରବାର ଦିନ ଉକ୍ତ ଉତ୍ସବ ପାଳନ କରିବା ପାଇଁ ସ୍ଥିରୀକୃତ ହେlଇଛି l ଉକ୍ତ ବୈଠକ ରେ ଶ୍ରୀଯୁକ୍ତ ବିନୋଦ କାଳିଆ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ପାଣିଗ୍ରାହୀ, ଶ୍ରୀଯୁକ୍ତ କୁସୁମ ରାଓ, ଶ୍ରୀଯୁକ୍ତ ସୁଶିଲ ଅଗ୍ରୱାଲ ତଥା ଅନ୍ୟାନ୍ୟ ସଭ୍ୟ ଯୋଗଦାନ କରିଥିଲେ l

Leave A Reply

Your email address will not be published.