Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ପ୍ରଶିକ୍ଷଣ ପରିଷଦ, ଭୁବନେଶ୍ୱର ଆନୁକୁଲ୍ୟରେ ଓ…
ବିଶ୍ଵ ଶାନ୍ତି ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବିଶ୍ଵଶାନ୍ତି ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ପର୍ଯ୍ୟବେକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ଵାବଧାନରେ ଏକ ରାଲି…
ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ସ୍ବେଚ୍ଛାଚିତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଯୁକ୍ତ ତିନିର ପ୍ରଥମବର୍ଷର ଓଡିଆ ଅନର୍ସ ଛାତ୍ରୀଗଣ ସ୍ଵଇଚ୍ଛାରେ କଲେଜ ପରିସରରେ…
ମୋଟରସାଇକେଲ ଚୋରକୁ କାବୁ କରି ପୋଲିସକୁ କଲେ ହସ୍ତାନ୍ତର ସ୍ଥାନୀୟ ଜନତା ।
ସାରସକଣା :: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲାର ଝାରପୋଖରିଆ ଅଞ୍ଚଳରେ ପୂର୍ବରୁ ସାଇକେଲ ଏବଂ ମୋଟରସାଇକେଲ ଚୋର ମାନଙ୍କ ଉତ୍ପାତ ଥିବାବେଳେ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଝାରପୋଖରିଆ ବଜାର ସାପ୍ତାହିକ ହାଟ ହେଉଥିବା ବେଳେ ଲୋକମାନେ ଏକ ମୋଟରସାଇକେଲ ଚୋର କୁ ଧରି ପୋଲିସ କୁ ହସ୍ତାନ୍ତର କରିଥିଲେ…
ଛତ୍ରପୁର ବ୍ଲକ୍ ଅଞ୍ଚଳର ପାରମ୍ପରିକ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ
ଗଞ୍ଜାମ,( ନିଲୁ ବିଷୋୟୀ) :- ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅଞ୍ଚଳର ସମସ୍ତ ଗ୍ରାମାଞ୍ଚଳରେ ପାରମ୍ପରିକ ଲୋକକଳା ମାଧ୍ଯମରେ ସରକାରଙ୍କ ଜନହିତକର ଯୋଜନା ଗୁଡିକର ପ୍ରଚାର ପ୍ରସାର କରାଯିବ । ଏଥିନେଇ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପରେ ବ୍ଲକ୍ ସ୍ତରୀୟ ପାରମ୍ପରିକ ଲୋକକଳା ଦଳ ଚୟନ ଓ ପଞ୍ଜିକରଣ…
ଭାଇଚାରା ର ଆହୁରି ଏକ ଦୃଷ୍ଟାନ୍ତ ପ୍ରଦର୍ଶନ କଲେ ସୋହେଲା ବାସୀ
ବରଗଡ :- ଆମର ଦେଶର ସମ୍ବିଧାନ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଭାରତ ବର୍ଷ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କିନ୍ତୁ ଆଜିକାର ସମୟରେ ଧର୍ମ ଓ ଧାର୍ମିକ ଆୟୋଜନ କୁ ନେଇ ଦେଶର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟି ବହୁ ଲୋକଙ୍କ ଜୀବନ ହାନି ହେବା ସହିତ ଅନେକ ସରକାରୀ ଓ ବେସରକାରୀ ସମ୍ପତ୍ତି…
ଏଠି କରପ୍ସନ ଟ୍ରାନ୍ସପରେଣ୍ଟଲି : ଏଇ ବ୍ଲକକୁ ବୋଧେ ପହଂଚିପାରିନି 5T
ବ୍ଲକ କର୍ମଚାରୀଙ୍କୁ ଦୁଇଟା ଆବାସ: ନିତାନ୍ତ ଗରିବ ମୁଣ୍ଡ ଉପରେ କିନ୍ତୁ ଛାଉଣୀ ନାହିଁ |
ଝରୀଗାଁ/ଅଶୋକ ସାହୁ-ସରକାର ଗରିବ ଶ୍ରେଣୀର ଜନସାଧାରଣଙ୍କୁ ଘର ଖଣ୍ଡେ ଖଣ୍ଡେ ଯୋଗାଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି |ହେଲେ ସରକାରଙ୍କ ସବୁ ଯୋଜନା ଭଳି ଏହି ଯୋଜନା…
“ନବ ଦାସଙ୍କ ଭଳି ସମାନ ଦଶା ଭୋଗିବେ”
ବୈଜୟନ୍ତ ପଣ୍ଡାଙ୍କୁ ଫୋନରେ ଧମକ
ନୂଆଦିଲ୍ଲୀ : " ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ" ବୋଲି ଫୋନ କଲରେ ଧମକ ଆସିଥିବା ଅଭିଯୋଗ ହୋଇଛି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ | ତାଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ଦିଲ୍ଲୀ ପୁଲିସ…
ଅଗ୍ନିବିପନ୍ନଙ୍କୁ ସାହାଯ୍ୟ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : ଗତ 20 ତାରିଖ ଭୋର ପ୍ରାୟ 4 ଘଣ୍ଟିକା ସମୟରେ କାଉପଡା ପଞ୍ଚାୟତ ପରବାରି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନକାଣ୍ଡ ଏତେ ଭୟାବହ ଥିଲା ଯେ ପରିବାର ଲୋକେ ଜାଣିବା ପୂର୍ବରୁ ସବୁ କିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା…
ବେଲଗୁଣ୍ଠାରେ ସମୂହ ଗଣେଶ ଭସାଣୀ ଉତ୍ସବ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆସନ୍ତା ସେପ୍ଟେମ୍ବର 26 ତାରିଖ ମଙ୍ଗଳବାର ସନ୍ଧ୍ୟାରେ ବେଲଗୁଣ୍ଠା ସହରରେ ଅନୁଷ୍ଠିତ ହେବ ସମୂହ ଗଣେଶ ଭସାଣୀ ଉତ୍ସବ I ଏନେଇ ଏକ ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏନଏସି କାଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I…