Sign in
Sign in
Recover your password.
A password will be e-mailed to you.
ଆଵାକସ ର ଜାତୀୟ କାର୍ଯ୍ୟକ୍ରମ
ରାଉରକେଲା(ବସନ୍ତ କୁମାର ଜେନା) : ଗଣିତ ଶିକ୍ଷାଦାନ କରୁଥିବା ଆଵାକସ୍ ତରଫରୁ ଏକ ଜାତୀୟ ସ୍ତରୀୟ ଗଣିତ ଉପରେ ମାନସିକ ଅଭ୍ୟାସ କାର୍ଯ୍ୟକ୍ରମ ରାଉରକେଲାର ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଆଵାକସ୍ ର ମୁଖ୍ୟ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଅଧ୍ୟାୟର ମୁଖ୍ୟ ସନ୍ଧ୍ୟାରାଣୀ…
ଇସ୍ପାତ ଶ୍ରମିକ କର୍ମଚାରୀ ଙ୍କ ୩୯ ମାସର ଏରିଅର ଓ ପୂଜା ପୂର୍ବରୁ ବୋନସ ପ୍ରଦାନ ଦାବିରେ ସିଆଇଟିୟୁର ବିକ୍ଷୋଭ।
ରାଉରକେଲା (ବସନ୍ତ କୁମାର ଜେନା):ଷ୍ଟିଲ ଓରକର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଓ ସି ଆଇ ଟି ୟୁ ର ଡାକରା ରେ ଆଜି ସେଲ୍ ଅଧିନରେ ଥିବା ସମସ୍ତ ଇସ୍ପାତ କାରଖାନା ସମ୍ମୁଖରେ ଇସ୍ପାତ ଓ ଠିକା ଶ୍ରମିକ ଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ରାଉରକେଲା ଇସ୍ପାତ କାରଖାନା ପାଓର ଗେଟ୍ ସମ୍ମୁଖରେ…
ସାର୍ବଜନୀନ ଦୂର୍ଗାପୂଜା ପାଇଁ କଳାକାର ଚୟନ l
ପଦ୍ମପୁର :- ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ହେବାକୁଥିବା ରାମ,ରାବଣ ଶୋଭାଯାତ୍ରା ନିମନ୍ତେ ସମସ୍ତ ଚରିତ୍ର ମାନଙ୍କ ପାଇଁ ଆସନ୍ତା ୦୮/୧୦/୨୦୨୩ ତାରିଖ ରବିବାର ଦିନ ଅପରାହ୍ନ ଘ ୪.୦୦ ମି : ସମୟରେ ସ୍ଥାନୀୟ ରାଜବାଟି ପଡ଼ିଆ ଦୁର୍ଗାପୂଜା କାର୍ଯ୍ୟାଳୟ ପରିସରରେ କଳାକାର ଚୟନ…
ବ୍ରାହ୍ମଣୀ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆମରଣ ଅନଶନ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :କେନ୍ଦ୍ରାପଡା ଜିଲ୍ଲା ଦାଣ୍ଡିସାହି ସ୍ଥିତ ବ୍ରାହ୍ମଣି ମହାବିଦ୍ୟାଳୟରେ ୨୦୧୮ ମସିହା ପ୍ରକାଶିତ ବିଜ୍ଞାପନ ପାଇ ୧୩ ଜଣ ଅସ୍ଥାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପଦ ପଦପିରେ ଯୋଗଦାନ କରି ଶିକ୍ଷକତା କରିଆସୁଥିଲେ…
୬୯ ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ୬୯ ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ…
ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦିଆଗଲା ଦାବିପତ୍ର,ଦଶହରା ପୂର୍ବରୁ ଦଶପଲ୍ଲାକୁ ଟ୍ରେନ ନଗଡ଼ିଲେ ତୀବ୍ର ହେବ ଆନ୍ଦୋଳନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ନିର୍ମିତ ନୂତନ ରେଳ ଷ୍ଟେସନର ସମସ୍ତ କାର୍ଯ୍ୟ ଗତ ଏକମାସ ପୂର୍ବରୁ ସମ୍ପୁର୍ଣ୍ଣ ହୋଇ ସାରିଥିବା ବେଳେ ଏଠାକୁ ରେଳ ଚଳାଚଳ ନେଇ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ…
“ଘରେ ରଖାଯାଉଥିବା ପୋଷା ପ୍ରାଣୀଙ୍କ ସ୍ଵାସ୍ଥ୍ୟ ଓ ପରିବାର ସଦସ୍ୟଙ୍କ ଉପରେ ପ୍ରଭାବ” ବିଷୟକୁ ନେଇ ଏକ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରୁବାର ଦିନ ସ୍ଥାନୀୟ ରାଣୀ ପେଣ୍ଠ ଗ୍ରାମ ଠାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀ ମାନଙ୍କ ତରଫରୁ "ଘରେ ରଖାଯାଉଥିବା ପୋଷା ପ୍ରାଣୀଙ୍କ ସ୍ଵାସ୍ଥ୍ୟ ଓ ପରିବାର ସଦସ୍ୟଙ୍କ ଉପରେ ପ୍ରଭାବ" ବିଷୟକୁ ନେଇ ଏକ ସଚେତନତା…
ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସଭ୍ୟ ସଭ୍ୟା ଗଜପତି ଜିଲ୍ଲା ପରିଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ କରି ଜିଲ୍ଲାରେ ସରକାରଙ୍କର ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବୁଲି ଦେଖିଥିଲେ। ଏହି ଗ୍ରସ୍ତ ସମୟରେ…
ନିହାତି ଭଲ ଖବର: କିସ୍ ଫାଉଣ୍ଡେସନ୍ର ସହାୟତା: ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ
ଭୁବନେଶ୍ୱର : କିସ୍ ଫାଉଣ୍ଡେସନ୍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉକ୍ତ ୪ ଭଉଣୀଙ୍କ…
ସମବାୟ ସମ୍ପତ୍ତି ବିକ୍ରି ଅନୁମତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ
ଭୁବନେଶ୍ୱର : ୫୲୧୦: ସମବାୟ ସମିତିଗୁଡିକର ସ୍ଥାବର ସମ୍ପତ୍ତିକୁ ବିକ୍ରି ଅନୁମତି ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିବା ଏହି କମିଟିରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ…