ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲୁ.ଯେ ସାମ୍ବାଦିକ ସଙ୍ଘ ର ସଦସ୍ୟ ଘାସିରାମ ହରିଜନ ଙ୍କୁ ପୁରସ୍କୃତ କରିବେ ତ୍ରିଲଚନ…

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଠାରେ ଅନୁଷ୍ଠିତ ଜିଲ୍ଲା ଓ.ୟୁ.ଡବ୍ଲୁ.ଯେ ସାମ୍ବାଦିକ ସଙ୍ଘ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଲା ଏପରି ଏକ ହୃଦୟ ସ୍ପର୍ଶି ମୁହୂର୍ତ୍ତ ଯାହାକୁ ନେଇ ଏବେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ଙ୍କ…

କ୍ଲଷ୍ଟର ସ୍ତରୀୟ “ସୁରଭି” – ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୀବା କ୍ଲଷ୍ଟର ଗୁମ୍ମା ବ୍ଲକ ଗଜପତି ଜିଲ୍ଲାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" - ୨୦୨୩ ଓ ଓଡିଶା ମିଲେଟ୍ ମିଶନ୍ ପ୍ରତିଯୋଗିତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରସିକରାଜପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜୀବା କ୍ଲଷ୍ଟର…

ଓଡିଆ ବିଭାଗର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର-୪ସ୍ଥିତ ରାଉରକେଲା କଲେଜର 'ଓଡିଆ ବିଭାଗ ତରଫରୁ 'ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ' ଅବସରରେ 'ଜାତି ଗଠନରେ ମାତୃଭାଷାର ଭୂମିକା' ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । 'ତିନୋଟି ପର୍ବ' ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ…

ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ଵାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ବା ଏସଡିଜି କିପରି ହାସଲ କରିହେବ ସେ ନିମନ୍ତେ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଏହି ଲକ୍ଷ୍ୟ କିପରି ବ୍ଲକ…

ନଦୀରୁ ମୃତଦେହ ଉଦ୍ଧାର : ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର

ବରଗଡ :- ଆଜି ମଧ୍ୟାହ୍ନରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇଙ୍କୁ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଚେରେଙ୍ଗାଝାଞ୍ଜ ଗ୍ରାମର ଜଣେ ଟୁନା ମାଝୀ ନାମକ ଯୁବକ ତାର ପିତା ର ମୃତଦେହ ନିକଟସ୍ଥ ବରତୁଣ୍ଡା ଗ୍ରାମର ଏକ ନାଲା ରେ ଭାସୁଥିବା ଖବର ଦେଇଥିଲେ । ଖବର ପାଇବା…

ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ୱେବସାଇଟ୍ ଉଦ୍ଘାଟିତ

ଭୁବନେଶ୍ୱର:ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ରାଜ୍ୟ ଲୋକସେବା ଭବନଠାରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ୱେବସାଇଟ୍ (ପୋର୍ଟାଲ୍)ର ଶୁଭ ଉଦ୍ଘାଟନ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ ଏହି ୱେବସାଇଟ୍ (ପୋର୍ଟାଲ)…

ବାଣପୁର ଏନ. ଏ. ସି.ରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ l

ବାଣପୁର:(ସେକ୍ କୌସର: )ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏନ ଏ ସି କୃତିବାସ ଭବନରେ ଅଧକ୍ଷ ମିଟୁ ନାୟକଙ୍କ ତତ୍ୱାବଧାନରେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ମହିଳାଙ୍କ ସମେତ ପୁରୁଷମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏଥିରେ ୧୦୦ ରୁ ଉର୍ଦ୍ଧ ଇଉନିଟି ରକ୍ତ…

ଭଞ୍ଜନଗର ରେ ବିଶ୍ଵ କଲ୍ୟାଣ ପାଇଁ ୨୨୧ କୁଣ୍ଡିୟ ଘୃତ ଯଜ୍ଞ।

ଭଞ୍ଜନଗର ( ଉଦୟନାଥ ପଣ୍ଡା ) : ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଙ୍କ ୧୫୩ ତମ ତ୍ରିଦିବସିୟ ଜୟନ୍ତି ଏବଂ ସ୍ବାମୀ ଦୟାନନ୍ଦ ସରସ୍ବତୀ ଙ୍କ ଦ୍ବୀ ଜନ୍ମ ଶତାବ୍ଦୀ ଅବସରରେ ୨୨୧ କୁଣ୍ଡିୟ ଘୃତ ଯଜ୍ଞ ଏବଂ ପ୍ରବଚନ କର୍ଯ୍ୟକ୍ରମ ଭଞ୍ଜନଗରେ ମହା ଉତ୍ସାହ ର ସହିତ ଅନୁଷ୍ଠିତ ହୋଇଛି ।କୁହାଯାଏ ଓଡିଶାର…

କମ୍ବାଟ ରାଜ୍ଯ ଶାଖାକୁ ଶ୍ରୀକ୍ଷେତ୍ରରୁ ୬ ମଲ୍ଲଯୋଦ୍ଧା ଗୁରୁ ମନୋନୀତ

ପୁରୀ (ଶାସକ ପ୍ରଶାସକ ବ୍ୟୁରୋ) : ମଲ୍ଲଯୋଦ୍ଧା ଅନୁଷ୍ଠାନ "କମ୍ବାଟ"ର ରାଜ୍ଯ ଶାଖାକୁ ଶ୍ରୀକ୍ଷେତ୍ରରୁ ୬ ମଲ୍ଲଯୋଦ୍ଧା ଗୁରୁଙ୍କୁ ମନୋନୀତ । ରାଜ୍ୟ ସଂଗଠନର ଅଧକ୍ଷ ଭାବେ ଶ୍ରୀ ଶ୍ୟାମସୁନ୍ଦର ପାତ୍ର, ସଭାପତି ଭାବେ ଶ୍ରୀଯୁକ୍ତ ଅନନ୍ତ ତିଆଡ଼ି, କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀଯୁକ୍ତ…

ବିଜେପି ତରଫରୁ ମୋ ମାଟି ମୋ ଦେଶ ବିଶାଳ କଳସ ଶୋଭାଯାତ୍ରା

ବାଣପୁର/(ସେକ୍ କୌସର)ଆଜି ବିଜେପି ତରଫରୁ ଏକ ବିଶାଳ କଳସ ଶୋଭାଯାତ୍ରା ମା ଉତରାୟଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ବାଲୁଗାଁ ବିଜ୍ଞାପିତ ଅଂଚଳର ସମସ୍ତ ୱାର୍ଡ ଏବଂ ବାଣପୁର ସମସ୍ତ ୱାର୍ଡ ବୁଲି ମାଟି ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା l ଏଥିରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ…