ଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟକ୍ଷ ଡ଼ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଗତ ତା.୫.୧୦.୨୦୨୩ ରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଛାତ୍ରଛତ୍ରୀମାନଙ୍କୁ…

ଲାଡ଼ଠାରେ ନିଆରା ପୁଅ ଜିଉଁନ୍ତିଆ ପାଳିତ

କୁଚିଣ୍ଡା : ସେହ୍ନ ଓ ମମତାର ପୁଅ ଜିଉଁନ୍ତିଆ (ପୋ ଜିଉଁନ୍ତିଆ) ଆଜି ସନ୍ଧ୍ୟାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଳିତ ହୋଇଯାଇଛି l ଏହି କ୍ରମରେ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡପ ଓ ଛକରେ ପୋ ଜିଉଁନ୍ତିଆ ପୂଜାର୍ଚ୍ଚନା ହୋଇଛି l ମାଆମାନେ ନିଷ୍ଠାର ସହ ଦେବୀ ଦୂତିବାହନଙ୍କୁ ପୂଜାର୍ଚ୍ଚନା…

ମିଶନ ଇନ୍ଦ୍ରଧନୁସର ଜିଲ୍ଲାସ୍ତରୀୟ ତୃତୀୟ ସମନ୍ୱୟ ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଦିବା ୧୨ ଘଟିକା ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁସର ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରଂବରେ ଜିଲ୍ଲା ମୁଖ୍ୟ…

ପରଲୋକ ରେ ସିପାହୀ ସଚିନ କୁମାର ସାହୁ : ସୋନପୁର ସହର ରେ ଶୋକ

ସୋନପୁର(ଆର୍ତ୍ତତ୍ରାଣ ମହାପାତ୍ର) :ଭାରତୀୟ ସଂରକ୍ଷିତ ବାହିନୀ (IRB) ସିପାହୀ ସଚିନ କୁମାର ସାହୁ ଙ୍କ ୩୪ ବର୍ଷ ବୟସରେ ପରଲୋକ ଘଟିଛି। ଏ ଖବର ପ୍ରସାରିତ ହେବା ପରେ ସୋନପୁର ମଝିପଡ଼ା ସହିତ ସହର ସାରା ଶୋକର ଛାୟା ଖେଳି ଯାଇଛି। ସିପାହୀ ସଚିନ ଦୀର୍ଘ ୨୦ ଦିନ ଧରି ବୁର୍ଲା ଭୀମସାର ମେଡିକାଲ ଓ…

ବନ୍ୟ ପ୍ରାଣୀ ସପ୍ତାହ ପାଳନ;ପ୍ରାଣୀ ଙ୍କ ପ୍ରତି ଭଲ ପାଇବା ଏକ ଭଲ ଗୁଣ ଅଟେ ବୋଲି ମତ ।

ଜମନକିରା,୬/୧୦:ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ କୁଚିଣ୍ଡା ରେଞ୍ଜ ତଥା ଜମନକିରା ବ୍ଲକ ର ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଭାତପୁରା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ରତନ ଲାଲ ସିଂହ ଙ୍କ ସଭାପତିତ୍ବରେ ବିଶ୍ଵ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇ ଯାଇଛି । ଏଥିରେ…

ବାଣପୁର ୧୩ ନମ୍ବର ଜୋନ ରେ ବିଜେଡିର ବିଶାଳ ଜନସମ୍ପର୍କ ପଦ ଯାତ୍ରା l

ବାଣପୁର:(ସେକ୍ କୌସର):ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ, ୧୩ ନମ୍ବର ଜୋନ ତରଫରୁ ପୂର୍ବତନ କୁମାରଙ୍ଗ ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ପ୍ରଧାନ ଓ ଯଦୁ ପ୍ରଧାନଙ୍କ ନେତୃତ୍ୱ ରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏମ.ପି.…

ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମିତ ଲକ୍ଷାଧିକ ଟଙ୍କାର ପରିସ୍ରାଗାରକୁ ଅଣଦେଖା

ଢ଼େଙ୍କାନାଳ / ରବିନ୍ ଦାସ ; ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶ ଏଇ ନିକଟରେ ସ୍ବଛତା ହିଁ ସେବା ଦିବସ ପାଳନ କରିଛି । ଯାହା ଅଦ୍ୟାବଧି ଜାରି ରହିଛି ଏବଂ ସବୁଦିନ ପାଇଁ ଜାରି ରହିବ ବୋଲି ଦେଶର ଆବାଳବୃଦ୍ଧବନିତା ବେଶ୍ ଉତ୍ସାହର ସହ କହିଛନ୍ତି । ସ୍ବଛ…

ହାତ ଧୁଆ(ପରିଚ୍ଛନ୍ନତା)କୁ ସୁନିଶ୍ଚିତ କରାଯିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି ସଂପର୍କରେ ସମନ୍ୱୟ ଏବଂ ପରାମର୍ଶ ବୈଠକ

ଭୁବନେଶ୍ୱର:କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ । ରୋଗ ଦାଉରୁ ରକ୍ଷା ପାଇବା ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ଓ୍ୱାସ୍ ସାହାଯ୍ୟରେ ଭଲ ଭାବରେ ଧୋଇବା ଜରୁରୀ । ସଠିକ୍‌ ଭାବରେ ହାତଧୁଆ କୋଭିଡ୍‌ ସଂକ୍ରମଣକୁ କମାଇବା ସହିତ…

ଆତ୍ମବିଶ୍ୱାସ ବଢାଉଛି “ମୋ ସ୍କୁଲ’ର “ପ୍ରେରଣା’ କାର୍ଯ୍ୟକ୍ରମ

"ମୋ ସ୍କୁଲ' ୟୁଟ୍ୟୁବ ଚ୍ୟାନେଲରେ ସଫଳତାର ମାର୍ଗ ଦେଖାଉଛନ୍ତି ସଫଳ ବ୍ୟକ୍ତିତ୍ୱ ଭୁବନେଶ୍ୱର :ଜୀବନରେ ସଫଳତାର ପାହାଚ ଚଢ଼ି ସମାଜରେ ପ୍ରତିଷ୍ଠିତ ହୋଇଥିବା ବ୍ୟକ୍ତିବିଶେଷ ବଖାଣୁଛନ୍ତି ନିଜ ଅଭିଜ୍ଞତା ଆଉ ସଫଳ ଜୀବନର କାହାଣୀା ଛାତ୍ରଛାତ୍ରୀଙ୍କୁ ଦେଖାଉଛନ୍ତି ନୂଆ ସ୍ୱପ୍ନ ଓ ସେହି…