Sign in
Sign in
Recover your password.
A password will be e-mailed to you.
ସମବାୟ ସମ୍ପତ୍ତି ବିକ୍ରି ଅନୁମତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ
ଭୁବନେଶ୍ୱର : ୫୲୧୦: ସମବାୟ ସମିତିଗୁଡିକର ସ୍ଥାବର ସମ୍ପତ୍ତିକୁ ବିକ୍ରି ଅନୁମତି ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିବା ଏହି କମିଟିରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ…
ବାୟୁସେନା କର୍ମଚାରୀ ଙ୍କ ଅକାଳ ବିୟୋଗ।
ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ବାୟୁସେନା କର୍ମଚାରୀ ପ୍ରକାଶଚନ୍ଦ୍ର କରଙ୍କ କିଡ୍ନୀଜନିତ ରୋଗରେ ଅକାଳ ବିୟୋଗ ଘଟିଛି। ନିଜର ଗୋଟିଏ କିଡ୍ନୀ ଦେଇ ଭି ସ୍ୱାମୀଙ୍କୁ ବଞ୍ଚାଇ ପାରିଲେନି। ଭାଗ୍ୟର ବିଡ଼ମ୍ବନା ଆଗରେ ହାରିଗଲେ ସ୍ତ୍ରୀ ଅନିତା। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ…
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ଵାରା ରେକର୍ଡ ୨୦୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହର କିର୍ତିମାନ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୫ତମ ଦିବସରେ ୨୦୫୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୪ଟି ପ୍ରମୁଖ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ ଓ ନବରଙ୍ଗପୁରରେ…
ପ୍ରାଣୀଜଗତ ଉପରେ ବି ପଡ଼ୁଛି ଜଳବାୟୁ ପରିବର୍ତନର ପ୍ରଭାବ
ଭୁବନେଶ୍ୱର, ଅକ୍ଟୋବର ୪: ଏକ ସୁରକ୍ଷିତ ପୃଥିବୀ ନିମନ୍ତେ ଧ୍ୱଂସ ସାଧନ ଓ ପ୍ରଦୂଷଣ ବିନା ବିକାଶ ବର୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ମତ ପ୍ରକାଶ କରିଛନ୍ତି ।ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ…
ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ଆଜି ଭୋର ସକାଳ ପ୍ରାୟ ୫ଟା ସମୟରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ପାରୁଆଭାଡ଼ି ଗ୍ରାମର ମୁକ୍ତେଶ୍ଵର ଧାନ(୨୭) ଓ ପଣ୍ଡରିକଟା ଗ୍ରାମର ଦଧି…
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ”ସୁରଭି” -୨୦୨୩
https://youtu.be/lwVfg0txCI4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ''ସୁରଭି''-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଇବର୍ ସୁରକ୍ଷା ସଚେତନତା ୱେବିନାର
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସାଇବର ଅପରାଧକୁ ରୋକନ୍ତୁ: ଆଇ.ଜି., କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍ଏସ୍ଏସ୍ ସେଲ୍ ଓ ଓଡ଼ିଶା ପୋଲିସର ମିଳିତ ସହଯୋଗରେ ଆଜି ସାଇବର ସୁରକ୍ଷା ସଚେତନତା ୱେବିନାର ଅନୁଷ୍ଠିତ ହୋଇଯାଇଛିା ଏଥିରେ ମୁଖ୍ୟ ଅତିଥି ରୂପେ…
ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ର ଦିନିକିଆ ଧର୍ମଘଟ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୧୦/୨୩ (ଇମିସ) ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ର ଡାକରା କ୍ରମେ ଆଜି ଡାବୁଗାଁ ଉପ ଡାକଘର ଅଧିନରେ ଥିବା ଗ୍ରାମୀଣ ଡାକ ସେବକ (ଜି ଡି ଏସ) ମାନେ ତିନି ଦଫା ଦାବୀ ନେଇ ଦିନିକିଆ ଧର୍ମଘଟ କରିଛନ୍ତି। ଯୋ ଦ୍ଵାରା ଆଜି ଜିଡିଏସ ମାନେ ଡାକ…
କୁଚିଣ୍ଡା ମହାବଦ୍ୟାଳୟ ରେ +୩ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରବେଶ ଉତ୍ସବ
ଜମନକିରା /କୁଚିଣ୍ଡା - କୁଚିଣ୍ଡା ମହାବିଦ୍ୟାଳୟରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ନମନ୍ତେ 'ପ୍ରବେଶ ଉତ୍ସବ' ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯକ୍ରମରେ ବରିଷ୍ଠ…
କଳାଦିବସ ପାଳନ କଲା ଚାଷୀ ସଂଗଠନ
ଜମନକିରା - ସାରା ଦେଶରେ ଉତ୍ତରପ୍ରଦେଶ ଲକ୍ଷିମପୁର କ୍ଷେରୀ ଚାଷୀ ହତ୍ୟାକାଣ୍ଡ କୁ ନେଇ ଆଜି ଅକ୍ଟୋବର ୩ ତାରିଖକୁ କଳା ଦିବସ ଭାବେ ପାଳନ କରାଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ଭାଗ୍ୟଲକ୍ଷ୍ମୀ ସଂଗଠନ ତରଫରୁ , କେନାଢିପା ଯାତ୍ରା ମଣ୍ଡପରେ ଠାରେ ମଧ୍ୟ କଳା ଦିବସ…