ତହସିଲ ଅଫିସ୍ କୁ ଘେରିଲା ବ୍ଲକ୍ କଂଗ୍ରେସ

ଗାଇସିଲାଟ/ମନ ଡନସନା-୨୫ ବର୍ଷ ହେଲା ରାଜ୍ଯ ସରକାର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ୟ୍ଯ କରିଥିବା କାର୍ୟ୍ଯ ର ଦିମ୍ ଦିମି ପିଟୁଥିବା ବେଲେ ଆଜି ଆଜି ରାଜ୍ଯ ସରକାର ଙ୍କ ବିଭିନ୍ନ ଯୋଜନା କୁ ଫେଲ୍ ବୋଲି ଗର୍ଜିଛି ,ବର୍ତ୍ତମାନ ବିଜେପୁରର ସ୍ଥିତି ପାଣି ସମସ୍ୟା ଘେରରେ ଥିବା ସହ ଚାଷ ପାଇଁ…

ବଇଦପାଲି ରେ ରାଶିର କିସମ ଚୟନ ଓ ମୁଗର ସ୍ଵାଦ ବିଶ୍ଳେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର:- ପଦ୍ମପୁର ଉପଖଣ୍ଡ ବଇଦପାଲି ଗାଁରେ କୃଷକଙ୍କ ଦ୍ଵାରା ରାଶିର କିସମ ଚୟନ ଓ ୩୦ପ୍ରକାର ମୁଗର ସ୍ଵାଦ ବିଶ୍ଳେଷଣ କାର୍ଯ୍ୟକ୍ରମ ହୋଇଯାଇଛି । ଭିତ୍ତିଭୂମି ସେବା ସଙ୍ଗଠନ ଦ୍ୱାରା କରାଯାଇଥିବା ୨୦ ପ୍ରଜାତିର ମାଣ୍ଡିଆ, ୨୦ ପ୍ରଜାତିର ରାଶି, ୩୦ ପ୍ରକାର ମୁଗ, ୬ ପ୍ରକାର କୁଦୋ ଚାଷର ମଦର…

ସିଜି ମାଳି ଖଣି ଖଣନ ସମର୍ଥନ ରାଲି ଇତିହାସ ରଚିଲା କାଶୀପୁର ବ୍ଲକ.

ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ସଦର ଠାରେ ତା ୫/୧୦/୨0୨୩ ରିଖ ଗୁରୁବାର ଦିନ ଏକ ବିଶାଳ ଜନସମାଗମ ଯାହାକି' ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ଠାରେ ଏହା ପ୍ରଥମ ଥର ଏହି ପ୍ରକାର ବିଶାଳ ଜନସମାଗମ କାରଖାନା ତୁରନ୍ତ ପ୍ରତିଷ୍ଟା କରାଯିବା ଉଦେଶ୍ୟରେ…

କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ନଭେମ୍ବର୍ ମାସରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ନଅ ତାରିଖରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ କ୍ଲଷ୍ଟର୍ ରେ…

ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀ ନିର୍ବାହି ଯନ୍ତ୍ରୀଙ୍କ ଯୋଗଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ରେ ଆଜି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେ ଭାରତୀ ଦେବୀ କାର୍ଯ୍ୟରେ ଯୋଗ ଦେଇଛନ୍ତି I ଏହା ପୂର୍ବରୁ ସେ ରାୟଗଡ଼ା ଜିଲ୍ଳା ଗୁଡାରୀ ତହସିଲ୍ ର ତହସିଲଦାର ରୂପେ କାର୍ଯ୍ୟରତ ଥିଲେ I ତାଙ୍କର ବଦଳି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାକୁ ହେବା…

ବିଳମ୍ବିତ ରାତିରେ ଦୁର୍ବୁତଙ୍କ ଆତଙ୍କରାଜ : ଦମ୍ପତିଙ୍କୁ ଆକ୍ରମଣ ,ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କୋଲଣପୁର ପଂଚାୟତ ମାର୍କେଟ କମ୍ଳେକ୍ସ କୁଳିଆ ବଜାର ଠାରେ ଜଳଖିଆ ଦୋକାନ କରିଥିବା ହରେକୃଷ୍ଣ ପୃଷ୍ଟି (୬୩) ଏବଂ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପୃଷ୍ଟି (୫୮) କୁ ବୁଧବାର ବିଳମ୍ବିତ ରାତିରେ ଦୋକାନ ଘର ଭିତରେ ମରଣାନ୍ତକ…

ଗଡିଲା ସାଇବର ସଚେତନା ରଥ

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ର ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ସାଇବର ସୁରକ୍ଷା ରଥ । ସୂଚନା ଅନୁସାରେ ଦେଶ ତଥା ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ରାଜ୍ୟ ପୁଲିସ୍ ତରଫରୁ ସାଇବର ସଚେତନା ମୂଳକ…

ଭଞ୍ଜନଗରରେ ଯୁବ ବ୍ୟାଙ୍କ୍ କର୍ମଚାରୀ ଙ୍କ ଅକାଳ ବିୟୋଗ

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: କଥାରେ ଅଛି,ମୃତ୍ୟୁ କି ଜାଣେ କଞ୍ଚା ପାଚିଲା। କେତେବେଳେ ଯେ କାହାର ମୃତ୍ୟୁ ର ଡାକରା ଆସିଯିବ କେହି କହିପାରିବେ ନାହିଁ। ଶୈଶବରୁ ଆରମ୍ଭ କରି ଯୁବକ ଓ ବୃଦ୍ଧ, ମୃତ୍ୟୁ ପାଇଁ ସମସ୍ତେ ସମାନ। କେବଳ ସମାଜ ଓ ଏଥିରେ ବସବାସ କରୁଥିବା ସବୁ ଜନସାଧାରଣ ଆଶ୍ଚର୍ଯ୍ୟ…

ଏ ଏନଏମ ସେଣ୍ଟରର ନିମ୍ନ ମାନ କାର୍ଯ୍ୟ କୁ ନେଇ କାମ ବନ୍ଦ କଲେ ଗ୍ରାମ ବାସୀ।

ବାଲେଶ୍ବର,ସିମୁଳିଆ (ଅକ୍ଷୟ କୁମାର ଜେନା): ମଇତାପୁର ପଂଚାୟତ ହାଟ ମଇତାପୁର ରେ ନବ ନିର୍ମାଣ ଏ ଏନ୍ ଏମ ସେଣ୍ଟର୍ ର କାର୍ଯ୍ୟ ଏବେ ଚାଲୁ ରହିଛି । ନବ ନିର୍ମାଣ ଏହି କୋଠା ଘର ଠିକାଦାର ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ଅପାରଗତା କୁ ପଦା ରେ ପକାଉଛି। ନୂତନ କରି ହେଉଥିବା ଏ ଏନ୍ ଏମ…

ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତି ପ୍ରତିଯୋଗିତା

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) /୦୫.୧୦/ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ର ୭ ଟି ବିଭିନ୍ନ ବ୍ଲକ୍ ରୁ ୧୫ ଜଣ ପ୍ରତିଯୋଗୀ…