Sign in
Sign in
Recover your password.
A password will be e-mailed to you.
ଆଇନ ସାକ୍ଷରତା ଛାତ୍ରଛାତ୍ରୀଙ୍କ ଜିଲ୍ଲା କୋର୍ଟ ପରିଦର୍ଶନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜବାହାର ନବୋଦୟ ବିଦ୍ୟାଳୟ, ନୟାଗଡ଼ ଓ ଜାତୀୟ ସେବା ସଂସ୍ଥା ବହୁମୁଖୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ନବଘନପୁର, ଆଇନ ସାକ୍ଷରତା ଛାତ୍ର…
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି . ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବ୍ରତ ସାମନ୍ତରାୟ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ୩୦୦ ରୁ…
ଜଗତସିଂହପୁର ସଦର ଥାନାରେ ବିଜୟ ଶଙ୍କର ଙ୍କ ନାମରେ ଏତଲା ଦେଲେ ବାନ୍ଧବୀ ସୋମାଲିକା
ଜଗତସିଂହପୁର ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ବିବାଦ ବଢିବାରେ ଲାଗିଛି । କଟକ ସବରେଜିଷ୍ଟ୍ରାର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ନାନା ପ୍ରକାରର ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି…
ସମ୍ବଲପୁର ଏବଂ ଗୁଣୁପୁର ମଧ୍ୟରେ ଟ୍ରେନ୍ ସେବା ପୁନଃଆରମ୍ଭ କରିବା ପାଇଁ ପୂର୍ବ ତଟ ରେଳପଥର ମହା ପ୍ରବନ୍ଧକଙ୍କୁ ଚିଠି…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗକୁ ପାର୍ବଣ ଆସୁଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ଯାତ୍ରୀମାନଙ୍କ ପାଇଁ ବର୍ତ୍ତମାନ ମୁଖ୍ୟ ସମସ୍ୟା ପାଲଟିଛି ଟ୍ରେନ ଯୋଗାଯୋଗ । ସୂଚନା ମୁତାବକ ଝାରସୁଗୁଡା ନିକଟରେ ଟ୍ରେନର କିଛି ଟ୍ରାକ ମରାମତି କାମ ଯୋଗୁଁ ରାଉରକେଲାକୁ ଗୁଣୁପୁର ସହିତ…
ଟାଟା ଷ୍ଟିଲ୍ ଫାଉଣ୍ଡେସନର ଦକ୍ଷତା କାର୍ଯ୍ୟକ୍ରମ ଯୋଡ଼ା ଅଂଚଳବାସୀଙ୍କ ଜୀବନରେ ଆଣିଛି ପରିବର୍ତନ
ଯୋଡ଼ାର ବାଳିକା ତୁଳସୀଙ୍କ ପ୍ରେରଣାଦାୟୀ କାହାଣୀ
ଯୋଡ଼ା: ଖଣିରେ ପରିପୂର୍ଣ୍ଣ ଯୋଡ଼ା ଅଂଚଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପ୍ରତ୍ୟେକ୍ଷ ଭାବେ ରୂପାନ୍ତରଣ ଓ ଅନ୍ତର୍ଭୁଭୀକରଣ ଅଭିବୃଦ୍ଧିକୁ ସୁଦୃଢ଼ କରୁଛି । ଯୋଡ଼ା ବ୍ଲକ୍ର ଗୁଆଳି ଗ୍ରାମର ୧୮ ବର୍ଷୀୟ ବାଳିକା ତୁଳସୀ…
ଜିଲ୍ଲାସ୍ତରୀୟ ୬୯ତମ ବିଶ୍ବ ବନ୍ୟ ପ୍ରାଣୀ ସପ୍ତାହ ପାଳିତ
https://youtu.be/Eel8dwWQBwI
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଶୁକ୍ରବାର ଦିନ ''ବିଶ୍ଵ ବନ୍ୟ ପ୍ରାଣୀ ସପ୍ତାହ'' ପାଳିତ ହୋଇଯାଇଛି। ଆଜିର ଏହି ଆଲୋଚନାର ବିଷୟ ବସ୍ତୁ…
ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ ନିମନ୍ତେ ଓସାଟ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ
ଶିକ୍ଷା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ
ଭୁବନେଶ୍ୱର: ସମଗ୍ର ଶିକ୍ଷା ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସାମାଜିକ ଅଡିଟ୍ୟୁନିଟ୍ (ଓସାଟ୍) ସହ…
ପଦ୍ମପୁର ପୋଲିସ ଦ୍ୱାରା ସାଇବର ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
https://youtu.be/3nTDnSL60vI
ପଦ୍ମପୁର :- ରାଜ୍ୟରେ ବଢୁଥିବା ସାଇବର ଠକାମି ରୁ ଦୂରରେ ରହିବା ଓ ଏଥି ପାଇଁ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବାକୁ ଓଡିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ରଥ ଆଜି ପଦ୍ମପୁର ରେ ପହଞ୍ଚିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l…
ଅଞ୍ଚଳ ମହାବିଦ୍ୟାଳୟ ରେ ପରିଚାଳନା ସମିତି ଓ କର୍ମଚାରୀ ସମିତି ର ବୈଠକ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ବରେ ପରିଚାଳନା ସମିତି ଓ କର୍ମଚାରୀ ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଅତିଥି…
ଅଞ୍ଚଳ ମହାବିଦ୍ୟାଳୟ ରେ ୫ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ୫ଟି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକ ମହାବିଦ୍ୟାଳୟରେ ଚାଲିଥିବା ୫ଟି କାର୍ଯ୍ୟ ଉପରେ ବିସ୍ତୃତ ଭାବରେ…