Sign in
Sign in
Recover your password.
A password will be e-mailed to you.
ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ର ବେସରକାରୀ ବିଦ୍ୟାଳୟ ପ୍ରୀତି
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଆମ ଜିଲ୍ଲାରେ ଗତ କିଛି ବର୍ଷ ଧରି ଛତୁ ପରି ଘରୋଇ ସ୍କୁଲଗୁଡ଼ିକ ଖୋଲିବାରେ ଲାଗିଛି। ଅଭିଭାବକମାନଙ୍କୁ ଲୁଟୁଛନ୍ତି ଏବଂ ଛୋଟ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି। ସୂତ୍ର ଅନୁଯାୟୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଛାଇ ତଳେ କିଛି ସ୍କୁଲ…
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ
ନୟାଗଡ଼(ବିଶ୍ୱଜିତ ନାୟକ) :- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ନିର୍ବାଚନ…
ଭଞ୍ଜନଗରରେ ଦେହଜୀବୀ କାରବାର ଉପରେ ପୋଲିସର ଚଢାଉ: ମୁଖ୍ୟ କାର୍ପଟଦାର ସମେତ ୫ ଗିରଫ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶଙ୍ଖ ସାହି ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଦେହଜୀବୀ କାରବାର ଉପରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।ଗତ ୧୫.୦୪.୨୦୨୬ ରାତି ପ୍ରାୟ ୧୦.୦୦…
ଉତ୍କଳ ଆଲୁମିନା ପକ୍ଷରୁ ୮ଟି ସ୍ଥାନରେ ଜଳଛତ୍ର ଉଦଘାଟନ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଗ୍ରୀଷ୍ମ ତାପରୁ ରକ୍ଷା ଦେବା ଉଦ୍ଦେଶ୍ୟରେ ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର (CSR) କାର୍ଯ୍ୟକ୍ରମ ଅଧୀନରେ କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ଜଳଛତ୍ର ର ଶୁଭ ଉଦଘାଟନ ହୋଇଯାଇଛି । ଏହାର ଅଂଶ ଭାବେ କୋଡିପାରି ପଞ୍ଚାୟତ ଅନ୍ତର୍ଗତ ଲୋଦିଗୁଡା ଛକ (ବସ୍…
ନଗର କଂଗ୍ରେସ କମିଟି ପକ୍ଷରୁ ଖୋରଧା ବିଧାୟକଙ୍କ ବିରୋଧରେ ସାଇବର ଥାନାରେ ଲିଖିତ ଅଭିଯୋଗ
ଖୋର୍ଦ୍ଧାରୁ (ସେକ ଜାଫର ): - ନଗର କଂଗ୍ରେସ କମିଟି ପକ୍ଷରୁ ଖୋରଧା ସାଇବର ଥାନାରେ ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ବିରୋଧ ରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି। ନିକଟରେ ଶ୍ରୀଯୁକ୍ତ ଜଗଦେବ କେତେକ ବୈଦ୍ୟୁତିକ ଗଣମାଧ୍ୟମ ରେ କଂଗ୍ରେସ ନେତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ର…
ମା ତୋ ବିନା ଓ ଅଭୁଲା ସ୍ମୃତି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ
ରାଉରକେଲା,(ବସନ୍ତ କୁମାର ଜେନା): ସାଇ ସରଗମ ମ୍ୟୁଜିକାଲ ଏଣ୍ଡ ସୋସିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମା ତୋ ବିନା ଓ ଅଭୁଲା ସ୍ମୃତି ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଯଶୋବନ୍ତ ମହାନ୍ତି ଓ ଶୁଭଶ୍ରୀ ଦାସ ଙ୍କ ସଂଯୋଜନା ଓ ଅନୁଷ୍ଠାନର ମୁଖ୍ୟ…
ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ୍ ଦ୍ବାରା ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ଚୋରି ପଦାର୍ଥ ଉଦ୍ଧାର
ରାଉରକେଲା,(ବସନ୍ତ କୁମାର ଜେନା) ପ୍ଲାଣ୍ଟସାଇଟ୍ ପୋଲିସ୍ ପକ୍ଷରୁ ଏକ ଚୋରି ମାମଲାର ସଫଳତାର ସହ ତଦନ୍ତ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ଯାଇଥିବା ସାଉଣ୍ଡ ସିଷ୍ଟମକୁ ଜବତ୍ କରିଛି। ଚୋରି ଘଟଣାରେ ସଂପୃକ୍ତ ମୋନୁ ଶର୍ମା ଏବଂ ପ୍ରବୀଣ ଗିରି ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ…
ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୯ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ମହେନ୍ଦ୍ର ତନୟା…
ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ: ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ.
ରାଉରକେଲା, (ବସନ୍ତ କୁମାର ଜେନା): ସାଇନିଂ ରକର୍ସ ଏକାଡେମୀ ର ୧୦ମ ବାର୍ଷିକ ଉତ୍ସବ ଓଡିଶା ସାଇନିଂ ଆଇକନ୍ସ ୧୦ ଆସନ୍ତା ଏପ୍ରିଲ ମାସ ୧୯ ତାରିଖ ରେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର ୪ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର…
ଏମ୍. ଗଣ୍ଡପାଲି ଆଦର୍ଶ ବିଦ୍ୟାଳୟରେ ସଫଳତା
ବିଜେପୁର :-ବିଜେପୁର ବ୍ଲକ୍ ଅନ୍ତର୍ଗତ ଏମ୍. ଗଣ୍ଡପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷର ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ଦେଖାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ପରିଶ୍ରମ ଓ ଶିକ୍ଷକମାନଙ୍କ ନିର୍ଦ୍ଦେଶନାରେ ଉଲ୍ଲେଖନୀୟ ସଫଳତା ହାସଲ କରି…