ବିଜ୍ଞାନ ଓ ଗଣିତ ସର୍କଲ ଅନୁଷ୍ଠିତ

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ପି ଏମ୍ ଶ୍ରୀ ନୋଡାଲ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ବାସୁଦେବପୁର ରେ ବିଜ୍ଞାନ ଓ ଗଣିତ ସର୍କଲ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ କୁ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ…

ବିଜୁ ବନ୍ଧୁମିଳନ କମିଟି ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ସକାଳ ପ୍ରାୟ ୭.୩୦ ଘଣ୍ଟା ସମୟରେ ଉତ୍କଳ ଛକ ନିକଟସ୍ଥ ଶ୍ରୀ ଶ୍ରୀ ଶ୍ରୀ ପାତାଳେଶ୍ଵର ମନ୍ଦିରରେ ବିଜୁ ବନ୍ଧୁମିଳନ କମିଟି ତରଫରୁ ଦୀପ ପ୍ରଜ୍ୱଳନ କରି ଦେଶୀବେହେରା ସାହିସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…

ଦୁଇ ପଡ଼ୋଶୀ ଗଣ୍ଡଗୋଳ ରେ ବଳି ପଡ଼ିଲେ ଯୁବକ।

ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ରେଡିକା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଲିଙ୍ଗରାଜ ରେଡ଼ି ଓ ଭଗବାନ ରେଡ଼ି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଘଟି ଲିଙ୍ଗରାଜ ରେଡ଼ି ଓ ତା ସ୍ତ୍ରୀ ର ଛୁରୀ ମାଡ଼ରେ ଭଗବାନ ରେଡ଼ି ଗୁରୁତର ଆହତ ହୋଇ ଡାକ୍ତରଖାନାରେ…

ନବରଙ୍ଗପୁର ଜିଲ୍ଲାରେ ଜନଗଣନା–୨୦୨୭ର ପ୍ରାରମ୍ଭିକ ‘ଘର ତାଲିକାକରଣ ଓ ଘର ନମ୍ବରିଂର ଶୁଭାରମ୍ଭ!

ନବରଙ୍ଗପୁର, ଅଶୋକ ସାହୁ,ତା ୧୭.୪.୨୦୨୬: ଗତ କାଲି ୧୬.୪.୨୦୨୬ ରିଖ ଦିନ ନବରଙ୍ଗପୁର ଜିଲ୍ଲାରେ ଜନଗଣନା–୨୦୨୭ର ପ୍ରାରମ୍ଭିକ ପର୍ଯ୍ୟାୟ ‘ଘର ତାଲିକାକରଣ ଓ ଘର ନମ୍ବରିଂ’ କାର୍ଯ୍ୟ ସୂଚାରୁ ଓ ସୁସଂଗଠିତ ଭାବରେ ଆରମ୍ଭ ହୋଇଛି। ଏହି ସମଗ୍ର କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାପାଳ ତଥା ପ୍ରମୁଖ…

ଶ୍ରୀ ଶିବକାଳୀ ପୀଠରେ ଆୟୋଜିତ ଭବ୍ୟ ଯଜ୍ଞ, ଭକ୍ତଙ୍କ ଭିଡ଼ ।

କେନ୍ଦ୍ରାପଡ଼ା:୧୭/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ହରିପୁର ଅଞ୍ଚଳସ୍ଥ ଶ୍ରୀ ଶିବକାଳୀ ପୀଠରେ ଆୟୋଜିତ ଭବ୍ୟ ଯଜ୍ଞ ଅବସରରେ ଭକ୍ତ ମାନଙ୍କର ବିପୁଳ ଭିଡ଼ ଦେଖିବାକୁ ମିଳିଛି। ପବିତ୍ର ପରିବେଶ ମଧ୍ୟରେ ମନ୍ତ୍ରୋଚ୍ଚାରଣ ଓ ହୋମ-ଯଜ୍ଞର ଧ୍ୱନିରେ ସମଗ୍ର ପୀଠ ଆଧ୍ୟାତ୍ମିକ ମହଳରେ ଭରିଯାଇଥିଲା।ଯଜ୍ଞର…

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ରାଜଧାନୀ ଗୌରବ ସମ୍ମାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଅଙ୍କସାହି ବାସିନ୍ଦା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ଡ.ହରିବାବୁ କମ୍ଭମ୍ପତି ରାଜଧାନୀ ପ୍ରତିଷ୍ଠା ଦିବସରେ "ରାଜଧାନୀ ଗୌରବ"ରେ ସମ୍ମାନିତ କରିଛନ୍ତି। ଦୀର୍ଘ ୩…

ପୋଖରୀ ରେ ବୁଡି ଯୁବକ ର ମୃତ୍ୟୁ।

ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ପଣ୍ଡା ପୋଖରୀ ରେ ଗାଧୋଇବା ବେଳେ ଅସାବଧାନତା ବଶତଃ ସୋମନାଥ ବାରିକ ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଥିବା ଲୋକମାନେ ଚେଷ୍ଟା କରି ଉଦ୍ଧାର କରି ପାରିନଥିଲେ। ପରେ ଅଗ୍ନିଶମ ବାହିନୀ ର ସହାୟତା ରେ ସୋମନାଥ କୁ ଗଭୀର ଜଳ ମଧ୍ୟରୁ…

ଡାଲମିଆ ଭାରତ ଫାଉଣ୍ଡେସନ୍ ଭୁବନେଶ୍ୱରରେ ଖୋଲିଲା ଦୁଇଟି ଆବାସିକ ଦିକ୍ଷା କେନ୍ଦ୍ର

- ବୟନ କ୍ଷେତ୍ରରେ ଯୁବକ-ଯୁବତୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧିହେବ - ପ୍ରତିବର୍ଷ ୯୦୦ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣ, ମହିଳାଙ୍କ ଅଂଶଗ୍ରହଣକୁ ବିଶେଷ ଗୁରୁତ୍ୱ ଭୁବନେଶ୍ୱର, ୧୭ ଏପ୍ରିଲ ୨୦୨୬:ଡାଲମିଆ ଭାରତ ଲିମିଟେଡ୍‌ର କର୍ପୋରେଟ ସାମାଜିକ ଦାୟିତ୍ଵ ଶାଖା ଡାଲମିଆ ଭାରତ…

ସୋଆ ପକ୍ଷରୁ ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ଏପ୍ରିଲ ୧୭: ସିବିଏସ୍‌ଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଥିବା ୨ଜଣ କୃତୀ ଛାତ୍ରୀଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶୀର୍ଷ…

ରିଏଲ୍ ଏଷ୍ଟେଟ୍ ନିୟାମକ ପ୍ରାଧିକରଣ (RERA) ବୋର୍ଡ ସଦସ୍ୟଙ୍କ ନିଯୁକ୍ତି ଏବଂ ସାମଗ୍ରିକ ଶାସନ ଉପରେ ଏହାର ପ୍ରଭାବକୁ…

ରିଏଲ୍ ଏଷ୍ଟେଟ୍ ନିୟାମକ ପ୍ରାଧିକରଣ (RERA)ର ସଦସ୍ୟ ନିଯୁକ୍ତି ପ୍ରକ୍ରିୟା ନିକଟରେ ଗମ୍ଭୀର ସମାଲୋଚନାର ଶିକାର ହୋଇଛି। ରିଏଲ୍ ଏଷ୍ଟେଟ୍ କ୍ଷେତ୍ରରେ ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ୨୦୧୬ ମସିହାରେ RERA ଆଇନ ପ୍ରଣୟନ କରାଯାଇଥିଲା। ତେବେ, ନିଯୁକ୍ତି…