Sign in
Sign in
Recover your password.
A password will be e-mailed to you.
ୟୁସିସିଆଇଏଲରେ ନବୀକୃତ ‘ରିକ୍ରିଏସନ୍ କ୍ଲବ’ର ଉଦଘାଟନ ଓ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର , ୨୯/୦୮: ରାଜ୍ୟର ସର୍ବବୃହତ୍ ଶିଳ୍ପ ସଂଗଠନ ଉତ୍କଳ ଶିଳ୍ପ ବଣିକ ସଂଘ ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଏହାର ନବୀକୃତ ‘ରିକ୍ରିଏସନ୍ କ୍ଲବ’ର ଉଦଘାଟନ ହୋଇଯାଇଛି। ଏହି ଅବସରରେ ୟୁସିସିଆଇଏଲ୍ ‘ବି୨ବି ଫୋରମ୍’ ପକ୍ଷରୁ ପ୍ରସ୍ତୁତ ଦୁଇଟି ପୁସ୍ତକ ମଧ୍ୟ ଉନ୍ମୋଚିତ!-->!-->!-->…
ମୁମ୍ବାଇରେ ପୁରସ୍କୃତ ହେଲା କେନ୍ଦୁଝର ଯୁବନିର୍ଦ୍ଦେଶକ ରାଜଙ୍କ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର – ‘The…
କେନ୍ଦୁଝର,ତା୨୯/୮- କ୍ଷୁଦ୍ର ଡକ୍ୟୁମେଣ୍ଟରି ଚଳଚ୍ଚିତ୍ର – 'The Natural Beauty Of Keonjhar', ପାଇଁ ମୁମ୍ବାଇରେ ପୁରସ୍କୃତ ହେଲେ ଯୁବ ନିର୍ଦ୍ଦେଶକ ସୌମ୍ୟାଜିତ୍ ଦାସ (ରାଜ୍) । ଏହି ଚଳଚ୍ଚିତ୍ରଟି ପୂର୍ବରୁ ମଧ୍ୟ ପୁରସ୍କୃତ ହୋଇଅଛି । ଏବେ ମୁମ୍ବାଇରେ ପ୍ଲେସିଂ ଡ୍ରିମ୍ସ ନାମକ!-->!-->!-->…
ପାଇକମାଳ ହାଇସ୍କୁଲରେ ଜାତୀୟ କ୍ରୀଡ଼ା ଦିବସ ପାଳିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଧ୍ୟାନଚାନ୍ଦ ଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରି ଉକ୍ତ କ୍ରୀଡ଼ା!-->!-->!-->…
ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ନିର୍ବାଚନ ସାକ୍ଷରତା କ୍ଲବ୍ର ଆହ୍ୱାନ
ପିଏମ୍ ଶ୍ରୀ ଜିଏଚ୍ଏସ୍ଏସ୍ , ମୁଜାଗଡ଼ ଓ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଲାଡ଼ରେ ,ନିର୍ବାଚନ ସାକ୍ଷରତା କ୍ଲବ୍ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,!-->!-->!-->…
ଯାତ୍ରୀବାହୀ ବସ୍ ଭଙ୍ଗାରୁଜା କରିବା ସହ ହେଲପର୍ କୁ ମାଡ଼ ମାରି ଦାଦା ବଟି ମାଗି ୩ ଅଭିଯୁକ୍ତ କୋର୍ଟ ଚାଲାଣ।
ବଡବଜାର ଥାନା ଅନ୍ତର୍ଗତ ଡୁଡୁମା କଲୋନୀ ନୁଆ ବସ୍ ଷ୍ଟାଣ୍ଡ ରେ ଯାତ୍ରୀବାହୀ ବସ୍ "ବରାଳ ଦେବୀ "ଭଙ୍ଗାରୁଜା କରିବା ସହ ହେଲପର୍ ଉମା ମିଶ୍ର କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଓ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। ଯାହାକି ଭିଡିଓ ପ୍ରଘଟ ପରେ ଉକ୍ତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି!-->!-->!-->…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଲେରନାଥନ – ୫.୦ ଉଦଘାଟନ
କମ୍ପ୍ୟୁଟର ନେଟୱର୍କ ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସର ମେଗା ଅଡିଟୋରିଅମରେ ବିଶ୍ୱବିଦ୍ୟାଳୟର ଇଙ୍କୁବେଟେକ୍ସ ଇନୋଭେସନ ଫାଉଣ୍ଡେସନ ଏବଂ କ୍ୱାଲିଟୀ ଥଟ୍ ଫୁଚୋର ସ୍କିଲସ ଫାଉଣ୍ଡେସନ!-->!-->!-->!-->!-->!-->!-->!-->!-->…
ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସାଇବର ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ “ଇଣ୍ଟେଲିଜେଣ୍ଟ ସାଇବର ସିକ୍ୟୁରିଟି ସିଷ୍ଟମ୍ସ: ସାଇବରଏଆଇ-୨୦୨୬” ଦୁଇଦିନିଆ ଜାତୀୟ ସମ୍ମିଳନୀ ଏମ୍ବିଏ ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି!-->!-->!-->…
ଜନ୍ମପୀଠ ବରପାଲିରେ ସ୍ୱଭାବ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଐତିହ୍ୟ ଗ୍ରାମ ଭାବେ ବିକାଶ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର
ବରଗଡ :-: ଯେଉଁ ମାଟିରୁ ଓଡ଼ିଆ ସାହିତ୍ୟ ଆକାଶରେ ଉଦୟ ହୋଇଥିଲା ଏକ ଉଜ୍ଜ୍ୱଳ ନକ୍ଷତ୍ର, ସେହି ଜନ୍ମମାଟି ବରପାଲିରେ ପୁଣିଥରେ ସ୍ମରଣ କରାଗଲା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଅମର ସୃଷ୍ଟିକୁ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ!-->!-->!-->…
ମା’ ଇନ୍ଦିରା ମହିଳା ସମିତିର ରାକ୍ଷୀ ମହୋତ୍ସବ: ବୃକ୍ଷରେ ରାକ୍ଷୀ ବାନ୍ଧି, ଦେଲେ ସୁରକ୍ଷାର ବାର୍ତ୍ତା
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ମା’ ଇନ୍ଦିରା ମହିଳା ସମିତି ଆନୁକୂଲ୍ୟରେ ରାକ୍ଷୀ ମହୋତ୍ସବ ସିଭିଲ ଟାଉନସିପ୍ସ୍ଥିତ ଯୋଗ ପାର୍କଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ପୁଷ୍ପା ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ରାଉରକେଲା ବିଧାୟକ!-->!-->!-->…
ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ଶୋକ
ଭୁବନେଶ୍ୱର ତା ୨୯/୦୮: ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ମହାରାଷ୍ଟ୍ରର ପୂର୍ବତନ ଗୃହ ସଚିବ ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କର ଗତକାଲି ଅପରାହ୍ନ ୪.୪୫ ସମୟରେ ପରଲୋକ ହୋଇଯାଇଛି । ନବି ମୁମ୍ବାଇସ୍ଥ ନେରୁଲ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମୃତ୍ୟୁ ଶଯ୍ୟା!-->!-->!-->…