ମା’ ରତ୍ନମାଳାଙ୍କ ପୀଠରେ ବିଶ୍ଵଶାନ୍ତି ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଓଡ଼ଗାଁ,୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ଶରଣକୁଳ ନିକଟସ୍ଥ ଚଡ଼ୟାପଲ୍ଲୀ ଗ୍ରାମରେ ଅବସ୍ଥିତ ମା' ରତ୍ନମାଳାଙ୍କ ପୀଠରେ ବିଶ୍ୱଶାନ୍ତି ଓ ସମସ୍ତଙ୍କ କଳ୍ୟାଣ କାମନାରେ ତିନିଦିନିଆ ଅଷ୍ଟପ୍ରହର ନାମଯଜ୍ଞ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ ଅନୁଷ୍ଠାନଟି ଚଣ୍ଡୀମଠ ଆଶ୍ରମର…

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପରିସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ମହାପ୍ରୟାଣ ଦିବସ ପାଳିତ ଓ ପ୍ରତିମୂର୍ତ୍ତି…

ଭୁବନେଶ୍ୱର : କଳିଙ୍ଗର ବରପୁତ୍ର , ମହାନ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ମାନସ ସନ୍ତାନ ତଥା ତାଙ୍କ ହାତ ତିଆରି ଅନୁଷ୍ଠାନ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପରିସରରେ ପ୍ରବାଦପୁରୁଷ ବିଜୁବାବୁଙ୍କ ମହାପ୍ରୟାଣ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି…

ଗଜପତି ଓଏଭିରେ ଦଶମ ସିବିଏସଇର କୃତିତ୍ୱ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦଶମ ସିବିଏସଇ ପରୀକ୍ଷାରେ ଗଜପତି ଜିଲ୍ଲାର ୭ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଅଭୂତପୂର୍ବ ଫଳାଫଳ ସୃଷ୍ଟି କରିଛି। ମୋହନା ବ୍ଲକର ଗୁଣ୍ଡିମା ଠାରେ ଥିବା ଏହି ବିଦ୍ୟାଳୟରେ ମୋଟ ୭୭ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏଥିରେ…

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, ୧୭.୦୪.୨୦୨୬ :ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ମହାନ ଜନନାୟକ ବିଜୁ ପଟ୍ଟନାୟକ ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ। ସେ ନିଜର ଦୁଃସାହସିକତା, ନିର୍ଭୀକତା, ସେବାଭାବ ଓ ତ୍ୟାଗମୟ ଜୀବନ ମାଧ୍ୟମରେ ଓଡ଼ିଆ ଜାତିର ଗୌରବକୁ ସୁଦୃଢ଼ କରିଥିଲେ।…

ସିବଏସ୍ଇ ଦଶମ ପରୀକ୍ଷାରେ ଗଜପତି ଛାତ୍ରଛାତ୍ରୀଙ୍କ କୃତିତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ରୁଦ୍ର ପ୍ରତାପ ପଣ୍ଡା ୯୫.୨୦℅ , ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ରୋଜମେରୀ ଗଣନାୟକ ୯୫.୨℅ ଓ ସୂର୍ଯ୍ୟା ଟେକ୍ନ ସ୍କୁଲର ଛାତ୍ରୀ ଗୁଡଲା ବିଦ୍ୟା…

ରାଉରକେଲା ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୯ ତମ ତିରୋଧାନ ଦିବସ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା): ଓଡିଶାବିକାଶର କର୍ଣଧାର,ମହ।ନ ଜନନାୟକ,ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁ ଙ୍କର ୨୯ ତମ ତିରୋଧାନ ଦିବସକୁ ‘’ପ୍ରବାଦ ପୁରୁଷ ଦିବସ’’ ଭାବରେ,ରାଉରକେଲା ବିଜୁ ଜନତା ଦଳ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସାରଦା ପ୍ରସାଦ ନାୟକଙ୍କ…

ବିଶ୍ୱ ହିମୋଫିଲିଆ ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ହିମୋଫିଲିଆ ଦିବସ ଅବସରରେ ୭ ମାଇଲ୍ ଗ୍ରାମ (AWW) ରେ ଏକ ସଚେତନତା କାର୍ଯ୍ୟକ୍ରମ ବହୁତ ଉତ୍ସାହ ଓ ଲୋକସମ୍ମିଳନ ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ନର୍ସିଙ୍ଗ୍ ଦ୍ୱାରା ଆୟୋଜିତ…

ଚୋରା ମଦ ଜବତ : ୯ କୋର୍ଟ ଚାଲାଣ ।

କେନ୍ଦ୍ରାପଡ଼ା:୧୭/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁମେରାଇନ, କୁଦାନଗରୀ, କେନ୍ଦ୍ରାପଡ଼ା ଟାଉନ, କେନ୍ଦ୍ରାପଡ଼ା ଟାଉନ ଓ ନିକିରେଇ…

ମହିଳାଙ୍କ ପ୍ରତି ଅସଦାଚରଣ ତଥା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗାଈଗୋରୁଙ୍କୁ ବିଲରୁ ଘଉଡାଇବା ଭଳି ଏକ ସାମାନ୍ୟ ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ କରି ଲହୁଲୁହାଣ କରିବା ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ…

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ୨୯ ତମ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୯ତମ ତିରୋଧାନ ଦିବସ ପାଳିତ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରାଷ୍ଟ୍ରନୀତିଜ୍ଞ, ସ୍ଵାଧୀନୋତ୍ତର ଓଡ଼ିଶା ବିକାଶର ଅନନ୍ୟ ସ୍ତପତି ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଦିବସକୁ “ ପ୍ରବାଦ ପୁରୁଷ ଦିବସ” ରୂପେ ପାଳନ କରିବା ପାଇଁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି…