Sign in
Sign in
Recover your password.
A password will be e-mailed to you.
ବର୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି : ଆଇନ୍ ମନ୍ତ୍ରୀ
ଭୁବନେଶ୍ୱର, ଏପ୍ରିଲ ୧୮: ଆଇନ୍ ଛାତ୍ରଛାତ୍ରୀମାନେ ଯଦି ନିଜ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେବେ ତେବେ ନିଜର ସଫଳ କ୍ୟାରିୟର ନିମନ୍ତେ ସେମାନଙ୍କ ନିକଟରେ ଅନେକ ବିକଳ୍ପ ରହିଛି ବୋଲି ଶନିବାର ଓଡ଼ିଶା ସରକାରଙ୍କ ଆଇନ୍ ଓ ପୂର୍ତ ବିଭାଗମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଇନ୍ ଏକ…
ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସାଳୟରେ ଜଣେ ନବଜାତ ନବଜାତ ଶିଶୁ ମୃତ୍ୟୁ ବିଷୟରେ ସବିଶେଷ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ…
ଭୁବନେଶ୍ୱର, ୧୮.୪: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୌଦ୍ଧ ଜିଲ୍ଲା ପତ୍ରାପାଲି ଗ୍ରାମ ନିବାସୀ ସୁରେନ୍ଦ୍ର ନାଏକ ଏବଂ ତାଙ୍କ ଧର୍ମପତ୍ନୀ ଜୟନ୍ତୀଙ୍କ ନବଜାତ ଶିଶୁର ମୃତ୍ୟୁ ବିଷୟ ଦୃଷ୍ଟିକୁ ଆସିବା ମାତ୍ରେ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ…
ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ
ରାଉରକେଲା,(ବସନ୍ତ କୁମାର ଜେନା) : ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲ ରେ ରାଉରକେଲା ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ମାସିକ ସାହିତ୍ୟ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ମାସିକ ସାହିତ୍ୟ ଆସରରେ ମୁଖ୍ୟଅତିଥିଭାବେ ଶିକ୍ଷାବିତ…
ବର୍ତ୍ତମାନ ଗୃହ ଜନଗଣନା, ୨୦୨୭ ଫେବୃଆରୀ ରେ ଲୋକ ସଂଖ୍ୟା ଜନଗଣନା ।
ଅସ୍ତରଙ୍ଗ: ଭାରତୀୟ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ ଅନୁଯାୟୀ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଗୃହ ଜନଗଣନା କାର୍ଯ୍ୟ ଆରମ୍ଭ ହୋଉଛି । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ତହସିଲ ଅଧିନରେ ଥିବା ରାଜସ୍ବ ଗ୍ରାମ ଗୁଡ଼ିକ ରେ ଘର ଗଣନା କାର୍ଯ୍ୟ ପାଇଁ ୨୧ ଟି ସୂପର ଭାଇଜର ଗ୍ରୁପ୍ କରା ଯାଇଥିବା…
ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ଓ କବିତାୟନ ଆସନ୍ତା ୨୫ ଓ ୨୬ ରେ
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲାର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ଝଙ୍କାର ଓ ସ୍ବସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ୪୬ ତମ ବାର୍ଷିକୋତ୍ସବ ଓ ୨୬ ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ତଥା କବିତାୟନ କାର୍ଯ୍ୟକ୍ରମ ୨୫ ଓ ୨୬ ତାରିଖରେ…
ତାଳପଦରରେ ମାସେ ଧରି ଖରାପ ସୋଲାର ପମ୍ପ, ଦୁର୍ଦଶାରେ ଗ୍ରାମବାସୀ
ବିଜେପୁର :-ବରଗଡ଼ ଜିଲ୍ଲା ସହିତ ସମଗ୍ର ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ତୀବ୍ର ରୂପ ନେଉଛି। ଏହାର ପ୍ରଭାବରେ ତାପମାତ୍ରା ଉଚ୍ଚ ସୀମାକୁ ଛୁଇଁବା ସହିତ ଜନଜୀବନ ଅସୁବିଧାଜନକ ହୋଇପଡ଼ିଛି। ଏମିତି ପରିସ୍ଥିତିରେ ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ପିଇବା ପାଣି ସମସ୍ୟା…
ପ୍ରତ୍ୟେକ ଶିଶୁ ବିବାହ ଓ ଶିଶୁ ଶ୍ରମିକ ଘଟଣାରେ ଏଫ୍ ଆଇ ଆର୍ ଅନିବାର୍ଯ୍ୟ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ନବରଙ୍ଗପୁର :୧୮-୦୪-୨୦୨୬, ଅଶୋକ ସାହୁ, ଶାସକ ପ୍ରଶାସକ,: ଶିଶୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ତଥା" ଶିଶୁଙ୍କ ପାଇଁ ଦିନଟିଏ " ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ସି ଡି ଏମ ଓ ଡ଼…
ଓଡ଼ଗାଁ ଏନ୍ଏସି ରାଜ୍ୟ ସ୍ତରୀୟ ରାଜସ୍ୱ ଆଦାୟ ଶୀର୍ଷରେ
ଓଡ଼ଗାଁ, ୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଶିର୍ଷସ୍ଥାନ ଅଧିକାର କରିଛି। ଏହି ସଫଳତା ପରେ ଏନ୍ଏସି କାର୍ଯ୍ୟାଳୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି।…
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଧାବଲ୍ଲଭପୁର ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ରାଧାବଲ୍ଲଭପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ସ୍ୱର୍ଣ୍ଣ। କ୍ଷରି ଦୁଇ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ଗୁରୁବାର ରେ ଉଦ୍ ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆଶୋକ ଦାସ,…
ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ: ଭାରତୀୟ ନ୍ୟାୟ ସଂହିତା ସଚେତନତା କର୍ମଶାଳା
ଓଡ଼ଗାଁ, ୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ଆଇନଗତ ସଚେତନତା କାର୍ଯ୍ୟକ୍ରମ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ…