ପଦ୍ମପୁର ରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନ ମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ଉଦଘାଟିତ l

https://youtu.be/HhMn2zhfvGc ମନ ମୋହିଲା ଶିଶୁ କଳାକାର ମାନଙ୍କ ନୃତ୍ଯ ପରିବେଷଣ ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଅନ୍ୱେଷା ଖେଳ ପଡିଆରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ,ବିଜ୍ଞାନମେଳା ଓ ପ୍ରକଳ୍ପ…

ଛୋଟ ବାଛୁରୀଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି (ଲମ୍ପିସ୍ମିନ୍) ରୋଗ : ଗୋପାଳକଙ୍କ ମଧ୍ୟରେ ଆତଙ୍କ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ଗାଈ ବାଛୁରୀମାନଙ୍କୁ ଭୂତାଣୁଜନିତ ଚର୍ମବିଣ୍ଡି(ଲମ୍ପିସ୍କିନ୍) ରୋଗ ବ୍ୟାପୁଥିବାର ଦେଖାଦେଇଛି । ଫଳରେ ଗୋପାଳକ ଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l ଏହି ରୋଗ ହେବା ମାତ୍ରେ…

ସାଇ ମନ୍ଦିରରେ ଲୋକାର୍ପିତ ହେଲା ସାଇଭଜନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଲେଖନପୁରସ୍ଥ ସାଇ ମନ୍ଦିର ପରିସରରେ ଏକ ସାଇ ଭଜନ ଲୋକାର୍ପିତ ହୋଇଯାଇଛି। ଭଜନଟିକୁ ଗୀତିକାର ଡ. ରାଜେନ୍ଦ୍ର ପ୍ରସାଦ ପାଢ଼ୀ ‌ରଚନା କରିଥିବା ବେଳେ ଗୀତର ସ୍ବର ସଂଯୋଜନା ଓ କଣ୍ଠ ଦାନ କରିଛନ୍ତି କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ । ଶ୍ରୀ ସୃଜନ ଦ୍ୱାରା ପ୍ରସ୍ତୁତ…

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର, ତା-୧୪.୧୨.୨୩ ରିଖ ସୁମନ୍ତ କୁମାର ଦାସ:  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ…

ବେଲଗୁଣ୍ଠା ଏନ୍ଏସି ଡିଲର୍ସ ଫେଡେରେସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବିଭିନ୍ନ ଦାବି ନେଇ ସର୍ବ ଭାରତୀୟ ଡିଲର୍ସ ଫେଡେରେସନ୍ ର ଆହ୍ୱାନ କ୍ରମେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଡିଲର୍ସ ଫେଡେରେସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I ଡିଲର୍ସ ଫେଡେରେସନ୍ ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ଖୁଚୁରା ବିକ୍ରେତାଙ୍କ…

ରାଜ ବୋଡ଼ାସମ୍ବର ବ୍ଳକ୍ ରେ ଅପୂର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଛି ‘ନୂଆ ଓ’ ଯୁବ ଓଡିଶା ନବୀନ ଓଡିଶା…

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ରାଜବୋଡାସମ୍ବର ବ୍ଲକ୍‌ରେ ଅପୂର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଛି ‘ନୂଆ ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଋାଜବୋଡାସମ୍ବର ବ୍ଲକର ୧୫-୩୫ ବର୍ଷର ଯୁବ ପ୍ରତିଭା ମାନଙ୍କୁ ନିଜର ବିଭିନ୍ନ ପ୍ରକାରର ଯୋଗ୍ୟତା ପ୍ରଦର୍ଶନର ଏକ କାର୍ଯ୍ୟକ୍ରମ…

ବିଶ୍ଵଭାରତୀ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା ଉଦଯାପନୀ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଲକ ଗୋବରା ସ୍ଥିତ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ଠାରେ ତ୍ରୟୋଦଶ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପିତ ହୋଇଯାଇଛି l ସଭାପତି କୁଞ୍ଜ ବିହାରି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକର୍ମରେ ଯଶୋଦା ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପ୍ଲାଷ୍ଟିକ ବର୍ଜନ ଅଭିଯାନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଆୟୋଜିତ "ଯୁବ ଓଡ଼ିଶା ନବୀନ ଓଡ଼ିଶା" ପକ୍ଷରୁ ବିଞ୍ଚଣା ଗ୍ରାମରେ "ପ୍ଲାଷ୍ଟିକ ବର୍ଜନ" ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କ୍ଷତ୍ରିୟବରପୁର ଗ୍ରାମ…

ମୟୂରଭଞ୍ଜରେ ଆନ୍ତର୍ଜାତୀୟ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ!

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/ଶାସକ ପ୍ରଶାସକ- ପ୍ରଖ୍ୟାତ ଗାନ୍ଧିବାଦୀ ଜାତୀୟ ସ୍ତରୀୟ ସମାଜସେବୀ ଡ ଏସ.ଏନ. ସୁବ୍ବାରାଓଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଜାତୀୟ ଯୁବ ପ୍ରକଳ୍ପ(NYP) ସଂଗଠନ ଦୀର୍ଘବର୍ଷ ଧରି ଲଗାତାର ଭାବେ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ବର୍ଷ ତମାମ ଶତାଧିକ…

ନୃସିଂହନାଥ ସୌନ୍ଦର୍ଯ୍ୟକରଣ କାମ ତଦାରଖ କଲେ ପୂର୍ତ୍ତ ସଚିବ

ଶୀଘ୍ର କାମ ସାରିବା ପାଇଁ କଲେ ତାଗିଦ୍ ୨ ମାସ ରେ ୩ ଥର କଲେ ପରିଦର୍ଶନ ପଦ୍ମପୁର/ଶିବାଶିଷ ପଟ୍ଟନାୟକ : - ବରଗଡ ଜିଲା ନୃସିଂହନାଥ ମନ୍ଦିର ପରିସରରେ ଚାଲିଥିବା ସୌନ୍ଦର୍ଯ୍ୟ କରଣ କାମକୁ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ମୁଖ୍ୟ ସଚିବ ବୀର ବିକ୍ରମ ଯାଦବ ଗୁରୁବାର ପରିଦର୍ଶନ…