Sign in
Sign in
Recover your password.
A password will be e-mailed to you.
ରାଜ୍ୟପାଳଙ୍କୁ ବାଣିଜ୍ୟମେଳା ଫଟୋ ଆଲବମ ପ୍ରଦାନ କଲେ ନିର୍ଦ୍ଦେଶକ ଶ୍ରୀ ସାମଲ
ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବାର ଦାସଙ୍କୁ ଭେଟି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନର ଫଟୋସମ୍ବଳିତ ଏକ ଆଲବମ ପ୍ରଦାନ କରିଛନ୍ତିା ସୂଚନାଯୋଗ୍ୟ ଯେ ଚଳିତ ବର୍ଷ…
ସମ୍ବଲପୁରରେ ସାମାଜିକ-ଅର୍ଥନୈତିକ ବିକାଶ କରୁଛି ହିଣ୍ଡାଲକୋର ସିଏସ୍ଆର ପ୍ରୟାସ
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ହିଣ୍ଡାଲକୋ ହୀରାକୁଦର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଓଡ଼ିଶାର ଆଦିବାସୀବହୁଳ ସମ୍ବଲପୁର ଜିଲ୍ଲାର ନିମପାଲି ଗ୍ରାମରେ ଏହାର ପ୍ରୋଜେକ୍ଟ ‘ଆମ ପଡା’ ଜରିଆରେ ବିଶାଳ ପାର୍ଥକ୍ୟ ଆଣିଛି । ନିମପାଲି ଗ୍ରାମର ଜନସଂଖ୍ୟା ୩୦୦ରୁ ସାମାନ୍ୟ ଅଧିକ ।…
ଓଡ଼ଗାଁ ଶ୍ରୀ ରଘୁନାଥ ଜିଉ ମନ୍ଦିର ରୁପାନ୍ତରିକରଣ ପାଇଁ ହେଲା ଶିଳାନ୍ୟାସ,
ପ୍ରାରମ୍ଭିକ ଭାବେ ୩କୋଟି ୫୦ଲକ୍ଷ ବ୍ୟୟରେ ହେବ କାର୍ଯ୍ୟାରମ୍ଭ
ଓଡ଼ଗାଁ, ୧୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିରାଜିତ ସ୍ବର୍ଣ୍ଣ କଳଶ କ୍ଷେତ୍ର ଅଧୀଶ୍ଵର ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରର ରୁପାନ୍ତରିକରଣ ପାଇଁ ଗୁରୁବାର ନୟାଗଡ଼ ବିଧାୟକ ଡ. ଅରୁଣ…
ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
5T ଅଧକ୍ଷ ଙ୍କ ଜିଲ୍ଲା ଗସ୍ତ ପରେ ୧୦୦ ବର୍ଷର ସମସ୍ୟାର ସମାଧାନ ହେଲା ୧୦୦ ଦିନରେ
ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ୯୦୦ ପରିବାର,
ସୋରଡା ତହସିଲର ୧୬୬୨ ଲୋକ ହେଲେ ଉପକୃତ
ଗଞ୍ଜାମର ଆଉ ୧୮ ହଜାର ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଗ୍ରାମକଣ୍ଠ ପଟ୍ଟା,ଆଗରୁ ପାଇଥିଲେ ୨୦…
କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି ମନମୋହନ: ବିଜେଡି
ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍କୁ ରାଜ୍ୟ ବିଜେପିର ଅଣଦେଖା
ଜବତ ଟଙ୍କା କଂଗ୍ରେସ ସାଂସଦଙ୍କର ବୋଲି ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୧୪/୧୨/୨୦୨୩: ଆୟକର ବିଭାଗର ଚଢାଉ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ…
ପ୍ରତିଷ୍ଠା ଦିବସ ପୂର୍ବରୁ ଶଙ୍ଖପତିଙ୍କ ଚିଟାଉ
ଭୁବନେଶ୍ୱର : ପ୍ରତିଷ୍ଠା ଦିବସ ପୂର୍ବରୁ ଅନୁଗାମୀଙ୍କୁ ଚିଟାଉ ଲେଖିଛନ୍ତି ଶଙ୍ଖପତି ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ | ବିଜୁ ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା, ସଭ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ସାଂସଦ ପ୍ରାର୍ଥୀ, ବିଧାୟିକା-ବିଧାୟକ,…
କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିଲା, ଉପକୃତ ହେବେ ୧୩ ଲକ୍ଷ ଲୋକ
ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ୍
୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତ, ୬୩ ଲକ୍ଷ ଲୋକ ଉପକାର…
ଗୁଣୁପୁର ରେ ଇଡିତାଲ ଚଇତି ଏହି ବର୍ଷ ଦୁଇଦିନ ପାଳିତ ହେବ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଅଞ୍ଚଳର କଳା ସଂସ୍କୃତି ର ପ୍ରଚାର ପ୍ରସାର ତଥା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସାଂସ୍କୃତିକ ଉତ୍ସବ ମହୋତ୍ସବ ସରକାରୀ ସ୍ତରରେ ଆୟୋଜିତ ହେଇ ଆସୁଛି । ରାୟଗଡା ଜିଲ୍ଲା ସ୍ତରରେ ୨୬ ଡିସେମ୍ବର ରୁ ୩୦ ଡିସେମ୍ବର…
ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହାୟତାରେ ବରିଷ୍ଠ ନାଗରିକ ମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ
ରାୟଗଡା: ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ସ୍ଥାନୀୟ ଶକ୍ତି ଅନୁଷ୍ଠାନ ଦ୍ବାରା ପରିଚାଳିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ କରିବା ସମୟରେ ଗୃହରେ ରହୁଥିବା ସମୁଦାୟ ୫୦ ଜଣ ବରିଷ୍ଠ ନାଗରିକ ଅନ୍ତେବାସୀ…
ଆକ୍ସନ ମୋଡ଼ରେ ଭୁବନ ନୂତନ ଥାନାଧିକାରୀ: ଗିରଫ ହେଲା ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ
ଢ଼େଙ୍କାନାଳ / ରବିନ୍ ଦାସ ; ଗତ ଅକ୍ଟୋବର ମାସ ୨୧ ତାରିଖ ଦିନ ଘଟି ଯାଇଥିବା କଳଙ୍କିତ ଗଣଦୁଷ୍କର୍ମ ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭୁବନ ଥାନା । ଏହି ଦୁଇ ଅଭିଯୁକ୍ତ ଅଜ୍ଞାତବାସ କରୁଥିବାବେଳେ ଭୁବନ ଥାନାଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଦ୍ବାରା…