ନବୀନ ଶାସନରେ ମହିଳା ଅସୁରକ୍ଷିତ, ଗରିବୀ ଉତ୍କଟ, ଅନ୍ନଦାତା ଚାଷୀ ହେଉଛନ୍ତି ଛଟପଟ :ବିଜୟ ପଟ୍ଟନାୟକ

ନବୀନ ଶାସନରେ ମହିଳା ଅସୁରକ୍ଷିତ, ଗରିବୀ ଉତ୍କଟ, ଅନ୍ନଦାତା ଚାଷୀ ହେଉଛନ୍ତି ଛଟପଟ :ବିଜୟ ପଟ୍ଟନାୟକ https://youtu.be/_Z9NzURKDc4

କିସ୍ ଅଭିଭାବକ ସମ୍ମିଳନୀ: ଏକଜୁଟ ହେବେ ୧ଲକ୍ଷରୁ ଊର୍ଦ୍ଧ୍ୱ ଜନଜାତି ଅଭିଭାବକ ଓ ଛାତ୍ରଛାତ୍ରୀ

File Photo ଭୁବନେଶ୍ୱର, ୧୫ ।୧୨: ଦିନକ ପରେ କିସରେ ବିରାଟ ଅଭିଭାବକ ସମ୍ମିଳନୀ। ଏଥିପାଇଁ କିସ୍‍ ପରିସର ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କିସ୍‍ର ବିରାଟ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।…

ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ

ଭୁବନେଶ୍ୱର, ୧୫/୧୨: ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍ । ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ଥାଆନ୍ତି। ତେବେ ଏହି ସଂଖ୍ୟାକୁ ଅତି କମ୍‌ରେ ୧୫ ପ୍ରତିଶତକୁ ବଢ଼ାଇବା ପଡ଼ିବ ଏବଂ ଏ ନେଇ…

ରାଧିକା ହେଲେ ପୋଲିସ ରିକରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର :: କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇପିଏସ ଅଧିକାରୀ ବି. ରାଧିକାଙ୍କୁ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହାସହିତ ଏସଏଫଏସଆଇର ନିର୍ଦ୍ଦେଶକ ଭାବେ ମଧ୍ୟ ଦିଆଯାଇଛି ଅତିରିକ୍ତ ଦାୟିତ୍ୱ । ସେହିପରି ଆଇପିଏସ ଆଶିଷ…

ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ 5 ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ

2024 ଜାନୁଆରୀ 1stରୁ 2028ଡିସେମ୍ବର 31 ପର୍ଯ୍ୟନ୍ତ ଅବଧି ବଢିଲା 10 ଲକ୍ଷ ହିତାଧିକାରୀ ମାସକୁ 5 କେଜି ଲେଖାଏ ମାଗଣା ଚାଉଳ ପାଇବେ ଖର୍ଚ୍ଚ ହେବ 1250 କୋଟି, ବହନ କରିବେ ରାଜ୍ଯ ସରକାର. ଭୁବନେଶ୍ୱର :  ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ…

ବିରୋଧୀଙ୍କ ପାଖରେ ଈସୁ ନାହିଁ, ରୂପାନ୍ତରଣ ଦେଖି ଛାନିଆ : ନବୀନ

"ସମସ୍ତେ କହୁଛନ୍ତି ବିଜେଡି  ସବୁଠୁ ଅଧିକ ସଫଳ ଆଂଚଳିକ ଦଳ  | କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ବିଜେଡି ହେଉଛି  ଦେଶର ସବୁଠୁ ଅଧିକ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ " "ଅପପ୍ରଚାରର ମୁକାବିଲା କର, ସୋସିଆଲ ମେଡିଆରେ ବିରୋଧୀଙ୍କ ମିଛ ପ୍ରଚାରକୁ କର ବିରୋଧ" ସାଂଗଠନିକ…

ରାୟଗଡା ସହରରେ ଯୁବକଙ୍କୁ ଛୁରାମାଡ, ଘଟଣା ସ୍ଥଳରେ ମୃତ୍ୟୁ

ରାୟଗଡା: ରାୟଗଡା ଗୌତମ ନଗର ହାଥୀପଥର ରୋଡ଼ ଅଟୋ ଷ୍ଟାଣ୍ଡ ନିକଟ ରେ ଥିବା ମାଝୀଘରିଆଣି ମଣ୍ଡପ ଠାରେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି। ରାୟଗଡ଼ା ସହରରେ ରହୁଥିବା ଖିଲିମିଶିଗୁଡା ଗାଁ ର ପ୍ରମୋଦ କୋଲାକା ତାଙ୍କ ମାମୁ ଝିଅ ଭଉଣୀକୁ ସ୍କୁଲକୁ ଛାଡି ଯିବା ସମୟରେ ତିନି ଜଣ…

ସିଏସଆଇଆର-ଆଇଏମଏମଟିରେ “ବାୟୋଚାର ଏବଂ ଜୈବ ସମ୍ବଳ” ସମ୍ବନ୍ଧୀୟ ଜାତୀୟ କର୍ମଶାଳା

ବାୟୋଚାର ଏବଂ ଜୈବ ଉତ୍ସ ବିଷୟରେ ଜାତୀୟ କର୍ମଶାଳା ଭୁବନେଶ୍ୱର:- ସିଏସଆଇଆର-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ଆଇଏମଏମଟି), ଭୁବନେଶ୍ୱର ପକ୍ଷରୁ ହୀରକ ଜୟନ୍ତୀ ବର୍ଷ ପାଳନ ଅବସରରେ ବାୟୋଚାର ଓ ବାୟୋ ରିସୋର୍ସ ଉପରେ ୨ ଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ(ଧନ୍ଦାମୂଳକ)ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ପ୍ରତିଯୋଗିତା…

ଗଜପତି ଜିଲ୍ଲାରେ ଜୋନ୍ ସ୍ତରୀୟ ଶିଶୁ ମହୋତ୍ସବ ସର୍ଗି ଫୁଲ୍ ଉଦ୍ଘାଟିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଜନଜାତି ବର୍ଗର ସ୍କୁଲର ଛାତ୍ରଛାତ୍ରୀଙ୍କ ଭିତରେ ରଖିଥିବା ପ୍ରତିଭାକୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କରାଯାଉଛି ଶିଶୁ ମହୋତ୍ସବ ସର୍ଗି ଫୁଲ୍ -୨୦୨୩। ଏହି ଅବସରରେ ଗୁରୁବାର ଦିନ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ…