Sign in
Sign in
Recover your password.
A password will be e-mailed to you.
ନୂତନ ଓଡ଼ିଶା ନିୟୁଜ ଏବଂ ଟୁଡେ ନ୍ୟୂଜ 24 ଓଡ଼ିଶାର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ପବିତ୍ର ତ୍ରିବେଣୀ ସଙ୍ଗମ ଜନକଲ୍ୟାଣ ଆଶ୍ରମ ଶ୍ରି ମିନାଝୋଲା ପ୍ରାଙ୍ଗଣ ପଡିଆ ଠାରେ ମହାନ୍ ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତିରେ ନୂତନ ଓଡ଼ିଶା…
ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ
ଭୁବନେଶ୍ୱର / ୧୩. ୧୨ .୨୦୨୩ : କଳିଙ୍ଗ ଷ୍ଟାଡିୟମ , ଭୁବନେଶ୍ୱର ଠାରେ ମାଧ୍ୟମିକ ବିଦ୍ୟାଳୟ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଶାରୀରିକ ଶିକ୍ଷକ ମାନଙ୍କର ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଓସେପା ଦ୍ୱାରା ଆୟୋଜିତ ଏହି ଷଷ୍ଠ ବ୍ୟାଚ ତାଲିମ…
କୁଚିଣ୍ଡା ରେ ବେପାରୀ ରାଜ:ପ୍ରଶାସନ ନୀରବ
କୁଚିଣ୍ଡା /ଜମନକିରା(ଲିପନ ନାଏକ ) )କୁଚିଣ୍ଡା ଉପଖଣ୍ଡ ରେ ଧାନ କିଣାବିକା ଆରମ୍ଭ ହେବା ଦିନ ରୁ ଅବ୍ୟବସ୍ଥା ଲାଗିରହିଛି l ବେପାରୀ ଏବଂ ସରକାରୀ କର୍ମଚାରୀ ର ଅସାଧୁ ମେଣ୍ଟ ଯୋଗୁ ବେପାରୀ ବେଧଡକ ଭାବେ କମ ମୂଲ୍ୟ ରେ ବେଆଇନ ଭାବେ ଧାନ କିଣି ଚାଷି ଙ୍କୁ ଶୋଷଣ କରିବାରେ ଲାଗିଛନ୍ତି l ଏହିଭଳି…
ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଷୋଡ଼ଶତମ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଜମନକିରା୧୩/୧୨:(ଲିପନ ନାଏକ ) ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ବୁଧବାର ଦିନ ଷୋଡ଼ଶତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ରୀଡା ସମାରୋହରେ ବିଦ୍ୟାଳୟର ସଭାପତି ସାଲେକରାମ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ…
ଗୁଣୁପୁର କଲେଜରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍ଘାଟନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମହାବିଦ୍ୟାଳୟରେ ସ୍ନାତକ ଶ୍ରେଣୀର ନୂଆ -ଓ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ…
ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମୀନକେତନ ସ୍ନାତକ ମହାବିଦ୍ୟାଳୟ , ଗୁରାଣ୍ଡି ରେ ଆଜି ଉଦ୍ ଘାଟନ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ , ଗୁରୁ ଶ୍ରୀ ରଘୁନାଥ ପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଯୁବପିଢ଼ି ମାନକୁ କଳା , ସଂସ୍କୃତିର…
ଉନବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ
ଜଗତସିଂହପୁର,ତା-୧୩.୧୨.୨୦୨୩/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଦ୍ବାରା ୧୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେସ ଖୁଣ୍ଟିଆ ସଭାପତିତ୍ବ…
ଡାବୁଗାଁ ରେ ଖରିଫ ଧାନ ମଣ୍ଡି ଉଦଘାଟିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୧୨/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଟପଦା ସ୍ଥିତ ଆର ଏମ ସି ଗୋଦାମ ପ୍ରାଙ୍ଗଣରେ ଖରିଫ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କପିଳେନ୍ଦ୍ର ସାସମଲ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନ…
ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ:
ବିଜ୍ଞାନ ପ୍ରଦର୍ଶନ ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ବୃଦ୍ଧି କରିବା ସମ୍ଭବ -ମୁଖ୍ୟ ଅତିଥି l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନରେନ୍ଦ୍ରପୁର ପଞ୍ଚାୟତ ଗଡ଼ିଜଙ୍ଗ…
କସ୍ତୁରୀ ର ୩ଦିନିଆ ସାଂସ୍କୃତିକ ସମାରୋହ ୨୦୨୩ ଆରମ୍ଭ
ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅଗ୍ରଣୀ ସାମାଜିକ ଓ ନାଟ୍ୟାନୁଷ୍ଠାନ କସ୍ତୁରୀ ର ୩ଦିନିଆ ସାଂସ୍କୃତିକ ସମାରୋହ ୨୦୨୩ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆରମ୍ଭ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦିଲ୍ଲିପ କୁମାର ଭଞ୍ଜଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତିଙ୍କ…