ଅମରେନ୍ଦ୍ର ଦାସଙ୍କ ଦ୍ୱାରା ବିଶାଳ ଶୋଭାଯାତ୍ରା ଓ ଶକ୍ତି ପ୍ରଦର୍ଶନ

ଜଗତସିଂହପୁର,ତା-୧୧.୦୧.୨୦୨୩/ସୁମନ୍ତ କୁମାର ଦାସ : ଆଜି ବିଶାଳ ଶୋଭାଯାତ୍ରା କରି ଅମରେନ୍ଦ୍ର ଦାସ ଶକ୍ତି ପ୍ରଦର୍ଶନ କରିଛନ୍ତି । ଗାନ୍ଧୀଛକ ଠାରୁ ଚର୍ଚ୍ଚିକାବଜାର ପର୍ଯ୍ୟନ୍ତ ଯାତ୍ରାରେ ଆସି ଏଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ | ସେହି ସମ୍ମିଳନୀରେ ଯୋଗଦେଇ କହିଲେ ଯେ,…

ମାଁ ତାରା ତାରିଣୀ ମହୋତ୍ସବ ରେ ପଣ୍ଡିତ ଗୁରୁ ରଘୁନାଥ ପାତ୍ର ”କଳାଶ୍ରୀ ସମ୍ମାନ”ରେ ସମ୍ମାନୀତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡିଆ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ମାଁ ତାରା ତାରିଣୀ ମହୋତ୍ସବ -୨୦୨୪ ଅବସରରେ ପାରଳାର ବିଶିଷ୍ଟ ସଙ୍ଗୀତଜ୍ଞ ପଣ୍ଡିତ ଗୁରୁ ରଘୁନାଥ ପାତ୍ର ''କଳାଶ୍ରୀ ସମ୍ମାନ''ରେ ସମ୍ମାନୀତ ହୋଇଛନ୍ତି। ଓଡିଶୀ ନୃତ୍ୟାୟନ ତରଫରୁ…

ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଓ ତାର ମୁକାବିଲା ସମନ୍ଧରେ କର୍ମଶାଳା

https://youtu.be/_lMIHZJ9oHI ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ : ଆଜି ସ୍ଥାନୀୟ ଡି ପି ଆର ସି ସଭାଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି…

ସିଧା ପ୍ରସାରଣ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୩୮୯ ରୁପାନ୍ତରିତ ହାଇସ୍କୁଲର ଲୋକାର୍ପଣ

https://youtu.be/xpHSlOOEXrE ହାଇସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୮୯ ଗୋଟି ରୁପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରୁଛନ୍ତି |   

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଲୋଗୋର ଟ୍ୟାଗ୍‌ଲାଇନ୍ – ‘ଭାଷା ହିଁ ଭବିଷ୍ୟତ’ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କଲେ ଭୁବନେଶ୍ବର,:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ…

ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ

• ୫୧୩୪ ନିଯୁକ୍ତି ସୁଯୋଗ ସୃଷ୍ଟି । • ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପିତ • ପ୍ରମୁଖ ଶିଳ୍ପ ଓ ପର୍ଯ୍ୟଟନ ପ୍ରକଳ୍ପ ରାଜ୍ୟରେ ଅର୍ଥନୈତିକ ପୁନର୍ଜାଗରଣର ପଥ ପ୍ରଶସ୍ତ କରୁଛି । ଭୁବନେଶ୍ଵର ତା-୧୦.୦୧.୨୦୨୪: ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ…

ବେଦାନ୍ତ ଓଡ଼ିଶାର ସାମାଜିକ-ଆର୍ଥିକ ଅନଗ୍ରସର ସମ୍ପ୍ରଦାୟର ଯୁବତୀ ମାନଙ୍କୁ ସଶକ୍ତ କରିବା ପାଇଁ ‘ପ୍ରୋଜେକ୍ଟ ପଂଛି’ର…

‘ପ୍ରୋଜେକ୍ଟ ପଂଛି’ ହେଉଛି ବେଦାନ୍ତର ଏକ ପରିବର୍ତନଶୀଳ ପଦକ୍ଷେପ ଯାହାକି ସମଗ୍ର ଭାରତରେ ୧୦୦୦ ଯୁବତୀଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଝାରସୁଗୁଡା, ଓଡିଶା; ୧୦ ଜାନୁୟାରୀ ୨୦୨୪,: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ…

ଓଡ଼ିଶାରେ ପ୍ରଥମ: କିମ୍‍ସରେ ଟିଏମଭିଆର ଜରିଆରେ ହାର୍ଟ ଭାଲଭ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୧୦।୧: ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍‍ସକୁ ମିଳିଛି ଆଉ ଏକ ସଫଳତା। କିମ୍‍ସରେ ଟ୍ରାନ୍ସକ୍ୟାଥେଟର ମିଟ୍ରାଲ ଭାଲଭ୍ ରିପ୍ଲେସମେଣ୍ଟ (ଟିଏମଭିଆର) ପ୍ରକ୍ରିୟାରେ ଜନୈକ ୬୯ ବର୍ଷ ବୟସ୍କ ରୋଗୀଙ୍କଠାରେ ସଫଳ ହୃତପିଣ୍ଡ ଭାଲଭ୍‌ର ଅସ୍ତ୍ରୋପଚାର କରାଯାଇପାରିଛି। ରୋଗୀଙ୍କ…

ଶୋଚନୀୟ ପରାଜୟ ଭୟରେ ଜୟନାରାୟଣଙ୍କର ବାଚଳାମୀ ବଢିଯାଇଛି: ରୋହିତ୍ ପୂଜାରୀ

 ନିର୍ବାଚନ ଭୟରେ ଚିକିତ୍ସା ଅଧାରୁ ଛାଡି ଚାଲିଆସିଛନ୍ତି  ଚାନ୍ଦା ଯୋଗାଡ ପାଇଁ ଖଣି ବ୍ୟବସାୟୀଙ୍କୁ ବ୍ଲାକମେଲ ଭଳି ହୀନ ରାଜନୀତି କରୁଛନ୍ତି ଭୁବନେଶ୍ୱର, ୧୦/୦୧/୨୦୨୪: ସଭିଏଁ ଜାଣିଛନ୍ତି ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । କଲିକତାରେ…

କେନ୍ଦ୍ରମନ୍ତ୍ରୀଙ୍କୁ ପାଣ୍ଡିଆନ ଦେଲେ ଚାଲେଞ୍ଜ

‘ଯଦି BSKY ପ୍ରହସନ, ତେବେ ବିଜେପି ନିର୍ବାଚନ ଇସ୍ତାହାରରେ BSKY ବନ୍ଦ କରିବ ବୋଲି ଲେଖୁ ’ ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ ଯୋଜନା ବିଏସକେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି କାର୍ତ୍ତିକେୟାନ ପାଣ୍ଡିଆନ । ନୟାଗଡ଼ ଜିଲ୍ଲାର ରଣପୁରଠାରେ…