Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ପ୍ରଥମ: କିମ୍ସରେ ଟିଏମଭିଆର ଜରିଆରେ ହାର୍ଟ ଭାଲଭ ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର,୧୦।୧: ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍ସକୁ ମିଳିଛି ଆଉ ଏକ ସଫଳତା। କିମ୍ସରେ ଟ୍ରାନ୍ସକ୍ୟାଥେଟର ମିଟ୍ରାଲ ଭାଲଭ୍ ରିପ୍ଲେସମେଣ୍ଟ (ଟିଏମଭିଆର) ପ୍ରକ୍ରିୟାରେ ଜନୈକ ୬୯ ବର୍ଷ ବୟସ୍କ ରୋଗୀଙ୍କଠାରେ ସଫଳ ହୃତପିଣ୍ଡ ଭାଲଭ୍ର ଅସ୍ତ୍ରୋପଚାର କରାଯାଇପାରିଛି। ରୋଗୀଙ୍କ…
ଶୋଚନୀୟ ପରାଜୟ ଭୟରେ ଜୟନାରାୟଣଙ୍କର ବାଚଳାମୀ ବଢିଯାଇଛି: ରୋହିତ୍ ପୂଜାରୀ
ନିର୍ବାଚନ ଭୟରେ ଚିକିତ୍ସା ଅଧାରୁ ଛାଡି ଚାଲିଆସିଛନ୍ତି
ଚାନ୍ଦା ଯୋଗାଡ ପାଇଁ ଖଣି ବ୍ୟବସାୟୀଙ୍କୁ ବ୍ଲାକମେଲ ଭଳି ହୀନ ରାଜନୀତି କରୁଛନ୍ତି
ଭୁବନେଶ୍ୱର, ୧୦/୦୧/୨୦୨୪: ସଭିଏଁ ଜାଣିଛନ୍ତି ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । କଲିକତାରେ…
କେନ୍ଦ୍ରମନ୍ତ୍ରୀଙ୍କୁ ପାଣ୍ଡିଆନ ଦେଲେ ଚାଲେଞ୍ଜ
‘ଯଦି BSKY ପ୍ରହସନ, ତେବେ ବିଜେପି ନିର୍ବାଚନ ଇସ୍ତାହାରରେ BSKY ବନ୍ଦ କରିବ ବୋଲି ଲେଖୁ ’
ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ ଯୋଜନା ବିଏସକେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି କାର୍ତ୍ତିକେୟାନ ପାଣ୍ଡିଆନ । ନୟାଗଡ଼ ଜିଲ୍ଲାର ରଣପୁରଠାରେ…
12 ରେ କୁଳିଆ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଯୋରଦାର…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଆସନ୍ତା 12 ତାରିଖରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ସାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଯୁବ ସଂକଳ୍ପ ସମ୍ମିଳନୀ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ବିଜେପି କାର୍ଯ୍ୟାଳୟ ନିକଟରେ…
ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମ ରେ ଲୋକକଳା ର ପ୍ରୟୋଗ – ଜିଲ୍ଲା ସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ
ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆଜି ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇ. ଇ. ସି. ଅଭିଯାନ) ଉପକ୍ରମ ରେ ଲୋକକଳା ମାଧ୍ୟମରେ ସରକାର ଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଆଦି ପହଞ୍ଚାଇବା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା,…
ବିଭିନ୍ନ ପଞ୍ଚାୟତରେ ଅର୍ପଣ ରଥ ପରିକ୍ରମା: ସମଗ୍ର ଅଞ୍ଚଳ ଜଗତର ନାଥ ଜଗନ୍ନାଥ ମହିମାରେ ଆନନ୍ଦିତ l
( ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକରେ ତୃତୀୟ ଦିନରେ ପୁଣି ୧୨ଟି ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ବୁଧବାର ଦିନ ଅନୁଷ୍ଠିତ ହୋଇଛି l ଏହି ଅବସରରେ ସମସ୍ତ ପଞ୍ଚାୟତରେ ଗ୍ରାମବାସୀ ରଥକୁ ସ୍ୱାଗତ କରିବା ସହିତ ଭବ୍ୟ ବନ୍ଦାପନା, ଅକ୍ଷତ, ଗୁଆ, ନଡ଼ିଆ…
ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଓ ସୁକରପଡ଼ା ଧାନ ମଣ୍ଡି ଉଦ୍ଘାଟିତ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଅଧୁନରେ ରହିଥିବା ବନ୍ଧକାଟିଆ ଓ ସୁକରପଡ଼ା ସେବା ସମବାୟ ସମିତିରେ ଚଳିତବର୍ଷର ଧାନମଣ୍ଡି ଉଦଘାଟିତ ହୋଇଛି । ବନ୍ଧକାଟିଆ ସମିତି ସମ୍ପାଦକ ଶିଶିର କୁମାର ସାଇଁ ଙ୍କ ପୌରହିତ୍ୟରେ ଏଥିରେ…
ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମାରେ ଯୋଗ ଦେଲେ ବିଧାୟକ ପ୍ରତାପ ଜେନା :
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ପାଇଁ ସମଗ୍ର ଅଞ୍ଚଳ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ଆହ୍ୱାନ କ୍ରମେ ସମଗ୍ର ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି। ଏହି ଅବସରରେ ପୂର୍ବତନ…
ପାଣ୍ଡିଆନ-ରଘୁ ଭେଟଘାଟକୁ ନେଇ ଚର୍ଚା
ବାଣପୁର( ସେକ କୌସର ): ଆଜି 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବାଣପୁର ଗସ୍ତ ଥିଲା। ସେ ମଧ୍ୟାହ୍ନରେ ବାଣପୁରରେ ପହଞ୍ଚି ପ୍ରଥମେ ମା ଭଗବତୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ମାଆଙ୍କ ଦୂଆରରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ପାଣ୍ଡିଆନଙ୍କୁ ଭେଟିଥିଲେ।…
ପଦ୍ମପୁର ରେ ପରିଭ୍ରମଣ କଲା ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ l
ପଦ୍ମପୁର :- ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମନ୍ଦିର ପୁନଃ ସକାଶେ ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଓ ଗୋଟା ଗୁଆ ସଂଗ୍ରହ କରିବା ନିମନ୍ତେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଅର୍ପଣ ରଥ ତା.୧୦,୦୧,୨୦୬୪ ଜାନୁଆରୀ ଠାରୁ ତା.୧୫.୦୧.୨୦୨୪ ଜାନୁଆରୀ…