ମଙ୍ଗଳପୁର ପଂଚାୟତରେ ପରିଭ୍ରମଣ କଲା ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ।

 କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ରଙ୍ଗବେରଙ୍ଗର ମୁରୁଜ ଓ ଝୋଟିଚିତାରେ ସଜେଇ ହୋଇ ରହିଛି ଗାଁ ଦାଣ୍ଡ । ଗୋବରରେ ଲିପାପୋଛା କରି ପୂର୍ଣ୍ଣ କୁମ୍ଭ, ଆମ୍ବଡାଳ ଓ ପଇଡ଼ ବସାଇ ଶ୍ରୀ ଜଗନ୍ନାଥଙ୍କ ‘ଅର୍ପଣ ରଥ’କୁ ଶ୍ରଦ୍ଧା ଓ ସମର୍ପଣର ସହ ଡେରାବିଶରେ ସ୍ୱାଗତ କରୁଛନ୍ତି…

ସୁନ୍ଦରଗଡରେ ବୁଲୁଛି ଜୟ ଜଗନ୍ନାଥ ଅର୍ପଣ ରଥ

 ସୁନ୍ଦରଗଡ:(ବସନ୍ତ କୁମାର ଜେନା): ଜାନୁୟାରୀ ୧୭ ତାରିଖ ରେ ଶ୍ରୀକ୍ଷେତ୍ର ପୁରୀରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏଯାବତ୍ ମୋଟ ୧୦୧ ଟି ଜୟ ଜଗନ୍ନାଥ ଅର୍ପଣ ରଥର ଉଦ୍‌ଘାଟନ କରାଯାଇ ଅଛି , ଯାହା କି ଗାଁ କୁ ଗାଁ…

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଥିବା ଏକ ବେସରକାରୀ ସଂସ୍ଥାର ୨ କର୍ମଚାରୀ ଠକିବା ଅଭିଯୋଗରେ ଗିରଫ.

ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ସ୍ଥିତ ଉଦିତନଗରରେ ଥିବା ଇଣ୍ଟରନେସନାଲ ହ୍ୟୁମାନ ରାଇଟସ ଡ଼ିଫେଣ୍ଡେର ଏନ.ଜି.ଓ. ସଂସ୍ଥାର ୨ଜଣ କର୍ମଚାରୀ, ଲାଠିକଟା ଅଞ୍ଚଳର ୧୪୩ ରାଜପଥରେ ଏକ ବାଲି ବୋଝେଇ ଟ୍ରକଟି ଖରାପ ହୋଇ ଛିଡା ହୋଇଥିବା ବେଳେ, ଡ୍ରାଇଭରକୁ ଧମକାଇ ଦାଦାବଟି ମାଗୁଥିବା…

ଝାରପୋଖରିଆ ପୋଲିସ ର ଆକସ୍ମିକ ଚଢ଼ାଉ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଦୁଇ ଯୁବକ ସହିତ ଦୁଇ ଯୁବତୀ ଅଟକ।।।।।।।

 ଶାସକପ୍ରଶାସକ ::ମୟୁରଭଂଜ ଜିଲ୍ଲା ବମ୍ୱେଛକ ଝାରପୋଖରିଆ ଦୁର୍ଗାପୂଜା ମଣ୍ଡପ ପଡ଼ିଆ କୁ ଲାଗି ଜଙ୍ଗଲ ପଛପଟେ ଏକ ବେଆଇନ ଲଜରେ ଯୁବକ ଓ ଯୁବତୀ ଙ୍କ ଅନୈତିକ କାର୍ଯ୍ୟ ବେଳେ ବସ୍ତିବାସୀ ଙ୍କ ସହାୟତାରେ ଚଢାଉ କଲା ଝାରପୋଖରିଆ ପୋଲିସ , ଦୁଇ ଯୁବକ ଓ ଦୁଇ ଯୁବତୀ ଅଟକ । ସୂଚନା ଅନୁସାରେ ସ୍ଥାନୀୟ…

ଜଗତସିଂହପୁର ଜିଲ୍ଲା ରେ ଲୋକାର୍ପିତ ହେଲା 57 ଟି ରୂପାନ୍ତରିତ ବିଦ୍ୟାଳୟ

ଜଗତସିଂହପୁର,ତା-୧୧.୦୧.୨୦୨୩/ସୁମନ୍ତ କୁମାର ଦାସ: ଆଜି  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ 5T ଅନ୍ତର୍ଗତ ଗଞ୍ଜାମ୍, ଝାରସୁଗୁଡ଼ା,ଜଗତସିଂହପୁର ,କେନ୍ଦ୍ରାପଡା ଓ ବରଗଡ଼ ଜିଲ୍ଲା ର 389 ଗୋଟି ରୂପାନ୍ତରିତ ହାଇସ୍କୁଲ ର ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ଜଗତସିଂହପୁର…

ଜାତୀୟ ଭୋଟର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର,ତା-୧୧.୦୧.୨୦୨୩/ସୁମନ୍ତ କୁମାର ଦାସ: ଆସନ୍ତା ଜାନୁଆରୀ 25 ତାରିଖ ରେ ଦେଶରେ ପାଳିତ ହେବ 14 ତମ ଜାତୀୟ ଭୋଟର ଦିବସ।ଜଗତସିଂହପୁର ଜିଲ୍ଲା ରେ ଏହି ଦିବସ ଟିକୁ ସଫଳ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ, ସଦ୍ଭାବନା…

ଚତୁର୍ଥ ପର୍ଯ୍ୟାୟ 5t ହାଇସ୍କୁଲ ରୂପାନ୍ତର କରଣ ଶୁଭ ଉଦ୍ଘାଟନ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ କୁମାର ମଲ୍ଲ ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଚତୁର୍ଥ ପର୍ଯ୍ୟାୟ 5t ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର 112 ଟି ହାଇ…

ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ l

ବାଣପୁର (ସେକ କୌସର ): ଆଜି ପୂର୍ବାହ୍ନରେ ବାଣପୁର କଲେଜ ଛକ ନିକଟରେ ଥିବା ୟୁକୋବ୍ୟାଙ୍କ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, କୁମାରାଙ୍ଗ ଗ୍ରାମର ଶିବ ମହାରଣା ଘରୁ ସାଇକେଲ ଯୋଗେ ବାଣପୁର ବଜାରକୁ ଆସୁଥିଲେ। ଏହି ସମୟରେ ଏକ କେଟିଏମ ମୋଟରସାଇକେଲ ଆରୋହୀ…

ସ୍କୁଟି ସହ ବୋଲେରୋ ପିକଅପ୍ ଧକ୍କା ; ଜଣେ ମୃତ, ଜଣେ ଗୁରୁତର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଓ କେଶରାପଲ୍ଲୀ ଛକ ମଧ୍ୟରେ ସ୍କୁଟି ସହ ବୋଲେରୋ ପିକଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ସ୍କୁଟିରେ ବସିଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ…

ସରକାରୀ ସ୍କୁଲରେ ପଢି ମଧ୍ୟ ଶୀର୍ଷକୁ ଯାଇ ହେବ: ପାଣ୍ଡିଆନ

 ନିଜେ ସରକାରୀ ସ୍କୁଲରେ ପାଠପଢି ପାଇଥିଲେ ସଫଳତା  ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସୀରେ ରହିବେ  ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ନୂଆ-ଓ କାର୍ୟ୍ୟକ୍ରମ  ତୀକ୍ଷଣ ବୁଦ୍ଧିପାଇଁ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରଖିବା ଲାଗି ଦେଲେ ଟିପ୍ସ…