Sign in
Sign in
Recover your password.
A password will be e-mailed to you.
ଧାନ ମେସିନ ରେ ଲାଗି ମହିଳା ଗୁରୁତର।
ଉମରକୋଟ -ଧାନ ମିଲରେ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ କୁମାରୀ ପଞ୍ଚାୟତ ଅନ୍ତର୍ଗତ ଜଡାବନ୍ଧ ଗ୍ରାମରେ। ମହିଳା ଜଣଙ୍କ ହେଲେ ଗୋମତୀ ହରିଜନ (୫୫)। ମିଳିଥିବା ସୂଚନା ଅନୁସାରେ ଆଜି ଗୋମତୀ ଧାନ ମିଲିଙ୍ଗ…
ମହାମହିମ ରାଜ୍ୟପାଳ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ହିତାଧିକାରୀଙ୍କ ସହିତ ଆଲୋଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଆଜି (ବୁଧବାର ଦିନ) ଦିନିକିଆ ଗସ୍ତ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତ ମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି। ପ୍ରଥମେ ଗୋଷାଣୀ ପଞ୍ଚାୟତ ସମିତିଠାରେ ଜିଲ୍ଲା…
ଡାବୁଗାଁ ରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି ଜୟ ଜଗନ୍ନାଥ ଅର୍ପଣ ରଥ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୦/୦୧/୨୪ : ଜଗନ୍ନାଥ ସଂସ୍କୃତି ର ପ୍ରଚାର, ପ୍ରସାର ଓ ସଂରକ୍ଷଣ ତଥା ଓଡ଼ିଶା ବାସୀଙ୍କୁ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ କରି ରଖିବା ପାଇଁ ଡାବୁଗାଁ ବ୍ଲକ ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଜୟ ଜଗନ୍ନାଥ ଅର୍ପଣ ରଥ ଗତ ୬…
ବୁଢାକେନ୍ଦୁ ଜଙ୍ଗଲରେ 19ଟିକିଆ ହାତୀପଲ; ଦଳିଦେଲେ ଚାଷୀଙ୍କ ଧାନ ଗଦା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚଳିତ ବର୍ଷ ଦୁଃଖ ଚାଷୀଙ୍କ ପିଛା ଛାଡ଼ୁନି I ବର୍ଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ଚାଷରେ ଚାଷୀ ବହୁତ କ୍ଷତି ସହିଥିବା ବେଳେ ଯାହା କିଛି ସାଇତି ରଖିଥିଲା ସେସବୁକୁ ହାତୀପଲ ଏବେ ନଷ୍ଟ କରିବାରେ ଲାଗିଛନ୍ତି I ଗତ କିଛି ଦିନ ହେବ ଗାଙ୍ଗପୁର ବନଖଣ୍ଡ…
ଘନାମାଲ ହାଇସ୍କୁଲ ରେ ମାସିକ ବୈଠକ ଅନୁଷ୍ଠିତ l
ପଦ୍ମପୁର :- ଆଞ୍ଚଳିକ ହାଇସ୍କଲ ଘନାମାଲ ଠାରେ ରାଜବୋଡ଼ାସମ୍ବର୍ ବ୍ଲକ୍ ଅନ୍ତର୍ଗତ ସମସ୍ତ ଫାଇଭ ଟି (5T)ହାଇସ୍କୁଲର ପ୍ରଧାନଶିକ୍ଷକ ମାନଙ୍କର ଏକ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ। ନୂତନ ଭାବରେ ସ୍କୁଲ୍…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ସଡ଼କ ସୁରକ୍ଷା ଅଭିଯାନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଏନ.ଏସ.ଏସ, ୱାଇ.ଆର.ସି ଓ ରୋଟାରୀ କ୍ଲବ ତରଫରୁ ସଡକ ସୁରକ୍ଷା ସପ୍ତାହ ଅଭିଯାନ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ପରିବହନ ଅଧିକାରୀ…
ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ
ଜଗତସିଂହପୁର, ତା-୧୦/୧/୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କରେ ଏକଦିବସୀୟ କର୍ମଶାଳା…
ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଲେ ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀ
ପିଲାମାନଙ୍କୁ ଭଲ ପାଠ ପଢିବାକୁ, ଭଲ ଟ୍ରେନିଂ ନେଇ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଆପଣମାନଙ୍କ ଅନୁରୋଧ ମୁଖ୍ୟମନ୍ତ୍ରୀ ତୁରନ୍ତ ରକ୍ଷା କରିଛନ୍ତି, ଆପଣମାନେ ଭଲ କାମ କରି ଓଡିଶାର ନାଁ ରଖନ୍ତୁ – 5T ଅଧ୍ୟକ୍ଷ
ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ…
ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତଇସ୍ପାତ କାରଖାନା ପାଇଁ ଜନ…
ପାରାଦ୍ଵୀପ, ୧୦/୦୧/୨୦୨୪: ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପସ୍ଥିତ ନୂଆଗଡ ଗ୍ରାମରେ ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତଇସ୍ପାତ କାରଖାନା ପାଇଁ ଜନ ଶୁଣାଣି ଓଡ଼ିଶା ରାଜ୍ୟ ପ୍ରଦୂଷଣ…
କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ଦୋହରୀକରଣ ପ୍ରକଳ୍ପର ଦାମନଯୋଡି-ବାଇଗୁଡ଼ା ମଧ୍ୟରେ 14.6 କିମି ଦୈର୍ଘ୍ୟ ରେଳ…
• କୋରାପୁଟ-ରାୟଗଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ପାଇଁ ଯୋଜନା ହୋଇଥିବା ମୋଟ 164.5 କିଲୋମିଟର ମଧ୍ୟରୁ କୋରାପୁଟ ଏବଂ ବାଇଗୁଡା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 33.5 କିଲୋମିଟର ଦୈର୍ଘ୍ୟ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି |
• ଓଡ଼ିଶାରେ ପ୍ରକଳ୍ପର ଅଗ୍ରଗତି ଉପରେ ରେଳ…