Sign in
Sign in
Recover your password.
A password will be e-mailed to you.
ଜାତୀୟ ଭୋଟର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ଜଗତସିଂହପୁର,ତା-୧୧.୦୧.୨୦୨୩/ସୁମନ୍ତ କୁମାର ଦାସ: ଆସନ୍ତା ଜାନୁଆରୀ 25 ତାରିଖ ରେ ଦେଶରେ ପାଳିତ ହେବ 14 ତମ ଜାତୀୟ ଭୋଟର ଦିବସ।ଜଗତସିଂହପୁର ଜିଲ୍ଲା ରେ ଏହି ଦିବସ ଟିକୁ ସଫଳ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ, ସଦ୍ଭାବନା…
ଚତୁର୍ଥ ପର୍ଯ୍ୟାୟ 5t ହାଇସ୍କୁଲ ରୂପାନ୍ତର କରଣ ଶୁଭ ଉଦ୍ଘାଟନ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ କୁମାର ମଲ୍ଲ ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଚତୁର୍ଥ ପର୍ଯ୍ୟାୟ 5t ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର 112 ଟି ହାଇ…
ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ l
ବାଣପୁର (ସେକ କୌସର ): ଆଜି ପୂର୍ବାହ୍ନରେ ବାଣପୁର କଲେଜ ଛକ ନିକଟରେ ଥିବା ୟୁକୋବ୍ୟାଙ୍କ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, କୁମାରାଙ୍ଗ ଗ୍ରାମର ଶିବ ମହାରଣା ଘରୁ ସାଇକେଲ ଯୋଗେ ବାଣପୁର ବଜାରକୁ ଆସୁଥିଲେ। ଏହି ସମୟରେ ଏକ କେଟିଏମ ମୋଟରସାଇକେଲ ଆରୋହୀ…
ସ୍କୁଟି ସହ ବୋଲେରୋ ପିକଅପ୍ ଧକ୍କା ; ଜଣେ ମୃତ, ଜଣେ ଗୁରୁତର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଓ କେଶରାପଲ୍ଲୀ ଛକ ମଧ୍ୟରେ ସ୍କୁଟି ସହ ବୋଲେରୋ ପିକଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ସ୍କୁଟିରେ ବସିଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ…
ସରକାରୀ ସ୍କୁଲରେ ପଢି ମଧ୍ୟ ଶୀର୍ଷକୁ ଯାଇ ହେବ: ପାଣ୍ଡିଆନ
ନିଜେ ସରକାରୀ ସ୍କୁଲରେ ପାଠପଢି ପାଇଥିଲେ ସଫଳତା
୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସୀରେ ରହିବେ
ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ନୂଆ-ଓ କାର୍ୟ୍ୟକ୍ରମ
ତୀକ୍ଷଣ ବୁଦ୍ଧିପାଇଁ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରଖିବା ଲାଗି ଦେଲେ ଟିପ୍ସ…
5-T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୪ର୍ଥ ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୩୮୯ଟି ସ୍କୁଲ ଲୋକାର୍ପିତ
ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ
ପୂର୍ବରୁ ୩ଟି ପର୍ଯ୍ୟାୟରେ ୬୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି
ଓଡିଶାର ରୂପାନ୍ତରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ହେଉଛି…
ଭାଷା ସାହିତ୍ୟର ବିକାଶ ଦିଗରେ ସାହିତ୍ୟ ସୃଜନୀ ଛାତ୍ରକ୍ଲବ୍ : ଯୋଡ଼ିହେବେ ୭ ଲକ୍ଷ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୧୧/୦୧: ଆସନ୍ତା ଫେବ୍ରୁଆରୀ ୩ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପାଳିବ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ।’ ଏହି ସମ୍ମିଳନୀ ଲକ୍ଷ ଲକ୍ଷ ଓଡ଼ିଆ ଭାଷାପ୍ରେମୀ ତଥା ଓଡ଼ିଆ ସାହିତ୍ୟାନୁରାଗୀଙ୍କୁ ଏକାଠି କରିବ। ସାରା ବିଶ୍ୱର କୋଣ ଅନୁକୋଣରୁ ଏକାଠି ହେବେ ଓଡ଼ିଆ ଭାଷାକୁ ଭଲ…
ହାଇଟେକ ହସ୍ପିଟାଲର ଲାଇସେନ୍ସ ରଦ୍ଦ ସହ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ
ହାଇଟେକ ବିସ୍ପୋରଣ ଘଟଣାରେ ଦିଲୀପ ସାମନ୍ତରାୟଙ୍କ ପରିବାକୁ ଭେଟିଲା ମହିଳାମୋର୍ଚ୍ଚା
ମୃତକଙ୍କ ଅସହାୟ ମା ଅହଲ୍ୟା ସାମନ୍ତରାୟଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ତୁରନ୍ତ ଦିଆଯାଉ
ମେଡିକାଲ ଓ ପ୍ରଶାସନର ଦାୟିତ୍ୱହୀନତା ପାଇଁ ମୂଲ୍ୟବାନ ଜୀବନ ଚାଲିଗଲା
ପରିବାର…
ବିପଦପୂର୍ଣ୍ଣ ସ୍ଥାନରେ ଭେଣ୍ଡିଂ ଜୋନ୍ ନେଇ ସାଧାରଣରେ କ୍ଷୋଭ
ଅଣଓସାରିଆ ଟିଣ ଘର ନିର୍ମାଣ ହେଉଥିବା ଅଭିଯୋଗ
ଢ଼େଙ୍କାନାଳ/ ରବିନ୍ ଦାସ ; ରାଜ୍ୟରେ ଉଠା ଦୋକାନୀଙ୍କ ସୁବିଧା ପାଇଁ ସରକାର ପୌରାଞ୍ଚଳ ଗୁଡ଼ିକରେ ଭେଣ୍ଡିଂ ଜୋନ୍ ର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ବ୍ୟବସ୍ଥାରେ ରାସ୍ତା କଡ଼ ଓ ବଜାର ମାନଙ୍କରେ ସ୍ଥାନ ନିରୂପଣ କରି ଭେଣ୍ଡିଂ ଜୋନ୍…
ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ନୁତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଗୁଣପୁର ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରେ ବିଭିନ୍ନ ପାଠ୍ୟକ୍ରମ ଯଥା ବି.ଫାର୍ମାସି,ଏମ୍.ଫାର୍ମାସି,ଡି.ଫାର୍ମାସି, ବି.ଏସ.ସି. ନର୍ସିଂ, ଡି.ଏମ.ଏଲ.ଟି ଆଦି ବିଷୟରେ ନୂତନ ଭାବରେ ନାମ ଲେଖାଇଥିବା…