Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠାରେ ବିଜୁ ଜୟନ୍ତୀ ପାଳିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବିଜୁ ଜୟନ୍ତୀ ଅବସରରେ ସକାଳ ଆଠ ଘଣ୍ଟା ତିରିଶି ମିନଟ୍ ସମୟରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସମସ୍ତ କାଉନସିଲର୍, ବରିଷ୍ଠ ବିଜେଡ଼ି ନେତା ଏବଂ କର୍ମୀ ଆସି ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ପରିସରରେ ଥିବା ବିଜୁ ବାବୁଙ୍କ…
ଓଡ଼ଗାଁରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ
"ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ପାହାଡ଼ଭଳି ଶକ୍ତ, ଆକାଶ ଭଳି ବିଶାଳ, ଧରିତ୍ରୀ ଭଳି ଧର୍ଯ୍ୟଶୀଳ ଏବଂ ଜଟିଳତା ଓ କୁଟୀଳତା ଠାରୁ ଅନେକ ଦୂରରେ ଥିବା ଖୋଲା ବହିଟିଏ ସିଏ । ହୃଦୟରୁ ବାହାରି ଆସୁଥିବା ଅଭିବ୍ୟକ୍ତି ଓ ଶବ୍ଦର ଯାଦୁକରୀରେ ଅବଚେତନ ହୋଇଉଠେ ଚେତନ ।…
ଲୋକଙ୍କ ନିକଟତର ହେଉଛନ୍ତି ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ
ଭବାନୀପାଟଣା : ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତର ଯାମଜୋର ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ତୃଣମୂଳ ସ୍ତରରେ…
ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ
ଭବାନୀପାଟଣା ତା ୫.୩.୨୦୨୪: ମହାନ୍ ଜନନାୟକ ପ୍ରବାଦ ପୁରୁଷ ପୁର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ହୋଇଯାଇଛି।ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ମୁଖ୍ୟ…
ଚଣ୍ଡିଖୋଲ ଠାରେ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ…
ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ର ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କଲେ
ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧା ଏବଂ ପାରାଦୀପରୁ ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଦୀର୍ଘ ଉତ୍ପାଦ ପାଇପଲାଇନ ଉଦଘାଟିତ
ଆଇଆରଇଏଲ୍…
ଆପଣମାନଙ୍କ ଉପସ୍ଥିତି ଓ ଉତ୍ସାହ ପ୍ରମାଣିତ କରୁଛି ଓଡ଼ିଶାରେ ଏଥର ବିଜେପି କରିବ ସରକାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ
ବିକଶିତ ଭାରତର ଗେଟ୍ ୱେ ଓଡିଶା ହେଉ, ଏହା ହେଉଛି ମୋଦି ସରକାରର ଲକ୍ଷ୍ୟ
ବିଜେପି ବିରୋଧୀ ଦଳର ଲୋକମାନେ ଏବେ ମୋଦିଙ୍କୁ ସମାଲୋଚନା କରୁଛନ୍ତି
ଓଡ଼ିଶାର ଗରିବ ଲୋକ, ଯୁବକ, ମାତୃଶକ୍ତି, କୃଷକ ସମସ୍ତେ ଏଥର…
ପ୍ରଧାନମନ୍ତ୍ରୀଙ୍କ ସଭାରେ କଣ କହିଲେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଥିଲା ଏହିପରି
ଜୟ ଜଗନ୍ନାଥଜୟ ମା ବିରଜାମାନ୍ୟବର ପ୍ରଧାନ ମନ୍ତ୍ରୀ ଜୀମାନ୍ୟବର ରାଜ୍ୟପାଳମାନ୍ୟବର କେନ୍ଦ୍ର ମନ୍ତ୍ରୀ ଗଣଏବଂ ପ୍ରିୟ ଭାଇ ଓ ଭଉଣୀ ମାନେ
ସମସ୍ତଙ୍କୁ ନମସ୍କାର।
ଆଜି ମହାନ୍ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ।…
ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଜେଡିର ନୂତନ ୱେବସାଇଟ୍କୁ ଉନ୍ମୋଚନ କଲେ ଦଳ ସଭାପତି ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୦୫/୦୩/୨୦୨୪: ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍କୁ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟରେ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତି ବିକାଶ,…
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର, ୦୫/୦୩/୨୦୨୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଆଜି ଶଙ୍ଖଭବନରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟରେ ଶଙ୍ଖ ଭବନଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦଳର ବରିଷ୍ଠ ନେତା ତଥା…
ବୃକ୍ଷ ରୋପଣ କରି ପାପଞ୍ଚାୟତରାଜ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ
ବରଗଡ଼ : ବରଗଡ଼ ଜିଲ୍ଲା ପାଇକମାଳ ପରିସରରେ ବ୍ଲକ୍ ସ୍ତରିୟ ପଞ୍ଚାୟତରାଜ ଦିବସ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସମାରୋହରେ ପାଳିତ ହୋଇଯାଇଛି । ପାଇକମାଳ ବିଡିଓ ପ୍ରଫୁଲ କୁମାର ଓଦୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯକ୍ରମ ରେ ମୂଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ୍ ଅଧ୍ୟକ୍ଷ ଭାବନା ସିଂ…