ରାଜ୍ୟସ୍ତରୀୟ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟା,ମଞ୍ଚସ୍ଥ ହେଲା ନାଟକ ‘ପତିତପାବନ ବାନା ଆଉ କେତେ ବେଳକୁ’

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ବହୁ ପ୍ରତିକ୍ଷିତ ନାଟକ ‘ପତିିତପାବନ ବାନା ଆଉ କେତେ ବେଳକୁ’ । ଐତିହାସିକ ପୃଷ୍ଠଭୂମି ଆଧାରରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ରୂପାୟନ ଘଟିଛି ଶ୍ରୀଜଗନ୍ନାଥ ସଂସ୍କୃତି…

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ।

ଖଲିକୋଟ ରୁ ଶିଵରାମଜେନା, ଶାସକ ପ୍ରଶାସକ:  ପଞ୍ଚାୟତ ରାଜ ଦିବସ ଏବଂ କଳିଙ୍ଗ ବୀର, ଭୂମିପୁତ୍ର ,ସୁଦକ୍ଷ ପାଇଲଟ୍ , ଜନ ନାୟକ, ଲୌହ ମାନବ ତଥା ରାଜନେତା ଙ୍କ ଜୟନ୍ତୀ ଅବସରରେ ଖଲିକୋଟ ଗଡ଼ ରେ ଅବସ୍ଥିତ ନିର୍ମଳ ଝର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରିଛି। ଖବର ନେବା ରୁ…

ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍

ବାଣପୁର (ସେକ କୌସର ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଲଟନ ପଡିଆ ସ୍ଥିତ ବଡହନ୍ତୁଆଡ଼ ମୁସଲିମ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାୱା ବିବି (୫୫) ନାମ୍ନୀ ଜଣେ ମୁସଲିମ ମହିଳାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରିଛି ପୋଲିସ। ମୃତକ ହାୱା ବିବି ଙ୍କର…

ଦୃଢ଼ ସଂଗଠକ ବିଧାୟକ ପ୍ରତାପ ଜେନା ଙ୍କ ନେତୃତ୍ୱରେ ମାହାଙ୍ଗାରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ…

 ବିଜୁ ବାବୁଙ୍କର ସମୃଦ୍ଧ ଏବଂ ବିକଶିତ ଓଡିଶା ଗଠନର ସ୍ବପ୍ନକୁ ସାକାର କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l (ମାହାଙ୍ଗା - ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ଦୃଢ଼ ସଂଗଠକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ…

ଜଣେ ସକ୍ରିୟ ବି ଜେ ପି କର୍ମୀ ଓ ସମାଜସେବୀ ଙ୍କ ଅକାଳ ବିୟୋଗ ରେ ଅଞ୍ଚଳ‌ରେ‌ ଶୋକ ଛାୟା

ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶିର୍ଷା ପଞ୍ଚାୟତ ବଡ଼ କଚିମ୍ ଵିଲା  ଗ୍ରାମର‌ ସଵେଶ୍ଵେର ସିଂହ ଙ୍କ ସୁପୁତ୍ର ଦିଲ୍ଲିପ କୁମାର ସିଂହ ବୟସ,୫୦ ଙ୍କ ସୋମବାର ଦିନ ହଠାତ୍  ଦେହ ଖରାପ ହେବାରୁ ପ୍ରଥମେ ଶିର୍ଷା ଡାକ୍ତର ଖାନା  ତା ପରେ ବାରିପଦା ବଡ଼…

ବିଜେପି ର ମଣ୍ଡଳ ସ୍ତରୀୟ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବିଜେପି ର ମଣ୍ଡଳ ସ୍ତରୀୟ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଣ୍ଡଳ ବିଜେପି ସଭାପତି ଜେ ରାଜ ଶେଖର ରାଓ ଙ୍କ ସଭାପତିତ୍ବରେ ଆୟୋଜିତ…

ପ୍ଲୁଟୋନ ମଲ୍ ରେ ଗୃହସ୍ଥୀ କମ୍ପାନୀ ର ନୂତନ ଷ୍ଟୋର “ଗୃହସ୍ଥୀ ବଜାର”।

ରାଉରକେଲା, (ବସନ୍ତ କୁମାର ଜେନା): ଗୃହସ୍ଥୀ ଉଦ୍ଯୋଗ ପ୍ରା ଲିଃ ଆଜି ଗ୍ରାହକ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ଛେଣ୍ଡ ସ୍ଥିତ ପ୍ଲୋଟନ୍ ମଲ୍ ର ତଳ ମହଲା ରେ ନୂତନ ଷ୍ଟୋର ର ଉଦଘାଟନ କରାଯାଇଛି। ଷ୍ଟୋର ଉଦଘାଟନ ନେଇ ଆଜି ପୂର୍ବାହ୍ନ ରେ ଛେଣ୍ଡ ସ୍ଥିତ କମ୍ପାନୀ ମୁଖ୍ୟାଳୟ ରେ ବିଧିବଦ୍ଧ ଭାବେ…

ଚିଲିକା : ସାଂସଦ ମାନସ ମଙ୍ଗରାଜଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଉଠିଲା ସ୍ଵର

ଚିଲିକାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ  ଚିଲିକା (ସେକ କୌସର ): ଓଡ଼ିଶାର ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ ଉତ୍ସବ ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ସୁନାଖଳା ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଚିଲିକା ବ୍ଲକ ସଭାପତି…

ଗୁଣପୁର ଠାରେ ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଆଜି ହେଉଛି ମାର୍ଚ୍ଚ ୫ ତାରିଖ ,ସେଇ ବୀର ପ୍ରସବିନୀ , ଉତ୍କଳମାଟିର ବରପୁତ୍ର , ଆଜୀବନ ଜନ ପ୍ରତିନିଧି , ଓଡ଼ିଶାରେ ଲୋକପ୍ରିୟ ରାଜନେତା , ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ସୁକ୍ଷ୍ମ କାରିଗର ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ ।…

ମୁନିଗୁଡ଼ାରେ ମା” ବନଦୂର୍ଗା ଶ୍ରମିକ ସଂଘର ଚତୁର୍ଥ ସମାବେଶ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅନ୍ତର୍ଗତ ନେତାଜୀ କ୍ଲବ ପରିସରରେ ବିଏମଏସ ପରିଚାଳିତ ମା" ବନଦୂର୍ଗା ଶ୍ରମିକ ସଂଘର ଚତୁର୍ଥ ସମାବେଶ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ଶ୍ରୀଯୁକ୍ତ କ୍ଷାମାସାଗର୍ ଦାଶଙ୍କ ସଭାପତିତ୍ବ ଓ ଉପସଭାପତି ତ୍ରିନାଥ ଭାଟିଙ୍କ…