Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିବା…
ବେଲଗୁଣ୍ଠାରେ ବିଜୁ ଜୟନ୍ତୀ ପାଳିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବିଜୁ ଜୟନ୍ତୀ ଅବସରରେ ସକାଳ ଆଠ ଘଣ୍ଟା ତିରିଶି ମିନଟ୍ ସମୟରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସମସ୍ତ କାଉନସିଲର୍, ବରିଷ୍ଠ ବିଜେଡ଼ି ନେତା ଏବଂ କର୍ମୀ ଆସି ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ପରିସରରେ ଥିବା ବିଜୁ ବାବୁଙ୍କ…
ଗୁଣପୁର ଠାରେ ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ସୁକ୍ଷ୍ମ କାରିଗର ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ । ଯାହାଙ୍କର ଅନେକ ନାଁ, ବିଜୟାନନ୍ଦ ପଟ୍ଟନାୟକ , ବିଜୁ ପଟ୍ଟନାୟକ , କଳିଙ୍ଗଵୀର , ଆଧୁନିକ ଖାରବେଳ , ଇଣ୍ଡୋନେସିଆର ଭୂମିପୁତ୍ର କିନ୍ତୁ ସବୁରି…
ଡ଼ଃ ଗୁରୁମୂର୍ତ୍ତି ନାୟକଙ୍କ ସ୍ମୃତିଚାରଣ ସଭା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଡ଼ଃ ଗୁରୁମୂର୍ତ୍ତି ନାୟକଙ୍କ ଏକାଦଶାହ ଦିବସରେ ସ୍ମୃତିଚାରଣ ସଭା ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ ମହାବିଦ୍ୟାଳୟର ପୂର୍ବତନ…
ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ::୫୦୦ରୁ ଅଧିକ ମହିଳାଙ୍କ ସ୍କୁଟି ଶୋଭାଯାତ୍ରା;
https://youtu.be/hKsN5WNW7gY
ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବପିଢୀ ଏବଂ ମହିଳାମାନଙ୍କୁ ଆହ୍ବାନ -ବିଧାୟକ ପ୍ରତାପ ଜେନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ…
ସୀମାନ୍ତ ମହାବିଦ୍ୟାଳୟରେ “ନୂଆ ଓ “ଛାତ୍ରବୃତ୍ତିର ଅନୁଦାନ ପତ୍ର ପ୍ରଦାନ।
( ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ "ନୂଆ ଓ" ଛାତ୍ରବୃତ୍ତିର ଅନୁଦାନ ପତ୍ର ଅନୁଷ୍ଠିତ ହୋଇଯାଇଛି।ଆଜି ସୀମାନ୍ତ ମହାବିଦ୍ୟାଳୟ ରେସାରସକଣା ତହସିଲଦାର ଶ୍ରୀଯୁକ୍ତ ରାଜେନ୍ଦ୍ର…
ଚଣ୍ଡିଖୋଲ ଠାରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ୨୦,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉପହାର
ମୋଦିଜୀ ଓଡ଼ିଶାରେ ଗରିବ କଲ୍ୟାଣର ଗ୍ୟାରେଣ୍ଟି ଦେଇଛନ୍ତି - ଧର୍ମେନ୍ଦ୍ର ପ୍ରଧାନ
• ମା’ ବିରଜାଙ୍କ ପବିତ୍ର ଭୂମି ସଂଗ୍ରାମ ଓ ବଳିଦାନର ମାଟିକୁ ମୋର ପ୍ରଣାମ
• ଏହି ମାଟିରେ ସଂଗ୍ରାମୀ ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀ, କୃଷ୍ଣମୋହନ ରାଉତରାୟ, ଶଶିଭୂଷଣ ଦାସ, ଜଗନ୍ନାଥ…
ରାଜ୍ୟସ୍ତରୀୟ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟା,ମଞ୍ଚସ୍ଥ ହେଲା ନାଟକ ‘ପତିତପାବନ ବାନା ଆଉ କେତେ ବେଳକୁ’
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ବହୁ ପ୍ରତିକ୍ଷିତ ନାଟକ ‘ପତିିତପାବନ ବାନା ଆଉ କେତେ ବେଳକୁ’ । ଐତିହାସିକ ପୃଷ୍ଠଭୂମି ଆଧାରରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ରୂପାୟନ ଘଟିଛି ଶ୍ରୀଜଗନ୍ନାଥ ସଂସ୍କୃତି…
ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ।
ଖଲିକୋଟ ରୁ ଶିଵରାମଜେନା, ଶାସକ ପ୍ରଶାସକ: ପଞ୍ଚାୟତ ରାଜ ଦିବସ ଏବଂ କଳିଙ୍ଗ ବୀର, ଭୂମିପୁତ୍ର ,ସୁଦକ୍ଷ ପାଇଲଟ୍ , ଜନ ନାୟକ, ଲୌହ ମାନବ ତଥା ରାଜନେତା ଙ୍କ ଜୟନ୍ତୀ ଅବସରରେ ଖଲିକୋଟ ଗଡ଼ ରେ ଅବସ୍ଥିତ ନିର୍ମଳ ଝର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରିଛି। ଖବର ନେବା ରୁ…
ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍
ବାଣପୁର (ସେକ କୌସର ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଲଟନ ପଡିଆ ସ୍ଥିତ ବଡହନ୍ତୁଆଡ଼ ମୁସଲିମ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାୱା ବିବି (୫୫) ନାମ୍ନୀ ଜଣେ ମୁସଲିମ ମହିଳାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରିଛି ପୋଲିସ। ମୃତକ ହାୱା ବିବି ଙ୍କର…