Sign in
Sign in
Recover your password.
A password will be e-mailed to you.
କଟକଣା କୁ ଫୁ; ନିଷିଦ୍ଧାଞ୍ଚଳରୁ ଜବତ ହେଲା ୩ ମାଛଧରା ଟ୍ରଲର ,୨୦ ଜଣ କର୍ମଚାରୀ ଅଟକ
ଅସ୍ତରଙ୍ଗ: ମତ୍ସ ବିଭାଗ ର ଅପାରଗତା ଏବଂ ଟ୍ରଲର ମାଲିକଙ୍କ ସହିତ ଥିବା ମଧୁ ଚନ୍ଦ୍ରିକା କାରଣରୁ ଫେଲ ମାରୁଚି ଅଲିଭ୍ ରିଡଲେ କଇଁଛ ଙ୍କ ସୂରକ୍ଷା । ନଭେମ୍ବର ୧ରୁ ମେ ମାସ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଥିବା କଟକଣା କୁ ଖାତିର ନ କରି ନିଷିଦ୍ଧାଞ୍ଚଳରୁ ବାରମ୍ବାର ଟ୍ରଲର ମାନେ ମାଛଧରୁ ଥିବା ବେଳେ…
ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି: ବିଜେଡି
ବିଜୁସେତୁଯୋଜନାରେ ଗତ ୧୦ ବର୍ଷରେ ୧୪୧୫ ବ୍ରିଜ ନିର୍ମାଣହୋଇଛି
ମାଓପ୍ରଭାବିତ ଅଞ୍ଚଳରେ ୬୦୨ କି.ମିରାସ୍ତା ନିର୍ମାଣ
ଭୁବନେଶ୍ୱର, ୦୪/୦୩/୨୦୨୪:ରାଜ୍ୟରେ ରାଜ୍ୟ ରାଜପଥ ୪୧୨୪ କିମି, ଜିଲ୍ଲା ମୁଖ୍ୟ ରାସ୍ତା ୨୬୩୧ କିମିଓଜିଲ୍ଲାର ଅନ୍ୟ ରାସ୍ତା ୧୮,୮୦୯ କିମିରହିଛି…
‘ଏକ୍ସ’ରେ ନରେନ୍ଦ୍ର ମୋଦୀ ଓଡ଼ିଆ (NaMoInOdia) ଆଇ’ଡିରେ ଯୋଡି ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ…
ଓଡ଼ିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିବେଦନ
ଆଞ୍ଚଳିକ ଭାଷାରେ ଲୋକଙ୍କ ସହ ଯୋଡି ହେବାର ପ୍ରୟାସକୁ କଲେ ପ୍ରଶଂସା
ଭୁବନେଶ୍ୱର, ମାର୍ଚ୍ଚ ୦୪ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଓ ବାର୍ତ୍ତାକୁ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସାମାଜିକ ଗଣମାଧ୍ୟମ…
ଅନୁଗୋଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’, କେନ୍ଦ୍ରୀୟ ବିଦ୍ୟାଳୟ -୨ ଓ ଜନ ଶିକ୍ଷଣ ସଂସ୍ଥାନ ଲୋକାର୍ପିତ
ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ - ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ, ମାର୍ଚ୍ଚ ୦୪ – ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ସ୍କିଲ୍ ଇଣ୍ଡିଆ ସେଣ୍ଟର(ଏସଆଇସି) ଜିଲ୍ଲାର ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ ବୋଲି…
ବିଧାୟକ ଓ ସାଂସଦ ଙ୍କ ଦ୍ଵାରା 2ଟି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଶୁଭ ଓ ବୋଡାନଦୀ ପୋଲ ଉଦ୍ଘାଟିତ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-, ଆଜି ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ବେଲଗୁଣ୍ଠା ବ୍ଲକ ଓ ସୋରଡା ବ୍ଲକ କୁ ସଂଯୋଗ କରୁଥିବା ଗାଙ୍ଗପୁର ନିକଟସ୍ଥ ବିଞ୍ଜିଗିରି ଠାରେ ଜଡା ପୋଲିକି ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା…
ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ବିଧାୟକ ପ୍ରତାପ ଜେନା କଲେ ରାସ୍ତା ଶିଳାନ୍ୟାସ :
ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ନତକାଇ ମା’ ବୁଢୀ ଜାଗୁଳାଇ ମନ୍ଦିର ଠାରୁ ଭାୟା ନାଳସାହି ରାସ୍ତା ଦେଇ ମହାଜନପୁର ପର୍ଯ୍ୟନ୍ତ…
୧୬୦୦ ଜଣଙ୍କୁ ଭତ୍ତା ଓ ୧୦୦ ଜଣ ସିକିମଧାରୀ ଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କଲେ ବିଧାୟକ ପ୍ରତାପ ଜେନା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନରେ ବୃଦ୍ଧ, ବୃଦ୍ଧା, ଯୁବକ, ଯୁବତୀ, ଦିବ୍ୟାଙ୍ଗ, ଭୂମିହୀନ ଆଦି ସବୁରି ମୁହଁରେ ଫୁଟିଛି ହସ l ଵିକାଶ ପରେ…
ରାଜ୍ୟସ୍ତରୀୟ ନାଟ୍ୟମେଳାର ୪ର୍ଥ ସଂଧ୍ୟା: ପଶାପାଲି ରାଜନୀତିରେ ବାନ୍ଧି ହେଲେ ଦର୍ଶକ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗଣତନ୍ତ୍ର ଆଜି ରାଜନୈତିକ ବ୍ୟକ୍ତିମାନଙ୍କ ଦ୍ୱାରା ତା’ର ଗରିମା ହରାଇବା ସହ ସମ୍ପୂର୍ଣ୍ଣ କଳୁଷିତ । ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀ ବା ଗୋଷ୍ଠୀ ଦ୍ୱାରା ଗଣତନ୍ତ୍ର ଆଜି ନିୟନ୍ତ୍ରିତ । ଯେଉଁ ମାନଙ୍କ ପାଖରେ ପ୍ରଚୁର ଧନ ଅଛି ସେମାନଙ୍କର କ୍ରୀଡ଼ନକ ଭାବରେ ଗଣତନ୍ତ୍ର…
ଘୁମସର ଗାନ୍ଧୀ ସତ୍ୟାଗ୍ରହୀ ଦୀନବନ୍ଧୁ ବେହେରାଙ୍କ ୧୧୮ ତମ ଜୟନ୍ତୀ ସମାରୋହ।
(ଶିବରାମ ଚୌଧୁରୀ )- ଘୁମୁସରର ପ୍ରାଚୀନ ରାଜଧାନୀ ଜୟନ୍ତୀଗଡ ନିକଟସ୍ଥ ପବିତ୍ର ରଘୁନାଥ ସ୍ଵାମୀଙ୍କ ପୀଠ ନେଟଙ୍ଗାସ୍ଥିତ ରତ୍ନପୁର ଠାରେ ତଥା ଦୀନଵନ୍ଧୁ ବେହେରାଙ୍କ ଜନ୍ମ ଭବନ(ଏଣ୍ଟୁଡିଶାଳ )ଠାରେ ତାଙ୍କର ୫ ଫୁଟର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବାସହ ଭବନ ସମ୍ମୁଖରେ ମହା ସମାରୋହରେ ଜୟନ୍ତୀ…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି / ଶିକ୍ଷା ମନ୍ତ୍ରାଳୟ , ନୂଆଦିଲ୍ଲୀ ସ୍ଥିତ ଏ ଆଇ ସି ଟି ଇ ଏବଂ ଅମୃତ କାଳ ବିମର୍ଷ ବିକଶିତ ଭାରତ @୨୦୪୭ର ମିଳିତ ସହଯୋଗ ରେ ଆୟୋଜିତ ଏହି…