Sign in
Sign in
Recover your password.
A password will be e-mailed to you.
ବାଇକ-ପିକ୍ ଅପ୍ ମୁହାଁମୁହିଁ ଧକ୍କା: ଜଣେମୃତ, ଜଣେ ଗୁରୁତର ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ: - ବିଜୁ ଏକ୍ସପ୍ରେସ ଓ୍ବେ ଅମଲିପାଲି ଛକ ନିକଟରେ ପିକଅପ୍ ଓ ବାଇକ ମୁହାଁମୁହି ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଜମଲା ଗ୍ରାମର ଶ୍ରୀରାମ ମେହେର ଓ ତାଙ୍କ ପୁଅ ଆକାଶ ମେହେର ପଦ୍ମପୁର ରୁ ଜମଲା ନିଜ ଘରକୁ ଫେରିବା ବେଳେ ଅମଲିପାଲି ଛକ…
ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଲେ ବହୁ ବିଜେପି କର୍ମୀ l
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁଆଁପାଳ ସ୍ଥିତ ଅଳିଯୋଡ଼ା ସ୍ଥିତ ବାସଭବନରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ତଥା…
ବିଜେଡି ସରକାରର ୨୫ ବର୍ଷର ଅପାରଗତା ବିରୁଦ୍ଧରେ ଆସନ୍ତା କାଲି ଜାରୀ କରାଯିବ ଚାର୍ଜସିଟ୍: ସୁଜିତ୍ ଦାସ
ଭୁବନେଶ୍ୱର, ତା.୨୩/୦୪: ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ଜନବିରୋଧୀ ବିଜେଡି ସରକାରର ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ଅଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାରେ ଓଡିଶାବାସୀ ହନ୍ତସନ୍ତ ହେଉଛନ୍ତି । ପ୍ରତ୍ୟେକ ଦିନ ଓଡିଆ ଅସ୍ମିତା ଓ ସ୍ୱାଭୀମାନର ହତ୍ୟା କରାଯାଉଛି ।…
ରାଜ ନେତା ଓ ପ୍ରଶାସନ ଭୁଲି ଗଲେ ଚିତ୍ରକୋଟ ଗ୍ରାମବାସୀଙ୍କ ଦୁଃଖ।
:ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମବାସୀଙ୍କ ଦୁଃଖ ଭରା ଯାତାୟାତର କାହାଣୀ ନଦେଖିଲେ ବିସ୍ପାସ କରିବା ଏକଦମ ଅସମ୍ଭବ.ଉକ୍ତ ଚିତ୍ରକୋଟ ଗ୍ରାମର ମୁଖ୍ୟ ଆର. ଡ଼ି ରାସ୍ତା ଚର୍ଚ୍ ଛକ ଠାରୁ ସ୍କୁଲ୍…
ନେତାଙ୍କୁ ନୂଆ ଦାୟିତ୍ବ ଦେଲା ବିଜୁ ଜନତା ଦଳ
ଅମର ବରିଷ୍ଠ ଉପସଭାପତି , ସରୋଜ ସାମଲ ବରିଷ୍ଠ ସାଧାରଣ ସମ୍ପାଦକ
ଶ୍ରୀମୟୀଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି, କଳାହାଣ୍ଡି କ୍ୟାମ୍ପେନିଂ କମିଟି ସଭାପତି ଭାବେ ଭୂପିନ୍ଦର ସିଂ
ଭୁବନେଶ୍ୱର : ଟିକଟରୁ ବଂଚିତ ହୋଇଥିବା ଅସନ୍ତୁଷ୍ଟ ନେତାମାନଙ୍କୁ ଦଳୀୟ ପଦବୀ ଓ ଦାୟିତ୍ୱ ଦେଇଛି…
ବିପିଏନଏସଆଇ ଏବଂ ଆଇ ଆଇ ଏସ୍ ଏସ୍ ଏସ୍ ସି ମଧ୍ଯ ରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଭୁବନେଶ୍ୱର -ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଏବଂ ଦକ୍ଷତା, ବିକାଶ, ଉଦ୍ଯମତା ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଲୌହ ଏବଂ ଇସ୍ପାତ କ୍ଷେତ୍ରିୟ ଦକ୍ଷତା ପରିଷଦ ମଧ୍ଯରେ ଏପ୍ରିଲ ୨୩ ତାରିଖରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି।…
ସୋଢଙ୍ଗାଇ ଗ୍ରାମରେ ଅସହ୍ୟ ହେଉଛି ଜଳ ପୀଡା
ଦୁଇ ମାସ ହେଲା ସୋଲାର୍ ଟାଙ୍କି ଅଚଳ,୪୦୦ ଲୋକଙ୍କୁ ଭରସା ଗୋଟିଏ ନଳକୂପ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପାନୀୟ ଜଳ ଯୋଗାଣକୁ ସୁଦୃଢ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ ହେଉଥିବା ବେଳେ ସୋଢଙ୍ଗାଇ ଗ୍ରାମରେ ଏହା ପ୍ରହସନରେ ପରିଣତ ହୋଇଛି ।ଗତ ଦୁଇମାସରୁ ଉର୍ଦ୍ଧ୍ଵ ହେବ…
ପଦ୍ମପୁର ବିଜେପିକୁ ପୁଣି ଶକ୍ତ ଝଟକା l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ: - ସ୍ଥାନୀୟ ବିଜୁ ଜନତା କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ପହୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତର ଶତାଧିକ ବିଜେପି ପୁରୁଷ ଓ ମହିଳା କର୍ମୀ…
ମହାନଦୀ କୂଳରେ ଥିବା ଜିଲ୍ଲାରେ ମରୁଡି ହେବା କ’ଣ ୨୪ ବର୍ଷ ଶାସନର ରୂପାନ୍ତରଣ ? – ଧର୍ମେନ୍ଦ୍ର ପ୍ରଧାନ
ଝାରସୁଗୁଡ଼ା ଲାଇକେରା ଓ କିର୍ମିରାରେ ଜନସମାବେଶ ଏବଂ କର୍ମୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
• ଝାରସୁଗୁଡ଼ାକୁ କଲ୍ୟାଣକାରୀ ଯୋଜନାରେ ମୋଦୀ ଦେଇଛନ୍ତି ପ୍ରାୟ ୪ ହଜାର କୋଟି ଟଙ୍କା • ଲାଇକେରାବାସୀ ଆମ ପରିବାରକୁ ସର୍ବଦା ଆଶୀର୍ବାଦ ଦେଇ ଆସିଥିବାରୁ ମୁଁ ଋଣୀ• କେନ୍ଦ୍ରମନ୍ତ୍ରୀଙ୍କ…
‘ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା’ ବିଜେଡି ନେତ୍ରୀ ସୁଲତା ଦେଓଙ୍କ ପୁରୁଣା ଅଭ୍ୟାସ: କସ୍ତୁରୀ ମିଶ୍ର
ଭୁବନେଶ୍ୱର, ତା.୨୩/୦୪: ବିଜେଡି ସାଂସଦ ସୁଲତା ଦେଓଙ୍କୁ ପାର୍ଟିରେ କୋଣଠେସା କରାଯିବା ପରେ ସେ ଭାଙ୍ଗିପଡିଥିବା ମନେହେଉଛି । ତେଣୁ ନିର୍ବାଚନ ସମୟରେ ଦଳର ଆସ୍ଥାଭାଜନ ହେବା ପାଇଁ ସେ ସୁଜାତା କାର୍ତିକେୟନଙ୍କ ଇଙ୍ଗିତରେ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା…