Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ପ୍ରଥମ ଥର ସମ୍ ହସ୍ପିଟାଲରେ ହାପ୍ଲୋଆଇଡେନ୍ଟିକାଲ୍ ହେମାଟୋପୋଇଟିକ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ସଫଳ
ଭୁବନେଶ୍ୱର, ୨୪/୪ : ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ର କ୍ଲିନିକାଲ୍ ହେମାଟୋଲୋଜି ବିଭାଗ ପକ୍ଷରୁ ଆକ୍ୟୁଟ୍ ମାଇଲଏଡ ଲ୍ୟୁକୋମିଆ (ଏଏମ୍ଏଲ୍) ସମସ୍ୟାରେ ପୀଡ଼ିତା ଜଣେ ୫୧ ବର୍ଷୀୟା ମହିଳାଙ୍କ ଶରୀରରେ…
ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି, ମୁଖ୍ୟମନ୍ତ୍ରୀ ଏହାର ଶ୍ୱେତପତ୍ର ପ୍ରକାଶ କରିବେ କି ? – ଧର୍ମେନ୍ଦ୍ର ପ୍ରଧାନ
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର
• କିଆକଟା ଓ ମାଧପୁର ସମେତ ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ ରୋଡ୍ ସୋ’ରେ ଯୋଗଦେଲେ • ପାଖାପାଖି ୬୦ କିମି ରୋଡ ସୋ’ କଲେ କେନ୍ଦ୍ରମନ୍ତ୍ରୀ • ୨୪ ବର୍ଷ ଧରି ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାରୀ ସରକାର ବିରୋଧରେ…
ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 09 ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରେ ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ…
• ଖୋର୍ଦ୍ଧା ରୋଡ୍, ସମ୍ବଲପୁର, ଟିଟିଲାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ପାଲାସା, ବିଶାଖାପାଟନମ୍, ବିଜୟନଗରମ୍ ଏବଂ ଶ୍ରୀକାକୁଲମ୍ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ସ୍ବଳ୍ପମୂଲ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି।
• ଭାରତୀୟ ରେଳ ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ପାଇଁ ସ୍ବଳ୍ପମୂଲ୍ୟ ଭୋଜନ ପ୍ରଦାନ…
ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ବରଗଡ଼/ ନୂଆପଡ଼ା : ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ପୁଣି ନିଜର ମାନବିକତା ଦେଖାଇଛନ୍ତି । ଘଟଣାନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲଗ ଅନ୍ତର୍ଗତ ବରିହାଫୁଲପାଣି ଗ୍ରାମର ଉପନିଧି ଦଣ୍ଡସେନା ନାମକ ଜଣେ ବ୍ୟକ୍ତି ସିକଲସେଲ ରୋଗରେ ପୀଡ଼ିତ ହୋଇ ଉପଖଣ୍ଡ…
ହିଞ୍ଜିଳିରୁ ବାଜିଲା ଯୋଡି ଶଙ୍ଖ : ମୁଖ୍ୟମନ୍ତ୍ରୀଙ୍କ ବିଜୟ ଶଙ୍ଖଧ୍ବନୀ
ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ବିରୋଧୀ ସବୁବେଳେ ସବୁ କଥାରେ ରାଜନୀତି କରୁଛନ୍ତି, ବିକାଶକୁ ବିରୋଧ କରୁଛନ୍ତି, ଲୋକ ସେମାନଙ୍କ ଅସଲ ରୂପ ଜାଣନ୍ତି
୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ, ଯୁବକ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ, ଆସିବ ଯୁବ ବଜେଟ – ନବୀନ…
ବଡ଼ବିଲ ଅବକାରୀ ଥାନାରେ ଅଗ୍ନିକାଣ୍ଡ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଅବକାରୀ ଥାନା କାର୍ଯ୍ୟାଳୟ ପରିସରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସେଠାରେ ଜବତ୍ ହୋଇ ରହିଥିବା ୨ଟି ବୋଲେରୋ, ଗୋଟିଏ ସ୍କର୍ପିଓ, ଗୋଟିଏ ଅଟୋ ସହ ୧୧ଟି ବାଇକ୍ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇ ଥିବାର…
ବିଜେପିର “ମହା ମିଶ୍ରଣ ପର୍ବ”
https://youtu.be/LUtij1sZESk
ଶାସକ ପ୍ରଶାସକ/ ଖଲ୍ଲିକୋଟ/ ଶିବରାମ ଜେନା): ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ରେ ବିଜେପି ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ସ୍ବର୍ଗତ ଜୟ ସେନ୍ ଙ୍କ ଭାଇ ଚିତ୍ରସେନ ଘୋଷ, ଯେ କି ଜଣେ ଯୁବ ପ୍ରତିଭା ସମାଜସେବୀ ତଥା…
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ
ଭୁବନେଶ୍ୱର, ତା.୨୩/୦୪: ମୋ ପାଖରେ ଟଙ୍କା ନାହିଁ କି ଖଣି, ଖାଦାନ ଓ ଇଣ୍ଡଷ୍ଟ୍ରି ନାହିଁ । ଏଥିଲାଗି ମୁଁ ନିର୍ବାଚନ ଟିକେଟ୍ରୁ ବାଦ୍ ପଡିଲି । ବିଜେଡି ପାଇଁ ୧୦ବର୍ଷ କାମ କଲି, କିନ୍ତୁ ମୋର ପରିଶ୍ରମକୁ ସେମାନେ ଟଙ୍କାରେ ତଉଲିଲେ । ଦଳମତ ନିର୍ଭିଶେଷରେ ଲୋକଙ୍କ ପାଇଁ କାର୍ଯ୍ୟ କରେ ।…
ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା ): ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତ ଦାନ ହାର ବୃଦ୍ଧି କରିବା ନେଇ ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଚାଲି ଅଛି ଭୋଟର ସଚେତନତା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ରେ ଆଜି ଟାଂଗରପାଲି ବ୍ଲକ ପରିସର ରେ ବ୍ଲକ ବୁଥ ସ୍ତରୀୟ ଅଧିକାରୀ…
ପ୍ରାର୍ଥୀପତ୍ର ଦାଖଲ କଲେ ସତ୍ଯଜିତ୍ ।
ଆସିଲେନି ଜିଲ୍ଲା ସଭାପତି ପ୍ରଚାର ମଙ୍ଗ ଧରିଲେ ଶିବ ଗୌଡ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ଆଜି କଂଗ୍ରେସ ପ୍ରାର୍ଥୀ ଯୁବ ନେତା ସତ୍ୟଜିତ ଗମାଙ୍ଗ ହଜାର ହଜାର ସମର୍ଥ କ ଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିବା…