Sign in
Sign in
Recover your password.
A password will be e-mailed to you.
ବିଶାଲ ରାଲିରେ ଆଜି ନାମାଙ୍କନ ପ୍ରାର୍ଥୀ ଦାଖଲ କଲେ ଭବାନିପାଟଣା କଂଗ୍ରେସ ବିଧାୟକ ପ୍ରାଥୀ ସାଗର ଦାସ
ଭବାନୀପାଟଣା (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ସାଗର ଚରଣ ଦାସ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ସହର ଏକ ରାଜନୈତିକ ମାହଲ ସୃଷ୍ଟି ହୋଇଥଲା। କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀଙ୍କ ମନ୍ଦିରରୁ ପ୍ରଥମେ ପୂଜାର୍ଚ୍ଚନା କରି ଏକ…
ଦୁଇ ଅନାଥ ଶିଶୁ ଙ୍କୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଉଦ୍ଧାର କଲେ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ବାରା ଗୁଡାରି ବ୍ଲକର ଖାରିରୁଡା ପଞ୍ଚାୟତର ତଳ ଖାରିଗୁଡା ଗ୍ରାମର ବାପା ମାଆଙ୍କୁ ହରାଇ ସ୍ବତନ୍ତ୍ର ଯତ୍ନ ଆବଶ୍ଯକ କରୁଥିବା ଦୁଇ ଶିଶୁ ଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରାଗଲା। ପ୍ରକାଶ ଯେ ଉଭୟ ଶିଶୁ ଉଭୟ ବାପା ମାଆଙ୍କୁ…
ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ମୋହନା ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତି ସବିତା…
ନାମାଙ୍କନ ପତ୍ର ଦାଖଲ କଲେ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାଥୀ ଜଗନ୍ନାଥ ନୁଣ୍ଡ୍ରୁକା
ରାୟଗଡା :-ରାୟଗଡ଼ା ଜିଲ୍ଲା ବିଷମକଟକ ବିଧାନସଭା ଆସନ ପାଇଁ ଆଜି ବିଜେପି ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକା ମୁନିଗୁଡ଼ା,ବିଷମକଟକ,କୋଲନରା ଓ କଲ୍ୟାଣସିଂହପୁରର ସମସ୍ତ ବିଜେପି ନେତୃମଣ୍ଡଳୀ,ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, କାର୍ଯ୍ୟକର୍ତ୍ତା,ହଜାର ହଜାର କର୍ମୀ,ସମର୍ଥକମାନଙ୍କ ଗହଣରେ ରାୟଗଡ଼ା…
୨୦୨୪ ମସିହାରେ ସାଧାରଣ ନିର୍ବାଚନରେ ସ୍ୱତନ୍ତ୍ର ନିର୍ବାଚନ ରଣନୀତି
ଜଗତସିଂହପୁର,ତା-୨୪.୦୪.୨୦୨୪/ସୁମନ୍ତ କୁମାର ଦାସ: ୨୦୨୪ ମସିହାରେ ସାଧାରଣ ନିର୍ବାଚନରେ ସ୍ୱତନ୍ତ୍ର ନିର୍ବାଚନ ରଣନୀତି ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମିଳିଥିଲା | ଯଦିଓ ବିଜେଡି ଏବଂ ବିଜେଡି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ କଂଗ୍ରେସ ଯୁଦ୍ଧ ପାଇଁ ପ୍ରାର୍ଥୀ ଘୋଷଣା…
ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ନାମାଙ୍କନ ପତ୍ର ଦାଖଲ କଲେ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ରଘୁନାଥ ଗମାଙ୍ଗ ନିଜର ନାମାଙ୍କନ ପତ୍ର ଗୁଣୁପୁର ଉପଜିଲ୍ଲାପାଳ ଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଣୁପୁର ବିଜେଡ଼ି ର ବିଧାୟକ ପ୍ରାର୍ଥୀ…
ଭାରତୀୟ ଜନତା ପାର୍ଟି ରୁ ଗୁଣୁପୁର ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ତ୍ରିନାଥ ଗମାଙ୍ଗ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଗୁଣୁପୁର ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ତ୍ରିନାଥ ଗମାଙ୍ଗ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଗୁଣୁପୁର ଜଗନ୍ନାଥ ମନ୍ଦିର ରେ ଜଗନ୍ନାଥ ଙ୍କୁ ପୂଜା କରିବା ପରେ…
ପ୍ରଥମ ରୟାଲ ଓପନ କରାଟେ ଚମ୍ପିୟାନସିପ ଆସନ୍ତା ୨୭ ଓ ୨୮ରେ.
ରାଉରକେଲା, (ବସନ୍ତ କୁମାର ଜେନା ): ପ୍ରଥମ ରୟାଲ କରାଟେ ଓପନ ଚମ୍ପିୟାନସିପ ୨୦୨୪ ଚଳିତ ମାସ ୨୭ ଓ ୨୮ତାରିଖ ଦିନ ସ୍ଥାନୀୟ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏନେଇ ସେକ୍ଟର ୧୯ ସ୍ଥିତ ଏକ ସ୍ଥାନୀୟ ହୋଟେଲ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମୁଖ୍ୟ ଅନୁଦେଷ୍ଟା…
ମା ମୁତ୍ୟାଲୁମା ଙ୍କ ୨୫ତମ ଚୈତ୍ର ଯାତ୍ରା ଉଦଯାପିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୫ତମ ଶୀତଳ ଚୈତ୍ର ଯାତ୍ରା ଆଜି ମହାଆଡ଼ମ୍ବରରେ ଶେଷ ହୋଇଯାଇଛି । ଆଜି ସକାଳେ ମାଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ, ସୂର୍ଯ୍ୟ ପୂଜା, ମଣ୍ଡଳ ପୁଜା, ଆଳତୀ, ପୁଷ୍ପାଞ୍ଜଳି ,ଦେବତା…
ଜାମସେଦପୁର ସଡ଼କ ଦୁର୍ଘଟଣାରେ ଗୁଣପୁର ଯୁବକଙ୍କ ମୃତ୍ୟୁ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିହାର ଜାମସେଦପୁର ଠାରେ ଏକ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଗୌଡ଼ ସାହିର ପ୍ରଶାନ୍ତ କୁମାର ଗୌଡ଼ଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ବାପା ଅବସରରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମାଧବ ଗୌଡ଼, ମା, ଦୁଇ…