Sign in
Sign in
Recover your password.
A password will be e-mailed to you.
ସିପିଆଇ (ଏମଏଲ) ଲିବରେସନ ତରଫରୁ ନାମାକଂନ ପତ୍ର ପ୍ରଦାନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 22 04 2024 ତାରିଖ ଦିନ ସିପିଆଇ (ଏମ୍ଏଲ) ଲିବରେସନ ସମ୍ପାଦକ ତିରୁପତି ଗମାଙ୍ଗ ଙ୍କ ନେତୃତ୍ୱରେ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ନାମାକଂନ ଶୋଭାଯାତ୍ରା ବାହାରି ଗୁଣପୁର ମୁଖ୍ୟ ବଜାର ଦେଇ ଗୁଣପୁର ନିର୍ବାଚନ ଅଧିକାରୀ କୁ ସି ପି ଆଇ…
ସାଧାରଣ ନିର୍ବାଚନ ପୂର୍ବରୁ ନବରଙ୍ଗପୁର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ.
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି, ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ରଙ୍କ ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦେଶ କ୍ରମେ, ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଓ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ନିରୀକ୍ଷକ…
ଡାବୁଗାଁ ରେ ମା ଠାକୁରାଣୀଙ୍କ କଳସ ଯାତ୍ରା ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀଙ୍କ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ କୃଷିଫାର୍ମ ପରିସରରେ ଥିବା ମା ଠାକୁରାଣୀ ଙ୍କୁ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ମହିଳା କଳସ ମୁଣ୍ଡାଇ…
ପାରଳାଖେମୁଣ୍ଡି ରୁ ବିଜେଡି ପ୍ରାର୍ଥୀ ଓ ମୋହନାରୁ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ
https://youtu.be/9S-wJtHkbw8
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ୫ମ ଦିନରେ ପାରଳାଖେମୁଣ୍ଡି…
ପ୍ରଚାରର ପ୍ରଥମ ଦିନରେ ବିରୋଧୀଙ୍କ ଉପରେ ବର୍ଷିଲେ ବର୍ଷା
https://youtu.be/JJdkLRIYSto
ମାଁ ତାରିଣୀ ଙ୍କର ଆଶୀର୍ବାଦ ନେଇ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବର୍ଷା
ବରଗଡ଼ ;- ଆସନ୍ତା ମେ ମାସ 20 ତାରିଖ ଦିନ ହେବାକୁ ଯାଉଛି ସାଧାରଣ ନିର୍ବାଚନ ପାଇଁ ବରଗଡ଼ ଲୋକସଭା ଓ ଏହାର ଅନ୍ତର୍ଗତ ସାତ ଗୋଟି ବିଧାନସଭା ପାଇଁ ଭୋଟ ଗ୍ରହଣ । ସରିଛି ସବୁ ଦଳର…
‘ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ହେଉଛି ନିର୍ମାଣର ଭବିଷ୍ୟତ’
ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାରେ ଏହି ଉପାଦେୟ ଉପାଦାନର ବିକାଶ ଏବଂ ପ୍ରୟୋଗ ବିଷୟରେ ବିଶଦ ଆଲୋଚନା
ଭୁବନେଶ୍ୱର, ୨୨ ଏପ୍ରିଲ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଭୁବନେଶ୍ୱର (ଆଇଆଇଟି) ପକ୍ଷରୁ ନିକଟରେ 'ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍-ବିକାଶ ଏବଂ ପ୍ରୟୋଗ'…
ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର
ବ୍ରହ୍ମପୁର, ୨୨/୪ : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶାର ବିଭିନ୍ନ ଅଂଚଳରୁ ବହୁ ନିଃସନ୍ତାନ ଦମ୍ପତି ଏହି…
ମା ମୁତ୍ୟାଲୁମା ଙ୍କ ୨୫ତମ ଚୈତ୍ର ଯାତ୍ରା: ଶତାଧିକ ମହିଳା ଭାଗ ନେଲେ କଳସ ଯାତ୍ରାରେ
ଗୁଣୁପୁର- ସ୍ଥାନୀୟ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୫ତମ ଶୀତଳ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି /ଆଜି ସକାଳେ ମାଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ ହୋଇଥିଲା।ପରେ ମନ୍ଦିର ପରିସରରେ ଧ୍ୱଜ ପ୍ରତିଷ୍ଠା , ସୂର୍ଯ୍ୟ ପୂଜା,ଘାଟଶାଳା ପ୍ରଵେଶ, ସ୍ତମ୍ଭ ରକ୍ଷା, ମଣ୍ଡଳ ପୁଜା,…
ପତି ଆଉଟ, ପତ୍ନୀ ଇନ
https://youtu.be/pU5Jvelm85k
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଟିକଟ କଟିଛି | ହେଲେ ଘର ଭିତରେ ରହିଛି ଟିକଟ |ଅର୍ଚ୍ଚନା ରେଖା ବେହେରାଙ୍କୁ ବିଜେଡି ରଘୁନାଥପାଲ୍ଲୀ ଆସନ ପାଇଁ ପ୍ରାର୍ଥୀ କରିଛି | ଅର୍ଚ୍ଚନା ହେଉଛନ୍ତି ରଘୁନାଥପଲ୍ଲୀ ବିଧାୟକ…
ଓଜେୟୁ ପୁରୀ ଶାଖା ପକ୍ଷରୁ ବନ୍ଧୁମିଳନ
ପୁରୀ (ଅନିମେଶପଟ୍ଟନାୟକ): - ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ସମ୍ବାଦିକ ସଂଘ ସହ ଅନୁବନ୍ଧିତ ରେଜିଷ୍ଟ୍ରିଭୁକ୍ତ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ପୁରୀ ଶାଖା ପକ୍ଷରୁ ପ୍ରାକୃତିକ ପରିବେଶରେ ଥିବା କୋଣାର୍କ ରାସ୍ତାର ନୂଆନଈ ଠାରେ ଆନନ୍ଦ ଉଲ୍ଲାସର ସହ ବଣଭୋଜି ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ…