ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ବିଜେଡି

ଏସଏଚଜି ମହିଳାଙ୍କୁ ଦୁବାଇ ନପଠାଇବାକୁ କରିଥିଲେ ଷଡଯନ୍ତ୍ର ମହିଳାଙ୍କୁ ପୁଣିଥରେ ଘରର ଚାରିକାନ୍ଥ ଭିତରେ ରଖୁବାକୁ ଉଦ୍ୟମ ମହିଳା ବିରୋଧ ମନୋଭାବର ଉଚିତ୍ ଜବାବ ଦେବେ ମହିଳା ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି…

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” – ଓଡ଼ିଆ ସଂସ୍କରଣ କଟକରେ ଲୋକାର୍ପିତ

କଟକବାସୀଙ୍କ ହୃତ ଗୌରବ ଫେରାଇ ଆଣିବା ପାଇଁ " ମୋଦିଙ୍କ ଗ୍ୟାରେଂଟି" ଜରୁରୀ : ଭର୍ତୃହରି ମହତାବ  ମୋଦି ଗ୍ୟାରେଂଟି ସଂକଳ୍ପପତ୍ର-୨୦୨୪ର ଓଡ଼ିଆ ସଂସ୍କରଣକୁ ବିଜେପି ଓଡ଼ିଶାର ଘରେ ଘରେ ପହଂଚାଇବ  ମୋଦିଙ୍କ ଗ୍ୟାରେଂଟି ଦ୍ୱାରା ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ…

ଦାଦନ ଯନ୍ତ୍ରଣାରେ ଆଖି ବୁଜିଲେ ଭଞ୍ଜନଗର ବ୍ଳକ୍ ଖମାରେଡି ଗ୍ରାମର ଯୁବକ, ନରସିଂହ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଦାଦନ ଯନ୍ତ୍ରଣା ରେ ଛଟପଟ ହେଉଛି ଗଂଜାମ ଜିଲ୍ଲା, କିଏ ତାମିଲନାଡୁ ଯାଉଛି ତ କିଏ ସୁରତ ତ; ଆଉ କିଏ ହାଇଦ୍ରାବାଦ୍। ସେଠାରେ ପୁଣି ପ୍ରତ୍ୟେକ ଦିନ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦେବାର ଖବର ଆସୁଛି।ଓଡ଼ିଶାରେ ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ର…

ପ୍ରସିଦ୍ଧ ବୈଶାଖ ମେଳାର ପୋଷ୍ଟର ଉନ୍ମୋଚନ

ବରଗଡ଼ ;- ଆସନ୍ତା ମେ ମାସ 19 ତାରିଖ ରୁ 23 ତାରିଖ ପର୍ଯନ୍ତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ପ୍ରସିଦ୍ଧ ବୈଶାଖ ମେଳା ର ଭବ୍ୟ ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ଆଜି ମହାପ୍ରଭୁଙ୍କ ମନ୍ଦିର କାର୍ୟ୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ବରିଷ୍ଠ…

“ପିଟିପିଟି ମାରିଦେଲେ ମୋ ପୁଅକୁ”

ଅଭିଯୋଗ କଲେ ମୃତକଙ୍କ ମା।। ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ଅଧିନ ବଡଚାଟରା ଗ୍ରାମର ସ୍ବର୍ଗତ ଡମ୍ବରୁ ମହାନ୍ତ(୧୯)ଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ମୁତକଙ୍କ ମାଆ ସରସ୍ବତୀ ମହନ୍ତଙ୍କ ଲିଖିତ ଏତେଲା କ୍ରମେ ଆଜି ଦିନ ପ୍ରାୟ ୨ଟାରୁ ୩ଟା ମଧ୍ୟରେ…

୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନେଟ ଲାଭ ୭.୩ ପ୍ରତିଶତ ବୃଦ୍ଧି ସହ ୭୯୦୨୦ କୋଟି ଟଙ୍କା

ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଆଜି ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭ ୭.୩ ପ୍ରତିଶତ…

ପୁରୁଣା ଘରକୁ ବାହୁଡ଼ିଲେ ବିମ୍ବାଧର

 ବିଜୁ ମହିଳା ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ନିବେଦିତା ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ହେଲେ ସାମିଲ  ପଶ୍ଚିମଓଡ଼ିଶା କଳାକାର ସାମୁଖ୍ୟର ସଂଯୋଜକ ସରୋଜ କୁମାର ଭୂୟାଁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅନିଲ କୁମାର ଗୁରୁ, କେନ୍ଦୁଝର ଜିଲ୍ଲାର ଯୁବ…

ଧରିତ୍ରୀ ଦିବସ ପାଳିତ

ଓଡ଼ଗାଁ: ଧରିତ୍ରୀ ମାତାଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଜନ ସଚେତନତା ସୃଷ୍ଟି ନିମନ୍ତେ ସାରା ବିଶ୍ୱରେ ଆଜି ପବିତ୍ର ଧରିତ୍ରୀ ଦିବସ ପାଳିତ ହେଉଛି । ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅରୋମିରା ଟ୍ରଷ୍ଟ , କୁରାଳ ଆନୁକୂଲ୍ୟରେ ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ…

ଶିବ ଧନୁ ଭାଙ୍ଗି କରି ସୀତାଙ୍କ ଠାରୁ ବରଣମାଳା ଗ୍ରହଣ କଲେ ଶ୍ରୀରଘୁନାଥ

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ୫ମ ସନ୍ଧ୍ୟା ଓଡଗାଁ, ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ଆଜି ହେଉଛି ୫ମ ସନ୍ଧ୍ୟା । ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ଗୁରୁ ବିଶ୍ୱାମିତ୍ର,ସହିତ ଦାସଦାସୀ ଏବଂ ଅନ୍ୟାନ୍ୟ…

ତାଳଚେରରେ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ହିଙ୍ଗୁଳା ଯାତ୍ରା ଭରସା ଓ ବିଶ୍ୱାସର ଅନନ୍ୟ ପରମ୍ପରା- ଧର୍ମେନ୍ଦ୍ର ପ୍ରଧାନ • ମା’ଙ୍କ ଦର୍ଶନ କରିବା ସହ ଉଭାସ୍ଥଳରେ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ • ଓଡ଼ିଆ ଅସ୍ମିତା ସର୍ବଦା ବଜାୟ ରହିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେଉ, ଏହା ମା’ଙ୍କ ପାଖରେ ପ୍ରାର୍ଥନା କଲେ •…