ଭକ୍ତ ପାଇଲେ ନୀଳାଚଳ ଅବଢା

ପୁରୀ , ୨୮/୭: ନୀଳାଦ୍ରିନାଥ ରଥାଯାତ୍ରା ଲୀଳାଖେଳା ସାରି ସୋମବାର ରାତିରେ ନୀଳକନ୍ଦରକୁ ଯାଇ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ଶ୍ରୀମନ୍ଦିର ପୁଣି ଲାଗିଲା ଗହଳିଚହଳି । ୧୨ ଦିନଧରି ରୋଷଘରେ ଅବଢା ପ୍ରସ୍ତୁତି ହୋଇନଥିଲା । ମଙ୍ଗଳବାର ମହାପ୍ରସାଦ ନୀଳାଚଳ ଅବଢା ଭାବେ ଭକ୍ତ ମାନେ…

କାଣିଝର ନଦୀରେ ଭୀଷଣ ବନ୍ୟା ପରିସ୍ଥିତି: ଲୋକଙ୍କ ଜୀବନ ଜୀବିକା ବିପନ୍ନ

ଅନେକ ଗାଁ ଯୋଗାଯୋଗରୁ ବିଛିନ୍ନ, ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ ହେବାର ଆଶଙ୍କା କେନ୍ଦୁଝର: ୨୭/୦୭/୨୦୨୬- ଗତକାଲି ରାତ୍ରି ଠାରୁ ଆରମ୍ଭ କରି ଆଜି ଦିନ ତମାମ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଣିଝର ନଦୀରେ ଭୀଷଣ ଆକାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାସ୍ତା…

ପିଏମଶ୍ରୀ ସୋଲପଟ୍ଟା ସରକାରୀ ନୋଡାଲ ହାଇସ୍କୁଲ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ବରାଡ…

ଓଡ଼ଗାଁ, ୨୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପିଏମଶ୍ରୀ ସୋଲପଟ୍ଟା ସରକାରୀ ନୋଡାଲ ହାଇସ୍କୁଲ ପରିଚାଳନା କମିଟିର ସଭାପତି ରୁପେ ପୂର୍ଣ୍ଣଚନ୍ଦ୍ର ବରାଡ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଲକ୍ଷ୍ମୀ ନାୟକ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ବିଦ୍ୟାଳୟ ଶ୍ରେଣୀ…

ସାମାନ୍ୟ ଦୁର୍ଘଟଣା ବଚସାରୁ ତୁମୁଳକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମାନ୍ୟ ଏକ ଦୁର୍ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ୬ବର୍ଷୀୟ ନାବାଳକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କ ପରିବାରବର୍ଗଙ୍କ ସହ ଅସଦବ୍ୟବହାର କରିବା ସହ ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି…

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବେଲଗୁଣ୍ଠା,୨୭/୦୭, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷେତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି। ଏହି ଅବସରରେ ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତା କରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ସରସ ସୁନ୍ଦର ଭାବେ ପାଳନ…

ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଦେବସ୍ନାନ ମଣ୍ଡପ ଠାରେ ଗଜପତି ଜିଲ୍ଲା ର କଳାକାର ମାନଙ୍କ ଦ୍ବାରା ପାଞ୍ଚ ଦିନ…

ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି, ସମାଧାନ ଶୂନ୍ୟ; ଘଣ୍ଟ ବଜାଇ ଜହ୍ନିମୂଳବାସୀଙ୍କ ଅଭିନବ ପ୍ରତିବାଦ ।

କେନ୍ଦ୍ରାପଡା:୨୮।୭(ପ୍ରଫୁଲ୍ଲ କୁମାର ମଲ୍ଲ) ଦୀର୍ଘ ତିନି ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ପାଟନାଳୀ ରାସ୍ତା ଓ ପୋଲ କାମ ସମ୍ପୂର୍ଣ୍ଣ କରିବା ସହ ଜଳ ନିଷ୍କାସନ ଏବଂ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଜହ୍ନିମୂଳ ଗ୍ରାମବାସୀ ଅଭିନବ ଢଙ୍ଗରେ ପ୍ରତିବାଦ…

ନିର୍ବାଚନ ରୋଲ୍ ପର୍ଯ୍ୟବେକ୍ଷକଙ୍କ ନବରଙ୍ଗପୁର ଗସ୍ତ: SIR-2026 କାର୍ଯ୍ୟର ସମୀକ୍ଷା, ସ୍ୱଚ୍ଛ ନାମାବଳୀ ପାଇଁ…

ନବରଙ୍ଗପୁର, ତା. ୨୮.୦୭.୨୦୨୬:ନିର୍ବାଚନ ରୋଲ୍ ପର୍ଯ୍ୟବେକ୍ଷକ ତଥା ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦିକ୍ ଆଲମ୍, ଭା ପ୍ର ସେ ଆଜି ଦ୍ୱିତୀୟ ଥର ପାଇଁ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନ୍ତର୍ଗତ କାର୍ଯ୍ୟର ଅଗ୍ରଗତି…

ଜିଲ୍ଲାସ୍ତରୀୟ ସ୍ବଳ୍ପମୂଲ୍ୟ ବିଶିଷ୍ଟ ବିଜ୍ଞାନ ଶିକ୍ଷା ପ୍ରଣାଳୀ ସେଞ୍ଚୁରିୟନ ପବ୍ଲିକ ସ୍କୁଲଠାରେ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମାଜିକ- ସାଂସ୍କୃତିକ ଉନ୍ନୟନ କେନ୍ଦ୍ର , ଓଡିଶା ଦ୍ବାରା ଆୟୋଜିତ ଏକ ଜିଲ୍ଲାସ୍ତରୀୟ ସ୍ବଳ୍ପମୂଲ୍ୟ ବିଶିଷ୍ଟ ବିଜ୍ଞାନ ଶିକ୍ଷାଭିତ୍ତିକ କର୍ମଶାଳା ସ୍ଥାନୀୟ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସେଞ୍ଚୁରିୟନ ପବ୍ଲିକ ସ୍କୁଲଠାରେ ଅନୁଷ୍ଠିତ…