ସ୍ୱାମୀଜୀଙ୍କ ଦର୍ଶାଯାଇଥିବା ପଥକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି – ଧର୍ମେନ୍ଦ୍ର…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ • ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ମାନନୀୟ ଦତ୍ତାତ୍ରେୟ ହୋସବାଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନ୍ତର୍ଜାତୀୟ କ୍ରିୟାଯୋଗ ସଂଗଠନର ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ପରମହଂସ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା: ଓଡିଶାରେ ୩.୨୧ କୋଟିରୁ ଅଧିକ ହିତାଧିକାରୀ

ଦେଶର ପ୍ରାୟ ୮୦ କୋଟି ଲୋକେ ଉପକୃତ, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ସୂଚନା ଭୁବନେଶ୍ୱର, ୨୮/୦୭/୨୦୨୬ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେଉଛନ୍ତି ଏବଂ ଏଥିଲାଗି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର…

ରାୟଗଡ଼ା ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପାସେଞ୍ଜର ଟ୍ରେନ୍ ବାତିଲ୍ ।

ଭୁବନେଶ୍ୱର, ୨୭ ଜୁଲାଇ, ୨୦୨୬: ରାୟଗଡ଼ା ମଣ୍ଡଳର କେଉଟଗୁଡ଼ା ଏବଂ ସିକରପାଇ ମଧ୍ୟରେ ଥିବା ଟନେଲ (ସୁଡ଼ଙ୍ଗ) ନଂ. ୩୨ରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ, କେତେକ ନିର୍ଦ୍ଦିଷ୍ଟ ବୁଧବାର ଦିନ ଦୁଇଟି ପାସେଞ୍ଜର ଟ୍ରେନ୍ ବାତିଲ୍ ରହିବ। ନିମ୍ନଲିଖିତ ଟ୍ରେନଗୁଡ଼ିକ…

ରାଉରକେଲା ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି ୫୮କୋଟି ୯୬ଲକ୍ଷ ଟଙ୍କା

ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ / ଭୁବନେଶ୍ୱର, ୨୭ । ୦୭ : ରାଉରକେଲା ବିମାନବନ୍ଦରର ବିକାଶ ପାଇଁ କେନ୍ଦ୍ର ସରକାର ୫୮କାଟି ୯୬ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଷ୍ଟିଲ ଅଥରିଟୀ ଅଫ୍‍ ଇଣ୍ଡିଆ ଲିମିଟେଡ (ସେଲ୍‍) ମାଲିକାନାରେ ଥିବା…

କିଟ୍‍ ଓ କିସ୍‍ ପକ୍ଷରୁ ଜ୍ୟୋତିର୍ମୟୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା:୫ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ

ଭୁବନେଶ୍ୱର, ୨୭ ।୭: ଇଣ୍ଡିଆନ୍ ଆଇଡଲ୍ ସିଜନ୍‌–୧୬ ଜିତି ଇତିହାସ ରଚିଥିବା ଓଡ଼ିଆ ଝିଅ ତଥା କିଟ ଛାତ୍ରୀ ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ସ୍ୱାଗତ…

କୃତ୍ରିମ ବୁଦ୍ଧିମତା ହିଁ ସାଂପତ୍ରିକ ଭାରତର ଆହ୍ୱାନ: ପ୍ରଫେସର ସୁଧିନ୍ଦ୍ର ନାଥ ପଣ୍ଡା

ସୋଆରେ ବିଂଶତମ ଏମ ଏସ ସ୍ୱାମୀନାଥନ ସ୍ମାରକୀ ବକ୍ତୃତା ମାଳା ଭୁବନେଶ୍ୱର, ଜୁଲାଇ ୨୭: କୃଷିର ଆଧୁନିକୀକରଣରେ ଯେଉଁ କେତୋଟି ଦିଗ ବାସ୍ତବିକ କୃଷି ବିଜ୍ଞାନର ଦିଗବଳୟକୁ ପରିବର୍ତିତ କରିଛି ସେଥିମଧ୍ୟରୁ କୃତ୍ରିମ ବୁଦ୍ଧିମତା ଓ ସ୍ମାର୍ଟ ଏଗ୍ରିକଲଚର ପ୍ରମୁଖ । ଜୀବନ ଓ ଜୀବିକା ସହିତ…

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଜୁଲାଇ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସଏସ୍) ଶାଖା ତରଫରୁ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ (ଆଇଭିଏସ୍ଏଏଚ୍) ପରିସରରେ ଶନିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବୃକ୍ଷ ହିଁ ଜୀବନ ।…

ଗଭୀର ଅବପାତ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ସମୀକ୍ଷା; ୨୪ ଘଣ୍ଟିଆ ସତର୍କତା ଓ ତ୍ୱରିତ ରିଲିଫ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ ସମସ୍ତ ପ୍ରମୁଖ ନଦୀ ବିପଦ ସ୍ତର ତଳେ ; ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଭୁବନେଶ୍ୱର, ୨୭ ଜୁଲାଇ, ୨୦୨୬ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…

ଅଶ୍ରୁଳ ଶ୍ରଦ୍ଧାଞ୍ଜଳିରେ ବିଦାୟ ନେଲେ ନୃତ୍ୟଗୁରୁ ସସ୍ମିତା ପଣ୍ଡା; ଭାବବିହ୍ୱଳ ପରିବେଶରେ ଝରିଲା ଅଶ୍ରୁ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଅକାଳରେ ନିଭିଯାଇଥିବା ନୃତ୍ୟଗୁରୁ ସ୍ୱର୍ଗତ ସସ୍ମିତା ପଣ୍ଡାଙ୍କ ସ୍ମୃତିରେ ରବିବାର ସ୍ଥାନୀୟ ଶିଶୁ ମନ୍ଦିର ସଭାଗୃହରେ ଏକ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ, କଳାପ୍ରେମୀ,…

ବିଧାନସଭା ସ୍ଥାୟୀ କମିଟି ପେପର ଲେଡ ବୈଠକରେ ଗଜପତି ର ବିଭିନ୍ନ ଐତିହ ପ୍ରସଙ୍ଗ ଉଠାଇଲେ ବିଧାୟକ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର "କମିଟି ଅନ୍ ପେପର୍ସ ଲେଡ୍ ଅନ୍ ଦ ଟେବୁଲ୍"ର ଦ୍ୱିତୀୟ ବୈଠକ ସୋମବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର କକ୍ଷ ନଂ–୫୫ରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ଏହି…