ନୀଟପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା ଓ ଦିଲ୍ଲୀ ଠାରେ ଛାତ୍ର ଛାତ୍ରୀଙ୍କ ପ୍ରତି ପୋଲିସ ପ୍ରଶାସନର ଅମାନୁଷିକ ଲାଠି…

ବିରୋଧ ସହ ପ୍ରାଣ ହରାଇଥିବା ଛାତ୍ର ଛାତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ନବରଙ୍ଗପୁର, 27/07/2026,ନବରଙ୍ଗପୁର ସହର ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା କଂଗ୍ରେସ ସଭାପତି ସୁଶ୍ରୀ ଲିପିକା ମାଝୀ ଙ୍କ ନେତୃତ୍ୱରେ…

ଶ୍ରାବଣ ସୋମବାର: ହଜାର ହଜାର କାଉଡିଆଙ୍କ ସମାଗମ।

ନୀଳଗିରି, ୨୭/୦୭,: ଶ୍ରାବଣ ସୋମବାର ଅବସରରେ ହଜାର ହଜାର କାଉଡିଆଙ୍କ ବୋଲ ବମ୍‌ ହର୍‌ ହର୍‌ ବମ୍‌, ଭୋଲା ବାବା ପାର୍‌ କରେଗା…ଧ୍ୱନିରେ ପ୍ରକମ୍ପିତ ହେବା ସହ ଉତ୍ସବମୁଖର ହୋଇଉଠିଲା ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ପଞ୍ଚଲିଙ୍ଗେଶ୍ଵର । ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର…

ଡେରାବିଶରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି: ୫୫ଟି ଅଭିଯୋଗ ପଞ୍ଜୀକୃତ ।

କେନ୍ଦ୍ରାପଡା:27/07 (ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।​ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଯୋଗଦେଇ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି।​ଆଜିର…

ଲଗାଇ ଦେ ତୋ ଡୋରୀ

🔹🔹🔹🔹🔹🔹🔹 ତୋ ଡୋରୀ ଲଗେଇ ନୀଳାଚଳ ଧାମନେଇ ଯାଆ ଥରେ କାଳିଆ ମୋତେମନମୋହନରେ କଳାବଦନରେଜୀବନଠୁ ଭଲ ପାଏ ମୁଁ ତୋତେ ।। ତୋହରି ଭକତ ଦାସିଆ ବାଉରୀପଦଧୂଳିକି ମୁଁ ନୁହଁଇଟି ସରିଭକତିରେ ଦେଲା ଆମ୍ବ ନାରିକେଳଶ୍ରୀ ନୀଳଚକ୍ରରୁ ନେଲୁ ହାତେ ଧରିଭକତ ବତ୍ସଳ ତୁହିରେ କାଳିଆଭକତି ଟିକିଏ ଦେ ତୁ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଲୀଳା ଖେଳ ସାରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ବେଦୀକୁ ଯାଇଛନ୍ତି। …

ଝାରସୁଗୁଡ଼ା ରେଳ ଷ୍ଟେସନର ସମସ୍ୟା ନେଇ ରେଳମନ୍ତ୍ରୀଙ୍କୁ ଦୀପାଳି ଦାସଙ୍କ ଚିଠି

ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଜରୁରୀ ହସ୍ତକ୍ଷେପ ଦାବି ଝାରସୁଗୁଡ଼ା, ୨୭/୭: ଝାରସୁଗୁଡ଼ା ରେଳ ଷ୍ଟେସନରେ ଦୀର୍ଘଦିନ ଧରି ଲାଗିରହିଥିବା ଯାତ୍ରୀ ସେବା ଓ ଭିତ୍ତିଭୂମିଗତ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ…

ବେଲପଡ଼ା ସିହିନୀର ବେଆଇନ କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ନୀରବ! ବେଲପଡ଼ା/ବଲାଙ୍ଗିର,: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ସିହିନୀ ଗ୍ରାମରେ ଜଣେ ବ୍ୟକ୍ତି ବେଆଇନ ଭାବେ କ୍ଲିନିକ ପରିଚାଳନା କରୁଥିବା ଅଭିଯୋଗ ପ୍ରକାଶ ପାଇଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ କ୍ଲିନିକରେ…

ରୋଟାରୀ କ୍ଲବ୍ ର ୧୯ ତମ ଅଧିଷ୍ଠାନ ଦିବସ

ବେଲଗୁଣ୍ଠା -:୨୭/୦୭, -(ଶିବରାମ ଚୌଧୁରୀ )-ରବିବାର ସଂଧ୍ୟାରେ ଭଞ୍ଜନଗର ରୋଟାରୀ କ୍ଲବ୍ ର ୧୯ ତମ ଅଧିଷ୍ଠାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବର୍ଷ ୨୦୨୭-୨୮ ର ରୋଟାରୀ ଜିଲ୍ଲା -୩୨୬୨ ର ପ୍ରାନ୍ତପାଳ ରୋଟାରିଆନ ଇନ୍ଦ୍ରଜିତ ସାହୁ ଯୋଗ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ…

ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯିବ

ଜଲେଶପଟ୍ଟା ଆଶ୍ରମର ଐତିହ୍ୟର ସୁରକ୍ଷା ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା’ (CMSA) ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କଲେ- ମୁଖ୍ୟମନ୍ତ୍ରୀ ଜଲେଶପଟ୍ଟା ଆଶ୍ରମ ଐତିହ୍ୟର ସଂରକ୍ଷଣ, ଜଳ ଯୋଗାଣ ପାଇଁ ମେଗା ରିଭର ଲିଫ୍ଟ, ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ଏବଂ…