ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ରେ ଜଳିଗଲା ଏସି,ପୋଡ଼ିଗଲା କାନ୍ଥ ଟାଇଲ

ଓଡ଼ଗାଁ, ୨୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ରୋଗୀ ନିରୀକ୍ଷଣ ଗୃହରେ ବୁଧବାର ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟି ଏୟାର କଣ୍ଡିସନର୍‌ (ଏସି) ସମେତ କାନ୍ଥର ଟାଇଲ୍‌ ପୋଡ଼ି ନଷ୍ଟ ହୋଇଯାଇଛି।…

ଗଡର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଜଳବନ୍ଦୀରେ

ଦେବୋତ୍ତର ବିଭାଗ ସହ ଆଲୋଚନା କଲେ ଦେବାଳୟ ସୁରକ୍ଷା କମିଟି, ନୂତନ ଭାବେ ନିର୍ମାଣ ହେବ ମାଁ ଙ୍କ ପରଭା ବଲାଙ୍ଗିର,୨୯/୭ - ବଲାଙ୍ଗିର ର ୪୮ ପାଟ ର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କର ମନ୍ଦିର ବର୍ଷା ପାଣିରେ ଉବୁଡୁବୁ । ମୁଖ୍ୟ ଗମ୍ଭିରା ଘର ଗମ୍ଭୁଜ ଦିର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ…

ବ୍ରିଜ ନିର୍ମାଣରେ ବିରାଟ ଖାଲ, ନାହିଁ ବ୍ୟାରିକେଡ୍‌, ନାହିଁ ସତର୍କ ସୂଚନା; ବର୍ଷାରେ କାଦୁଅ ପାଲଟିଛି ବିପଦର ଫାଶ

ମୃତ୍ୟୁକୁ ଡାକୁଛି ପାଟଣାଗଡ଼–ଧୂମାଭଟା ବାଇପାସ! ପାଟଣାଗଡ଼/ବଲାଙ୍ଗିର,:-ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼–ଧୂମାଭଟା ମୁଖ୍ୟ ରାସ୍ତାରେ ଚାଲିଥିବା ବ୍ରିଜ ନିର୍ମାଣ କାର୍ଯ୍ୟ ଯୋଗୁଁ ଯାତାୟାତ ପାଇଁ ଅସ୍ଥାୟୀ ଭାବେ ମାଟି ପକାଇ ଏକ ବାଇପାସ ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ଲଗାଣ…

ଭଏଷା ଗ୍ରାମରେ ବୈଧ ଯୋଗ୍ୟତା ବିନା ଚିକିତ୍ସା ଅଭିଯୋଗ; ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ପାଟଣାଗଡ଼ରେ ପୁଣି କ୍ୱାକ୍ ଡାକ୍ତର ଆତଙ୍କ! ପାଟଣାଗଡ଼/ ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରେ କଥିତ କ୍ୱାକ୍ ଡାକ୍ତରଙ୍କ ଦ୍ୱାରା ବେଆଇନ ଚିକିତ୍ସାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଭଏଷା ଗ୍ରାମରେ ବିପିନ ସାହୁ ନାମକ ଜଣେ ବ୍ୟକ୍ତି ବୈଧ ଡାକ୍ତରୀ ଯୋଗ୍ୟତା ଓ ସରକାରୀ…

ପାଚିକା ଓ ସହାୟିକାଙ୍କ ତାଲିମ୍ ଶିବିର ଉଦଯାପିତ

ବେଲଗୁଣ୍ଠା,୨୯/୦୭, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକର ସମସ୍ତ ବିଦ୍ୟାଳୟରେ ପିଏମ୍ ପୋଷଣ ଏବଂ ଏମ୍ଏମ୍ ପୋଷଣ ଅଧୀନରେ କାର୍ଯ୍ୟରତ ପାଚିକା ଏବଂ ସହାୟିକାମାନଙ୍କର ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି। ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟେକ୍ଷ…

ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୨୨ତମଜନ୍ମଜୟନ୍ତୀ ଅବସରରେ ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ‘ନୈତିକତା ଦିବସ’ ପାଳିତ

କମ୍ପାନୀର ସମସ୍ତ କର୍ମଚାରୀ ସଚ୍ଚୋଟତା ଏବଂ ନୈତିକ ନେତୃତ୍ୱର ସଂସ୍କୃତିକୁ ସୁଦୃଢ଼ ​​କରିବା ସହିତ ଟାଟା ଆଚରଣ ସଂହିତା ପ୍ରତି ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିଛନ୍ତି। ବୁର୍ଲା, ୨୯ଜୁଲାଇ୨୦୨୬:ଟାଟା ଗ୍ରୁପ୍‌ର ନୈତିକତା, ସଚ୍ଚୋଟତା ଓ ରାଷ୍ଟ୍ର ଗଠନର ସମୃଦ୍ଧ ପରମ୍ପରାକୁ ଆଗେଇ…

ସାମାଜିକ ଓ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦର୍ଶ ଥାନା , ପାରଳାଖେମୁଣ୍ଡି କାର୍ଯ୍ୟାଳୟ ଠାରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ବରିଷ୍ଠ ନାଗରିକ ମାନଙ୍କ ସାମାଜିକ ଓ ସଡ଼କ ସୁରକ୍ଷା ଉପରେ ଜିଲ୍ଲା ଆରକ୍ଷୀ ବିଭାଗ ତରଫ ରୁ ଏକ ଆଲୋଚନା ସଭା ଆୟୋଜନ କରାଯାଇଛି।ଏହି ସଭା ଥାନା ର ସଡ଼କ…

ସୋଆ ପକ୍ଷରୁ ରାୱେ କାର୍ଯ୍ୟକ୍ରମ ଅଧୀନରେ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଜୁଲାଇ ୨୯: କୃଷକଙ୍କ ସଶକ୍ତୀକରଣ, ନିରନ୍ତର କୃଷି ବିକାଶ ଏବଂ କୃଷି ଛାତ୍ରଛାତ୍ରୀଙ୍କ ବ୍ୟବହାରିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ୨୦୨୬-୨୭ ନିମନ୍ତେ ଗ୍ରାମୀଣ କୃଷି…

ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଜେ.ଆର.ଡି. ଟାଟାଙ୍କ ୧୨୨ତମ ଜୟନ୍ତୀ ପାଳିତ

କଳିଙ୍ଗନଗର, ଜୁଲାଇ ୨୯, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ୍ (ଏନଆଇଏନଏଲ) ପକ୍ଷରୁ ମହାନ ଶିଳ୍ପପତି ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଜେ.ଆର.ଡି. ଟାଟାଙ୍କ ୧୨୨ତମ ଜୟନ୍ତୀ ବୁଧବାର ଦିନ କଳିଙ୍ଗନଗର ସ୍ଥିତ ସମସ୍ତ ୟୁନିଟ୍‌ରେ ବେଶ୍ ଉତ୍ସାହର…

ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମର୍ମନ୍ତୁଦ ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁରେ ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କର ଜାମିନ ଆବେଦନ ନାମଂଜୁର ହେବା ଫଳରେ ଗିରଫ କରାଯାଇଛି। ୨୦୨୧ ଜୁଲାଇ ମାସରେ…