Sign in
Sign in
Recover your password.
A password will be e-mailed to you.
ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ
ଜଗତସିଂହପୁର: ଅକ୍ଟୋବର ୨ ତାରିଖ ଠାରୁ ୧୪ ନଭେମ୍ବର, ୨୦୨୬ ରିଖ ପର୍ଯ୍ୟନ୍ତ ଦୀର୍ଘ ୪୪ ଦିନ ଧରି ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ପରିପ୍ରେକ୍ଷୀରେ ୨ ତାରିଖ ରୁ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ମଣ୍ଡାସାହି, କଣ୍ଟିଲୋ, ପଲି, ଜାହାନ୍ ପୁର, ବାଲିକୁଦା!-->…
ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ବାଣପୁର:(ସେକ୍ କୌସର):ବାଣପୁର ଗୋଷ୍ଠି ଶିକ୍ଷା ଅଧିକାରୀ, ଵିଆରସିସି ଙ୍କ ତତ୍ୱାବଧାନ ରେ ବାନାମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପ୍ରମୋଦ କୁମାର ପାତ୍ର ଙ୍କ ଦ୍ଵାରା ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ଉଚ୍ଚ!-->!-->!-->…
ଡିଏଚ୍ଏଚ୍ରେ ମଡ୍ୟୁଲାର କିଚେନ୍ ପାଇଁ ୨.୧୯ କୋଟି ଟଙ୍କାର ଅନୁମୋଦନ
ଝାରସୁଗୁଡ଼ା, ୩/୧୦: ଝାରସୁଗୁଡ଼ା ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ପରିସରରେ ମଡ୍ୟୁଲାର କିଚେନ୍ ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ଯୋଜନା ଅଧୀନରେ ଏହି ନିର୍ମାଣ କାର୍ଯ୍ୟ!-->…
ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ ପତି ଅସୁସ୍ଥ ହୋଇପଡ଼ିଛନ୍ତି। ଯାତ୍ରା ସମୟରେ ମିଲକା ପାଙ୍ଗା ନିକଟରେ ସେ!-->!-->!-->…
ଛେଣ୍ଡ ଥାନା ଲୁଟ୍ ମାମଲାରେ ୪ ଗିରଫ, ଆଇଫୋନ୍-୧୪, ନଗଦ ଟଙ୍କା ସହ ୨ଟି ସ୍କୁଟି ଜବତ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଛେଣ୍ଡ ଥାନା ପୁଲିସ ଏକ ଲୁଟ୍ ମାମଲାର ପର୍ଦ୍ଦାଫାସ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଲୁଟ୍ ହୋଇଥିବା ଆଇଫୋନ୍-୧୪, ନଗଦ ୧ ହଜାର ଟଙ୍କା ଏବଂ ଘଟଣାରେ ବ୍ୟବହୃତ ୨ଟି ସ୍କୁଟି ଜବତ କରାଯାଇଛି। ଏନେଇ ଛେଣ୍ଡ ଥାନା କେସ୍!-->!-->!-->…
ମନ୍ଦିର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କଲେ ବିଧାୟକ
ଝାରସୁଗୁଡ଼ା, ୩/୧୦: ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୫ ନମ୍ବର ୱାର୍ଡର କବରୀସ୍ଥାନପଡ଼ାସ୍ଥିତ କାଳୀ ମନ୍ଦିର ଓ ହନୁମାନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ ଶନିବାର ବିଧାୟକ ଟଙ୍କଧର ତ୍ରିପାଠୀଙ୍କ କରକମଳରେ ଅନୁଷ୍ଠିତ ହୋଇଛି।
ଉଭୟ ମନ୍ଦିରର ପୁନରୁଦ୍ଧାର ପାଇଁ ବିଧାୟକ!-->!-->!-->…
ନିଖୋଜ ଛାତ୍ରର ଶବ ଉଦ୍ଧାର।
ଗଞ୍ଜାମ ଜିଲ୍ଲା ସୋରଡା ସହର ମଠ ସାହିର କରୁଣାକର ନାୟକ ଙ୍କ ପୁତ୍ର କିଶାନ୍ ଗତ ୫ ଦିନ ହେବ ନିଖୋଜ ଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଧରାକୋଟ ବ୍ଳକ ଅନ୍ତର୍ଗତ ବରଡାବିଲି ଗ୍ରାମ ନିକଟସ୍ଥ ରୁଷିକୁଲ୍ୟା ନଦୀ ପଠାରୁ ଉଦ୍ଧାର କରିଛନ୍ତି। ମୃତ ଛାତ୍ର କିଶାନ୍ ଆଦର୍ଶ ବିଦ୍ୟାଳୟ ର!-->…
ଧର୍ମେନ୍ଦ୍ରଙ୍କ ତଥ୍ୟ ଭ୍ରମାତ୍ମକ ଓ ଅଭିସନ୍ଧିମୂଳକ: ବିଜେଡି
୨୦୦୪ର ଚୁକ୍ତି ୨୦୧୫ରେ ନବୀନ ସରକାର ଅମଳରେ ହିଁ ବାତିଲ ହୋଇଥିଲା
୨୦୨୩ରେ ଘରୋଇ କମ୍ପାନୀର ପୁରୁଣା ପ୍ରାଇସିଂ ଫର୍ମୁଲା ଲାଗୁ କରିବା ଦାବିକୁ ଓଏମସି ଗ୍ରହଣ କରିନଥିଲା
ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ
ଭୁବନେଶ୍ୱର,!-->!-->!-->!-->!-->!-->!-->!-->!-->…
ପୋଖରୀ ସଫେଇ ଦାବିରେ ବୁରୁପଡ଼ାରେ ରାସ୍ତାରୋକ
-ଦୀର୍ଘଦିନ ଧରି ଅବହେଳିତ ‘ଓସ୍ତ ବନ୍ଧ’; ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସୀ
-ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ଅବରୋଧ,ଶୀଘ୍ର ସଫେଇ ଆରମ୍ଭ ନେଇ ନିଷ୍ପତ୍ତି
ହିଞ୍ଜିଳିକାଟୁ:୦୨/୧୦/୨୬(ରଜତ ପଟ୍ଟନାୟକ)ପୋଖରୀ ସଫେଇ ଦାବିରେ ତାତିଲେ ଗ୍ରାମବାସୀ।ଦୀର୍ଘଦିନ ଧରି ଅବହେଳିତ!-->!-->!-->!-->!-->!-->!-->!-->!-->…
ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ହିଞ୍ଜିଳିକାଟୁ:୦୨/୧୦/୨୬(ରଜତ ପଟ୍ଟନାୟକ)ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ଦ୍ୱାରା ଏକ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା,ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ବେଉରା।ଏହି ଅବସରରେ ପୌର ପରିଷଦର!-->!-->!-->…