Sign in
Sign in
Recover your password.
A password will be e-mailed to you.
ବାଚସ୍ପତିଙ୍କ ଦ୍ୱାରା ବର୍ଦ୍ଧିତ ଭତା ବିତରଣ
ଓଡ଼ଗାଁ,୧୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଣପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୩୪ ଜଣଙ୍କୁ ଶନିବାର ଭତା ପ୍ରଦାନ କରାଯାଇଛି । ଏଥିନିମନ୍ତେ ଜାନୁଆରୀ ୧୮ ତାରିଖ ମଧ୍ୟାହ୍ନରେ ସାମାଜିକ ସୁରକ୍ଷା ଓ…
ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆତ୍ମରକ୍ଷା କାର୍ଯ୍ୟକ୍ରମ ଆରମ୍ଭ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ମହିଳାମାନଙ୍କ ସୁରକ୍ଷା ପାଇଁ ଆତ୍ମରକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆଠଦିନ ଧରି ଚାଲୁରହିବ । କାର୍ଯ୍ୟକ୍ରମକୁ ଉଦ୍ଘାଟନ ଓ ପରିଚାଳନା କରିଥିଲେ ଅଧ୍ଯକ୍ଷା ଡ଼.…
ସାମ୍ବାଦିକ ତଥା ସମାଜସେବୀ କ୍ରିଷ୍ଣା ସେଠୀ ସମ୍ମାନଜନକ ଡକ୍ଟରେଟ ସମ୍ମାନରେ ସମ୍ମାନୀତ।
ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ର ସାମ୍ବାଦିକ ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ସେଠୀ ଙ୍କୁ ସମ୍ମାନଜନକ ଡକ୍ଟରେଟ ସମ୍ମାନରେ ସମ୍ମାନୀତ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଦ କେସ୍ଟଲ ଅଫ୍ ଆର୍ଟ ଥିଏଟର ଦଶମେଶ୍ ପ୍ଲାଜା ଫରିଦାବାଦ୍ ରେ ମେଜିକ୍ ଏଣ୍ଡ ଆର୍ଟ…
ଗଜବନ୍ଧ ରେ କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ ଆୟୋଜିତ ହୋଇଯାଇଛି l ସ୍ଥାନୀୟ ପ୍ରଧାନ ଶିକ୍ଷକ ହାରାଧନ ବେରିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ…
ଆତ୍ମସୁରକ୍ଷା କୌଶଳ କୁ ଏକ ଆନ୍ଦୋଳନ ରେ ପରିଣତ କରିବାକୁ ଆହ୍ୱାନ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧ ରେ ଆଠ ଦିନଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ବରିଷ୍ଠ ଅଧ୍ୟାପକ…
ସୁବର୍ଣ୍ଣପୁର ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ୭୬ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l…
ଜାନୁୟାରୀ ୨୫ରେ ଆୟୋଜିତ ହେବ ୧୫ତମ ମତଦାନ ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ଜାନୁୟାରୀ ୨୫ରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ୧୫ତମ ମତଦାନ ଦିବସ। ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ…
ଚିଟିଙ୍ଗ ଘାଟିରେ ପିକଅପ୍ ଭ୍ୟାନ ଦୁର୍ଘଟଣାର ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ରୁ ତିନି ଲକ୍ଷ ଟଙ୍କାର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚିଟିଙ୍ଗ ଘାଟିରେ ଗତ ତା ୧୧.୧୨.୨୦୨୪ ରିଖ ଦିନ ଏକ ପିକ୍ ଅପ୍ ଭ୍ୟାନ ଓଲଟିବାରୁ ସମୁଦାୟ ୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ…
ଡାବୁଗାଁ ରେ ସ୍ୱାବଲମ୍ବୀ କାରିଗର ଓ ପମ୍ପ ଡ୍ରାଇଭର ଙ୍କୁ ସ୍ୱଚ୍ଛ ଜଳ ଯୋଗାଣ ନେଇ ତାଲିମ ,ବ୍ଲକ ରେ ଦୁଇ ବର୍ଷ ହେଲା…
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୧୮/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ୧୨ ଗୋଟି ପଞ୍ଚାୟତ ରେ ପ୍ରତ୍ୟେକ ପରିବାର କୁ ସ୍ୱଚ୍ଛ ଜଳ ଯୋଗାଣ ଉପରେ ଆଜି ଏକ ତାଲିମ ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବିଶୁଦ୍ଧ ଜଳ ଯୋଗାଣ , ଜଳ…
“ଭଞ୍ଜନଗର ଚିକିତ୍ସାଳୟ ସବୁ ଦୃଷ୍ଟିରୁ ଫିଟ୍”
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମ୍ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଆସି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ବୁଲି ଦେଖିଛନ୍ତି। ତିନି ଜଣିଆ ଟିମ୍ ଆଜି ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ଦିଗକୁ ସମୀକ୍ଷା କରି ଫେରିଛନ୍ତି। ଏସ୍ଏଚ୍ଏସ୍ର ସିଇଓ…