Sign in
Sign in
Recover your password.
A password will be e-mailed to you.
୨୦୩୬ ଅଲିମ୍ପିକରେ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା – ଧର୍ମେନ୍ଦ୍ର ପ୍ରଧାନ
ବୁର୍ଲା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ କପ୍ – ୨୦୨୫ରେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର, ଜାନୁଆରୀ ୧୮ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁର ବୁର୍ଲା ଠାରେ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୁର୍ଲା କପ୍ – ୨୦୨୫ର ପ୍ରଦର୍ଶନୀ ମ୍ୟାଚରେ ଯୋଗଦେବା ଅବସରରେ ୨୦୩୬…
ସୋଆ ସିଇସିର ନିର୍ଦ୍ଦେଶକ ଜାତୀୟ ସ୍ତରରେ ସମ୍ମାନିତ
ଭୁବନେଶ୍ୱର,ଜାନୁଆରୀ ୧୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କୁ ବୁଧବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୱାର୍ଲ୍ଡ କଂଗ୍ରେସ ଅନ୍ ଡିଜାଷ୍ଟର ମ୍ୟାନେଜମେଂଟ-ଡିଜାଷ୍ଟର ରିସ୍କ ରିଡକ୍ସନ୍…
ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ
ମା’ ସମଲେଶ୍ୱରୀଙ୍କ ପୀଠ ଆମ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନ
• ମା’ସମଲେଇଙ୍କ ଦର୍ଶନ ଲାଭ କରିବା ସହ ପ୍ରସାଦ ସେବନ କରିବା ମୋର ସୌଭାଗ୍ୟ
• ସମ୍ବଲପୁରର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କ୍ରିୟାନ୍ୱୟନ କରୁଛନ୍ତି
• ପୁରୁଣା ଅଯୋଧ୍ୟା ସାଗର…
ଆଦିତ୍ୟ ଆଲୁମିନିୟମ ସବୁଜ ଲଜିଷ୍ଟିକ୍ସକୁ ଆଗେଇ ନେଉଛି; ଇଭି ବଲ୍କରସ୍ ଓ ଚାର୍ଜିଂ ଷ୍ଟେସନ ଉଦ୍ଘାଟିତ
- ଇଭି ବ୍ୟବହାର ସହିତ ପ୍ଲାଣ୍ଟ ୩୫୦୦ ଟନ୍ କାର୍ବନ ନିର୍ଗମନ ହ୍ରାସ କରିବାକୁ ଆଶା ରଖିଛି
- ଏହି ପ୍ରୟାସ ନେଟ୍-ଜିରୋ ଲକ୍ଷ୍ୟ ହାସଲ ନିମନ୍ତେ ହିଣ୍ଡାଲକୋର ଦୂରଦୃଷ୍ଟି ସହିତ ମେଳ ଖାଉଛି
ଭୁବନେଶ୍ୱର : ଆଲୁମିନିୟମ ଓ ତମ୍ବାରେ ବିଶ୍ୱରେ ଅଗ୍ରଣୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର…
ଆମେରିକାର ସିନ୍ସିନାଟି ବିଶ୍ୱବିଦ୍ୟାଳୟ ସଭାପତିଙ୍କୁ କିସ୍ ଜୀବନବ୍ୟାପୀ ସାଧନା ସମ୍ମାନ
ଭୁବନେଶ୍ୱର, ୧୭ ।୧ : ଆମେରିକାର ସିନ୍ସିନାଟି ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ନେଭେଲି ଜି ପିଣ୍ଟୋଙ୍କୁ ଆଜି କିସ୍ ପକ୍ଷରୁ ସମ୍ମାନଜନକ କିସ୍ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଛି । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ…
ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି
ଡବଲ୍ ଇଞ୍ଜିନ୍ ଓ ଡବଲ ଡେକର ବସ୍ ଫେଲ୍
ସିଙ୍ଗାପୁର ସହ ସହଭାଗିତା ନବୀନଙ୍କ ସମୟରେ ଆରମ୍ଭ ହୋଇଥିଲା ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଭାରତ ବାୟୋଟେକ ଭାକସିନ୍ ନବୀନଙ୍କ ସମୟରେ ହୋଇଥିଲା
ଭୁବନେଶ୍ୱର, ୧୭/୦୧/୨୦୨୫: ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ବିଜୁ ଜନତା ଦଳ ସ୍ୱାଗତ…
ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଜାନୁଆରୀ ୧୭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱରରେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରନ୍ତ୍ରମଙ୍କୁ ଭେଟି ଭାରତୀୟ ଶିକ୍ଷା…
ବିକଶିତ ଓଡିଶା ଗଠନ ଲକ୍ଷ୍ୟ ନେଇ ବିଜେପି ସରକାରର ପ୍ରତିବଦ୍ଧତାକୁ, ସଂକୀର୍ଣ୍ଣ ମନୋଭାବ ସଂପନ୍ନ ବିଜେଡି ମୁଖିଆଙ୍କୁ…
ବିଜେଡିର ନେତାମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରି ଓଡିଶାର ବିକାଶ ବିରୋଧୀ କାର୍ଯ୍ୟକ୍ରମରୁ ବିରତ ରୁହନ୍ତୁ
ନିଜର ଅପାରଗତା ଓ ଦଳୀୟ କନ୍ଦଳରୁ ମୁକ୍ତି ପାଇବା ପାଇଁ ବିଜେଡି ନେତାମାନେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ହାତ୍ସ୍ୟାସ୍ପଦ ବୟାନବାଜୀ…
ଡାବୁଗାଁ ରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ ତାଲିମ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୧୭/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସମ୍ମୁଖରେ ଥିବା ଉଦ୍ୟାନ କୃଷି କାର୍ଯ୍ୟାଳୟ ରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସହକାରୀ କୃଷି…
ପାରବା ମଞ୍ଚରେ ଝଲସିଲା ଲୋକ କଳା ଓ ଲୋକ ସଂସ୍କୃତି
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ହଜାର ହଜାର ଦର୍ଶକ। ଜିଲ୍ଲା ଓ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାରଙ୍କ କଳା ପ୍ରଦର୍ଶନରେ ଉଲ୍ଲସିତ ହୋଇଉଠିଥିଲେ ପିଲାଠାରୁ ବୁଢା ସଭିଏଁ। ଅତିଥି…