Sign in
Sign in
Recover your password.
A password will be e-mailed to you.
ମାଓବାଦୀ-ପୋଲିସ ମୁହାଁମୁହିଁ ଗୁଳି ବିନିମୟ ଜାରି
ଭୁବନେଶ୍ୱର : ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆପିଏଫ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ 19 ତାରିଖ ରାତିରୁ ଓଡିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର 5…
୧୪ ତମ ମାଁ ଚଣ୍ଡି କ୍ରିକେଟ କପ୍ ଉଦଯାପିତ : ଝାଙ୍କରପାଲି ଚମ୍ପିୟାନ।
ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର କନସିଂହା ଚଣ୍ଡିପାଲି ଗାଁ ଠାରେ ୧୪ ତମ ମାଁ ଚଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୧୫ ତାରିଖ ରୁ ଶୁଭାରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆମମୁଣ୍ଡା, ବାନ୍ଦୁପାଲି, ଦର୍ଲିଗୁଡା, ବାଝେନମୁଣ୍ଡା, କପସିଲା, କୁଦୋପାଲି,…
ସହରାଞ୍ଚଳରେ ରାତ୍ରୀ କାଳୀନ ପେଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ପୂରଣ ହେବ ନୂଆ 2000 ଟ୍ରାଫିକ୍ ପୋଲିସ ପଦବୀ
ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ସାଇବର ପୋଲିସ ଷ୍ଟେସନ, ଆଉ ୨୦ଟି ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…
ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନର ୨୦ ତମ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।
ମୋଦୀ ସରକାର ଙ୍କ ଶ୍ରମ କୋର୍ଡ ବାତିଲ ପାଇଁ ଦେଶବ୍ୟାପୀ ଆନ୍ଦୋଳନ ବ୍ୟାପକ ହେବ।
ରାଉରକେଲା, (ବସନ୍ତ କୁମାର ଜେନା): ଏଫ୍ ଏମ୍ ଆର୍ ଆଇ ଓ ସି ଆଇ ଟି ୟୁ ସହ ସହବନ୍ଧିତ ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନର ୨୦ ତମ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଆଜି ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬…
ନାଉଖାଲ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ,
ବହୁ କାର ଏବଂ ବାଇକ ସହିତ ନଗଦ ଟଙ୍କା ଓ ୨୦ରୁ ଉର୍ଦ୍ଧ୍ବ ଜୁଆଡ଼ି ଗିରଫ
ଓଡଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ରୋହିବାଙ୍କ ପଂଚାୟତ ନାଉଖାଲ ନିକଟରେ ଚାଲିଥିବା ଏକ ଚର୍ଚ୍ଚିତ ଜୁଆ ଆଡ୍ଡା ଉପରେ ରବିବାର ପୋଲିସ ତରଫରୁ ଚଢ଼ାଉ ହୋଇଥିବା ଜଣାଯାଇଛି ।…
୨୨ରୁ ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫
ଓଡ଼ଗାଁ, ୧୯।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଫୁଟବଲ ଆସୋସିଏସନ୍ ଦ୍ବାରା ଆୟୋଜିତ ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫ ଚଳିତ ମାସ ୨୨ ତାରିଖରୁ ସ୍ଥାନୀୟ ମିନିଷ୍ଟାଡିୟମ ପରିସରରେ ଆରମ୍ଭ ହେବ । ଏହି ଟୁନ୍ନାମେଣ୍ଟରେ ଜଗା ୟୁନାଇଟେଡ଼…
ଡାବୁଗାଁ ରେ ମାଘ ମଣ୍ଡେଇ ନିମନ୍ତେ ପ୍ରସ୍ତୁତି ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମାଘ ମଣ୍ଡେଇ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଭୈରବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପାରି ଚଳିତ ବର୍ଷ ମଧ୍ୟ ମାଘ ମଣ୍ଡେଇ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବାକୁ…
ବନବିଭାଗ ର ଚଢ଼ାଉ, ପିକ ଅପ୍ ଗାଡ଼ି ସହ ଖଇର କାଠ ଜବତ
ଖପ୍ରାଖୋଲ ୧୯/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ରେଞ୍ଜ ତରଫରୁ ଶନିବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କାଲାବେଲେ ବଡ ଗୁର୍ଜିଭଟା ଘୁନସର ରାସ୍ତାରେ ଖଇର କାଠ ବୋଝେଇ ଏକ ପିକ୍ ଅପ୍ ଗାଡ଼ି ଜବତ କରିଥିବା ବନବିଭାଗ ସୂଚନା ଦେଇଛି। ବନବିଭାଗ ର ଚଢ଼ାଉ…
ମାଁ ବାସଙ୍ଗ ପୀଠରେ ବେଲଗୁଣ୍ଠା ବିଜେଡିର ସାଙ୍ଗଠନିକ ବୈଠକ ।
ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜେଡିର ଏକ ସାଙ୍ଗଠନିକ ବୈଠକ ମାଁ ବାସଙ୍ଗ ପୀଠରେ ଆୟୋଜିତ ହୋଇ ଯାଇଛି ।ବଡବୋର୍ ସିଂ ସରପଞ୍ଚ ତଥା ବ୍ଳକ ବିଜେଡି ସଭାପତି ଏସ .ରାମେଶ୍ୱର ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଜନ…
ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ରୌପ୍ୟ ଜୟନ୍ତୀ ପାଳିତ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଅନୁଷ୍ଠାନ ର ସଭାପତି ମାଧବ ଚନ୍ଦ୍ର ଆପଟ ଙ୍କ ସଭାପତିତ୍ବ ରେ 25 ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳନ ହୋଇ ଯାଇଅଛି। ମୁଖ୍ୟ ଅତିଥି ଙ୍କ ସହ ସମସ୍ତ ଅତିଥି ଦୀପ ପ୍ରଜ୍ବଳନ କରିଥିଲେ। ଅନୁଷ୍ଠାନ ର…