ଟ୍ରାଇବାଲ ଓମେନ ଡେଭେଲପମେଣ୍ଟ ସୋସାଇଟି ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଉମାଦେଇପୁର ପଞ୍ଚାୟତ କବାଟଶୋଳ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳରେ ରହିଥିବା ଟି ଡବ୍ଲ୍ୟୁଡିଏସ (ଟ୍ରାଇବାଲ ଓମେନ ଡେଭେଲପମେଣ୍ଟ ସୋସାଇଟି )…

ଆତ୍ମ ସୁରକ୍ଷା ଶିବିର ଉଦଯାପିତ।

 ବାସୁଦେବପୁର- ଭଦ୍ରକ ଜିଲ୍ଲା, ବାସୁଦେବପୁର ବ୍ଳକ ଅଧୀନସ୍ଥ ବାରାପୁର ଶହୀଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମସୁରକ୍ଷା ଶିବିର ଗୁରୁବାର ଦିନ ଉଦ୍ ଯାପିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀ ସୁଶୀଲ ଚନ୍ଦ୍ର ମାଇତିଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦଯାପନୀ ସଭାରେ ବାଣିଜ୍ୟ ବିଭାଗର ବରିଷ୍ଠ…

ବିଦ୍ୟାଳୟ ରେ କଳାକନା ବୁଲାଇଲେ ଲୁଟେରା

ଅସ୍ତରଙ୍ଗ(ଦୁଃଶାସନ ନାୟକ)୧୮/୧: ଅସ୍ତରଙ୍ଗ ବ୍ଲକ ନଈଗୁଆ ପଞ୍ଚାୟତ ର ଓସ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ କିଛି ଲୁଟେରା ଗତକାଲି କଳାକନା ବୁଲାଇଛନ୍ତି। ଲକ୍ଷାଧିକ ଟଙ୍କା ର ଶିକ୍ଷା ଉପକରଣ ସହିତ ଛାତ୍ରଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବି ଚୋରୀ କରି ନେଇଥିବା ଜଣା ପଡ଼ିଛି ।…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ, କୁଣ୍ତାଖାଇରେ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର :- କୁଣ୍ତାଖାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୬ ଜାନୁଆରୀ ୨୦୨୫ ତାରିଖରେ ଏକ ସମ୍ବର୍ଦ୍ଧନା ସମାରୋହ ଅୟୋଜିତ ହୋଇଛି। ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ସାହାଣୀ ସଭାପତିତ୍ବ କରିଥିଲେ। ମୂଖ୍ଯ ଅତିଥି ଶ୍ରୀମାନ ବ୍ଲକ ଶିକ୍ଷା ଅଧିକାରୀ…

ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ.

ନବରଙ୍ଗପୁର ତା 18/01/2025,ଅଶୋକ ସାହୁ, ଶାସକ ପ୍ରଶାସକ,ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ ଅବସରରେ ଆଇଏସ ଆର ଡି ୱାନଷ୍ଟପ ସେଣ୍ଟର ପକ୍ଷରୁ ଆଜି ନବରଙ୍ଗପୁର ଟେକ୍ନୋ ଗୁରୁକୁଳ ବିଦ୍ୟାଳୟ ଠାରେ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର…

ଉଦ୍ଜାପିତ ହେଲା ବାରାପୁର ମକର ମହୋତ୍ସବ।

ଥଣ୍ଡା ସତ୍ତ୍ୱେ ସାଂସ୍କୃତିକ କାର୍ଯ୍ୟ କ୍ରମ ଦେଖିଲେ ହଜାର ହଜାର ଦର୍ଶକ                                 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାରାପୁର ଠାରେ ମହାବୀର କ୍ଳବ୍ ପକ୍ଷ ରୁ ମକର ପଡିଆ ରେ ମକର ମହୋତ୍ସବ ୨୦୨୫ ର  ତିନି ଦିନ ଧରି ଅନୁଷ୍ଟିତ…

ଘେଁସ ବିଦ୍ୟୁତ୍ କାର୍ଯ୍ୟାଳୟରେ ଚାଷୀଙ୍କୁ ଆକ୍ରମଣ ଘଟଣା : ମେଲଛାମୁଣ୍ଡା ଥାନାରେ ଦୁଇଟି ମାମଲା ରୁଜୁ

 ଘେଁସ :-ବରଗଡ଼ ଜିଲ୍ଲା ଘେଁସ୍ ବିଦ୍ୟୁତ ସେକ୍‌କ୍ସନ କାର୍ଯ୍ୟାଳୟରେ ବିଦ୍ୟୁତ ବିଲ୍ ପଇଠକୁ କେନ୍ଦ୍ରକରି ଟାଟା ପାୱାର କର୍ମଚାରୀ ଜଣେ ଚାଷୀଙ୍କୁ ମାଡ଼ ମାରିଥିବା ନେଇ ମେଲଛାମୁଣ୍ତା ଥାନାରେ ଏକ ମାମାଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଉକ୍ତ ଚାଷୀ ଜଣକ ବିଦ୍ୟୁତ କାର୍ଯ୍ୟାଳୟରେ ଝଗଡ଼ା କରିଥିବା…

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ବସନ୍ତ କୁମାର ଜେନା ): ସହରର ପୂରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ସୁକାନ୍ତ…

ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧ ହେବ କଠୋର କାର୍ଯ୍ୟାନୁଷ୍ଠାନ : ପୃଥ୍ୱୀରାଜ ହରିଚନ୍ଦନ

ଅବକାରୀ ବିଭାଗ ଅଧିକାରୀଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର/ବ୍ରହ୍ମପୁର ୧୮.୦୧.୨୦୨୫- ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋନାପୁର ଇକୋ ରିଟ୍ରିଟ ଠାରେ ଅବକାରୀ ବିଭାଗ ପକ୍ଷରୁ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I…

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶିକ୍ଷାନବିଶମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର…

ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିବେ - ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ତା-18-01-2025: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଆଜି ଓଡ଼ିଶା ପ୍ରଶାସନିକ ଅଧିକାରୀ ଶିକ୍ଷାନବିଶ(ପ୍ରୋବେସନର)ଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର…