Sign in
Sign in
Recover your password.
A password will be e-mailed to you.
ରଙ୍ଗଣୀପାଟଣା ପଞ୍ଚାୟତରେ କ୍ୟାମ୍ପ କୋର୍ଟ
୩ ଫୈ।ଜଦାରୀ ମାମଲାରେ ୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ
ଓଡ଼ଗାଁ, ୨୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିଭିଲ କୋର୍ଟ ଆନୁକୁଲ୍ୟରେ ସ୍ଥାନୀୟ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରି ସୈାମ୍ୟାଶ୍ରୀ ମହାପାତ୍ରଙ୍କ…
“ବନାଞ୍ଚଳରେ ପ୍ଲଟିଙ୍ଗ୍ ଯୋଜନା; ବିଲଡର୍ସଙ୍କ ଦ୍ୱାରା ପ୍ରଭାବିତ ତହସିଲଦାର” !
ପୁରୀ, (ଅନିମେଶ ପଟ୍ଟନାୟକ): ବାଲୁଖଣ୍ଡ ବନାଞ୍ଚଳରେ ଚାଲିଛି ପ୍ଲଟିଙ୍ଗର ଯୋଜନା । ଏ ଅଭିଯୋଗ ଆଣିଛନ୍ତି ଆପ୍ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି । ବିଶ୍ବସ୍ତରୀୟ ପୁରୀ ସହରର କଳେବର ବୃଦ୍ଧି ପାଉଛି । ପୁରୀରେ ଘର ଓ ଜାଗା କିଣିବା ପାଇଁ ଅଧିକାଂଶ ଲୋକଙ୍କ ଇଛା ରହିଛି । ପୁରୀ…
ସମରେ ‘ହାର୍ଣ୍ଣିଆ ଫେଷ୍ଟ – ୨୦୨୫’ ଆୟୋଜିତ
ଭୁବନେଶ୍ୱର, ଏପ୍ରିଲ୍ ୨୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ହସ୍ପିଟାଲ ପରିସରରେ ‘ହାର୍ଣ୍ଣିଆ ଫେଷ୍ଟ – ୨୦୨୫’ ଆୟୋଜିତ ହୋଇଯାଇଛି । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଜେନେରାଲ୍ ସର୍ଜରୀ ବିଭାଗ ଏବଂ…
ଜଟିଳ ଜନ୍ମଗତ ତୃଟି ଥିବା ନବଜାତ ଶିଶୁର ଜୀବନ ବଂଚାଇବାରେ ସଫଳ ହେଲେ ସମ୍ମମ ଡାକ୍ତରୀ ଟିମ୍
ଭୁବନେଶ୍ୱର, ଏପ୍ରିଲ୍ ୨୫: ଜଟିଳ ଜନ୍ମଗତ ତୃଟି ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ମାତ୍ର ଦେଢ଼ କେଜି ଓଜନର ଏକ ଶିଶୁର ଉଚ୍ଚକୋଟୀର ଚିକିତ୍ସା ଦ୍ୱାରା ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର ଡାକ୍ତରୀ ଟିମ୍। ଗର୍ଭଧାରଣର ମାତ୍ର…
ସିଆଇଆଇ ଓଡିଶା ପକ୍ଷରୁ ୨୦୨୫-୨୬ ପାଇଁ ନୂଆ ନେତୃତ୍ୱ ଘୋଷଣା
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଓଡିଶା ରାଜ୍ୟ ପରିଷଦ ଏହା ଘୋଷଣା କରି ଆନନ୍ଦିତ ଯେ, ବେଦାନ୍ତ ଲିମିଟେଡ, ଝାରସୁଗୁଡାର ଆଲୁମିନିୟମ ବିଜ୍ନେସ୍ ବିଭାଗର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ୨୦୨୫-୨୬ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ…
ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ପଦ୍ମପୁର:- ଜମ୍ମୁ କାଶ୍ମୀର ର ପର୍ଯ୍ୟଟନ ସ୍ଥଳ ପହଲଗାମ ଠାରେ ଅପରାହ୍ନ ରେ ସ୍ପଷ୍ଟ ଦିବା ଲୋକରେ ପର୍ଯ୍ୟଟକ ଙ୍କ ଉପରେ ଆକ୍ରୋସ ମୂଳକ ଭାବେ ତାଙ୍କର ଧାର୍ମିକ ପରିଚୟ ପଚାରି ଏବଂ ତାପରେ ଗୁଳି ଚଳାଇ ନିର୍ମମ ହତ୍ୟା କରିଥିଲେ ଆତଙ୍କବାଦୀ। ଏହି ପରି ପ୍ରାୟୋଜିତ ଆତଙ୍କବାଦ ଦେଶର ଅଖଣ୍ଡତା ଓ…
ମାଫିଆଙ୍କ ଟେର ପାଇଲେନି ବାହାଡାଝୋଲା ବନକର୍ମଚାରୀ
ବାହାଡାଝୋଲା ଜଙ୍ଗଲରୁ କାଟିନେଲେ ୨ ମହାଦୃମ ଶାଳ ଗଛ
ଓଡ଼ଗାଁ, ୨୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ବାହାଡାଝୋଲା ବିଟହାଉସ ଅଞ୍ଚଳ ଶାଳୁଆପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରୁ ମାଫିଆ ମାନେ ୨ ଗୋଟି ମହାଦୃମ ଶାଳ ଗଛ କାଟି ନେଇଥିବା ବେଳେ ଟେର ପାରିଲେନି…
ଡ଼ ସୁମିତ ମିଶ୍ର ଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ
ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡ.ସୁମିତ ମିଶ୍ର ବିଭିନ୍ନ ସମୟରେ ଅସହାୟ ଲୋକଙ୍କ ସେବା କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ତେବେ ଏହି ଯୁବ ଡାକ୍ତର ଆଜି ନିଆରା ଭାବରେ ନିଜ ଜନ୍ମଦିନ କୁ ପାଳନ କରି ପୁଣିଥରେ…
ହିନ୍ଦୁ ସମାଜ ତରଫରୁ ହିନ୍ଦୁ ଙ୍କ ହତ୍ୟା ପ୍ରତିବାଦରେ ରାଷ୍ଟ୍ରପତି ଙ୍କୁ ଦାବି ପତ୍ର ପ୍ରଦାନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗତ 22 ତାରିଖ ଦିବା ଲୋକ ରେ ଜାମୁକାଶ୍ମୀର ର ପର୍ଯ୍ୟଟନ ସ୍ଥଳୀ ପେହେଲିଗାଁ ରେ ଭାରତ ରୁ ଯାଇ କିଛି ହିନ୍ଦୁ ଙ୍କୁ ପାକିସ୍ତାନ ର ସେନାମୁଖ୍ୟ ଙ୍କ ଇସାରା ରେ ପରିବାର ସମ୍ମୁଖରେ ଗୁଳି କରି ହତ୍ୟା କରିବା ପ୍ରତିବାଦ ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଏକ…
ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ
ମେ ମାସ ୨୦ ତାରିଖରୁ ଜିଲ୍ଲାରେ ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ
ନବରଙ୍ଗପୁର ତା ୨୫.୦୪.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ ନବରଙ୍ଗପୁର ଜିଲ୍ଲାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…