Sign in
Sign in
Recover your password.
A password will be e-mailed to you.
ପହଲଗାମ ରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ମୃତକ ଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ରେ ଶ୍ରଦ୍ଧାଞ୍ଜଳି ସଭା ସହ କ୍ୟାଣ୍ଡେଲ…
ଖପ୍ରାଖୋଲ ୨୫/୪(ହେମସାଗର ସାହୁ) କାଶ୍ମୀର ର ପହଲଗାମ୍ ଠାରେ ଗତ ୨୨ ତାରିଖ ଆତଙ୍କବାଦୀ ଆକ୍ରମଣରେ ରେ ୨୮ ଜଣ ପର୍ଯ୍ୟଟକ ଙ୍କ ଅକାଳ ବିୟୋଗ ହୋଇଥିଲା। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ବ୍ଲକ ପ୍ରଶାସନ ଓ ବିଭିନ୍ନ ସଂଗଠନ ତରଫରୁ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମା ଠାରେ…
ଓଡ଼ିଶା ରାଜ୍ୟସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ 2025 ପାଳନ।
ଭବାନିପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଓଡିଶା ରାଜ୍ୟ ସ୍ତରୀୟ ବିଶ୍ଵ ମେଲେରିଆ ଦିବସ 2025 ଭବାନିପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ଓଡ଼ିଶା ରାଜ୍ୟ ଜନ ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ଼ା. ନୀଳକଣ୍ଠ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟ ସ୍ତରୀୟ…
ଦର୍ଶନ ଶାସ୍ତ୍ର ପରୀକ୍ଷାରେ କ୍ଷତ୍ରିୟବରପୁର ସ୍ନାତକ ମହାବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ତିନି କଳା ବିଭାଗର ପରୀକ୍ଷା ଫଳ I ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହାର ଦର୍ଶନ ଶାସ୍ତ୍ର ବିଭାଗରେ ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଏକାଧିକ ଛାତ୍ରୀ…
ରାଜ୍ୟରେ ଗଠିତ ହୋଇଛି 46 ଟି ସିଭିଲ ଜଜ କୋର୍ଟ (ଜୁନିୟର ଡିଭିଜନ)
ଭୁବନେଶ୍ବର,ତା.୨୫.୦୪.୨୦୨୫: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)।
ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା…
ପହଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଜାମ୍ମୁକାଶ୍ମୀର ପହଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ସେନା ଅଧିକାରୀ ଓ ପର୍ଯ୍ୟଟକଙ୍କ ଉଦେଶ୍ୟରେ ଗୁରୁବାର ଅପରାହ୍ନରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରଙ୍ଗଣିପାଟଣା ପଞ୍ଚାୟତ ନିକଟରେ ରହୁଥିବା ଜଣେ ଯୁବକଙ୍କ ବିଦ୍ୟୁତ୍ ଆଘାତରେ ଗୁରୁବାର ସକାଳେ ମୃତ୍ୟୁ ଘଟିଛି । ଯୁବକ ଜଣକ ହେଲେ ନାରାୟଣ ପଣ୍ଡାଙ୍କ ପୁଅ ହୃଷିକେଶ ପଣ୍ଡା (୨୭) । ପିତା ନାରାୟଣ ଓ ପୁତ୍ର ହୃଷୀକେଶ ଦୁହେଁ…
ଓଡ଼ଗାଁ ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ
୬ ପଞ୍ଚାୟତକୁ ମିଳିଲା ଶ୍ରେଷ୍ଠତା ପୁରସ୍କାର,୩୭ ନୂତନ ରାସନକାଡ ବଣ୍ଟନ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଗୁରୁବାର ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ୬ ଗୋଟି…
କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପହେଲଗାମ ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା।
ସହିଦ ଅମର ରହେ, ପାକିସ୍ଥାନ ମୁର୍ଦ୍ଦାବାଦ ନାରା ଗୁଞ୍ଜରିତ।
କେନ୍ଦୁଝର,ତା୨୪/୪/ଦିଲ୍ଲୀପ ସାହୁ - କେନ୍ଦୁଝର ସହରରେ ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ପହେଲଗାମ ସହିଦଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା କ୍ୟାଣ୍ଡେଲ୍ ମାର୍ଚ୍ଚ ବାହାରି ଥିଲା। ତେବେ ସନ୍ଧ୍ୟାରେ…
ଓଡ଼ିଶା ଫେଷ୍ଟିଭାଲର ପ୍ରତିଯୋଗିତାରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର କୃତିତ୍ଵ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହିନ୍ଦୁସ୍ଥାନ ଆର୍ଟ୍ ଏଣ୍ଡ ମ୍ୟୁଜିକ୍ ସୋସାଇଟି , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀର ମିଳିତ ଆନୁକୂଲ୍ୟରେ ଓ ମିନିଷ୍ଟର ଅଫ୍ କଲ୍ଚର ଭାରତ ସରକାରଙ୍କ ସହଯୋଗରେ ୧୮ ଏପ୍ରିଲ ଠାରୁ ୨୦…
ପଞ୍ଚାୟତ ରାଜ ଦିବସ ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ସ୍ତରୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ…