Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
https://youtu.be/66n7S-Mvy_g
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା…
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଙ୍କୁଲର ସାମୁହିକ ଆଚାର୍ଯ୍ୟ କାର୍ଯଶାଳା ଅନୁଷ୍ଠିତ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଙ୍କୁଳ ର ସାମୁହିକ ଆଚାର୍ଯ୍ୟ କାର୍ଯ ଶାଲା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ ଶାଲା ରେ ସଙ୍କୁଳର ୮ଟି ଶିଶୁ ବିଦ୍ୟାମନ୍ଦିର ରୁ ୧୧୦ଜଣ ଗୁରୁଜୀ ଓ ଗୁରୁମ।…
ବ୍ଲକ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ପାଳିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ବିଡ଼ିଓ ଦିଲୀପ କୁମାର ବାଡାଙ୍କ ସଭାପତିତ୍ୱ ଜାତୀୟ ପଂଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ…
ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ
ଅସ୍ତରଙ୍ଗ୨୪/୪(ଦୁଃଶାସନ ନାୟକ) :ଆଧୁନିକତା ଭିତରେ ବୌଦ୍ଧିକ ମାନଦଣ୍ଡ କୁ ପ୍ରତିଷ୍ଠା କରିବା ଯାହାର ବିଶେଷ ଲକ୍ଷ, ସେହିଭଳି ଏକ ସ୍ୱତନ୍ତ୍ର ଅନୁଷ୍ଠାନ ସରସ୍ବତୀ ଶିଶୁମନ୍ଦିର, ଏହି ନୈତିକତା କୁ ଦୃଷ୍ଟି ରେ ରଖି ଏହାର ମୂଲ୍ୟବୋଧ କୁ ସୁଦୃଢ କରିବା ଉଦ୍ଧେଶ୍ୟ ରେ ଭାରତୀୟ ଜାତୀୟ ଶିକ୍ଷାନୀତି…
“ଉତ୍କଳ ଆଲୁମିନା ବାଫଲାମାଳି ଖଣି ଅଞ୍ଚଳ ବିକାଶ ପାଇଁ ପ୍ରତିଶୃତିବଦ୍ଧ”
ଶିଶୁମିତ୍ର ଅଙ୍ଗନବାଡି ପ୍ରତିଷ୍ଠା ଦ୍ୱାରା ସୁଫଳ ପାଉଛନ୍ତି ୧୧ ଗାଁର ୩୨୯ କୈଶୋର ଶିକ୍ଷାର୍ଥୀ
ରାୟଗଡା ରୁ ବୈକୁଣ୍ଠ ଦୁରିଆ : କୈଶୋର ଅବସ୍ଥାରେ ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ, ଉତ୍କଳ ଆଲୁମିନା…
ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ଜଗତସିଂହପୁର ତା-୨୪.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଓ ଜଗତସିଂହପୁର ପଞ୍ଚାୟତ ସମିତି ଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର…
ସୁବର୍ଣ୍ଣପୁରରେ ଜାତୀୟ ପଂଚାୟତିରାଜ ଦିବସ – ୨୦୨୫ ପାଳନ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ): ଆଜି ସୁବର୍ଣ୍ଣପୁର ନୂତନ ଟାଉନ ହଲରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ୨୦୨୫ ସମାରୋହ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ…
ହରିଶଙ୍କର ମନ୍ଦିର ରେ ଖରା ରେ ସିଝୁ ଛନ୍ତି ଭକ୍ତ, ପ୍ରଶାସନ ର ଧ୍ୟାନ ନାହିଁ
ଖପ୍ରାଖୋଲ (ହେମସାଗର ସାହୁ)ପଶ୍ଚିମ ଓଡିଶା ର ପ୍ରଖ୍ୟାତ ଶୈବ କ୍ଷେତ୍ର ହରିଶଙ୍କର I ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଲୁ ଭିଡ଼ ଜମାନ୍ତି I ବିଶେଷ କରି ହରିଶଙ୍କର ର ପରିବେଶ ଗ୍ରୀଷ୍ମ ଋତୁ ରେ ବାତାବରଣ ଶୀତଳ ରହୁଥିବା ରୁ ପର୍ୟ୍ୟଟକ ଙ୍କ ଭିଡ଼ ଜମେ କିନ୍ତୁ ଗତ କିଛି ବର୍ଷ…
ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ବ୍ଲକସ୍ତରୀୟ ସମାରୋହରେ ରାସନ କାର୍ଡ ବଣ୍ଟନ
ବିଜେପୁର :-ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ଏହାର ସିଧା ପ୍ରସାରଣ ବିଜେପୁର ଠାରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ପ୍ରସାରିତ…