Sign in
Sign in
Recover your password.
A password will be e-mailed to you.
ସାରା ଓଡ଼ିଶାରେ ନାମ ରଖିଲେ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ଛାତ୍ରୀ।
ପଦ୍ମପୁର:-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ୩ ଜଣ ଭାଇ ଭଉଣୀ ଶିକ୍ଷା ବିକାଶ ସମିତି,ଓଡ଼ିଶା ଙ୍କ ଦ୍ଵାରା ଆୟୋଜିତ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ନବମ ଶ୍ରେଣୀ ର ଭାଇ ସିଦ୍ଧାର୍ଥ…
ବୁଢ଼ୀବାହାଲ ଗାଁ ରେ ଜଳ ସଙ୍କଟ, ପିଇବା ପାଣି ପାଇଁ କୁଅଁ ପାଣି ଭରସା
ଖପ୍ରାଖୋଲ ୨୬/୪(ହେମସାଗର ସାହୁ)ସ୍ୱାଧୀନତା ର ସ୍ୱର୍ଣ୍ଣିମ ଅଧ୍ୟାୟ ଚାଲୁଥିବା ର ସରକାର ଦାବି କରୁଥିବା ଵେଳେ ପ୍ରତ୍ୟେକ ନାଗରିକ ଙ୍କ ମୌଳିକ ସମସ୍ୟା ପ୍ରତି ସଚେତନ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି ହେଲେ ତୃଣମୂଳ ସ୍ତରରେ ଲୋକ ଙ୍କ ଅବସ୍ଥା ସାଙ୍ଘାତିକ I ସରକାର ଙ୍କ ବିଭିନ୍ନ ଯୋଜନା…
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜନ୍ମ ଜୟନ୍ତୀ ପାଳିତ
ନବରଙ୍ଗପୁର ତା ୨୬.୪.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(…
ପ୍ରାଣୀମାନଙ୍କ କଷ୍ଟକୁ ବୁଝିବା ଆବଶ୍ୟକ: ସୋଆ ଉପସଭାପତି
ଭୁବନେଶ୍ୱର , ଏପ୍ରିଲ ୨୬: ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି । ସେମାନଙ୍କ ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀରେ ସୋଆକୁ ସିଏସ୍ଆର୍ ସମ୍ମାନ
ଭୁବନେଶ୍ୱର, ୨୬/୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ’ ପକ୍ଷରୁ ସିଏସ୍ଆର୍ ସମ୍ମାନ ପ୍ରଦାନ କରାଯାଇଛି । ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍ଆର୍ ସମ୍ମାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ…
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ସଚେତନତା ଅଭିଯାନ
ଭବାନୀପାଟଣା, ୨୬/୦୪/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ନାକରୁଣ୍ଡି ଏବଂ ଗୁଣପୁର ନାମକ ଦୁଇଟି ଗ୍ରାମରେ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ୩୮୦ ରୁ ଅଧିକ ବାସିନ୍ଦାଙ୍କୁ ଆକର୍ଷିତ…
ରହିତାଦେଶ ବଦଳାଇଲେ ହାଇକୋର୍ଟ, ଯନ୍ତ୍ରୀ ପଦୋନ୍ନତି ସମ୍ଭାବନା ଉଜ୍ୱଳ
ଭୁବନେଶ୍ୱର,୨୬ା୪: ବିଭାଗୀୟ ପଦୋନ୍ନତି କମିଟିର ସୁପାରିସ ସତ୍ତେ୍ୱ ନିର୍ମାଣ ବିଭାଗର ପ୍ରାୟ ୩୦୦ ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପଦବୀକୁ ହୋଇପାରୁନଥିଲା । ଏକ ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଅନ୍ତରୀଣ ଆଦେଶ ଯୋଗୁ ପଦୋନ୍ନତି ନପାଇ ଇତିମଧ୍ୟରେ…
ମଦ ବିକ୍ରି କରୁଥିବା ମହିଳା ସାମ୍ବାଦିକଙ୍କୁ ଆକ୍ରମଣ କଲେ
"ଉପର ଲେବୁଲରେ ହାତ ଅଛି କେହି କିଛି କରି ପାରିବେନି "
କେନ୍ଦୁଝର,ତା୨୫/୪- ପାଟଣା ଅଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପ୍ରତି ମଦ ବିକୁ ଥିବା ଜଣେ ମହିଳା ଆକ୍ରମଣ କରିଛନ୍ତି । ସୂଚନା ମିଳିଛି କି ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମର ସାମ୍ବାଦିକ ଦଶରଥ…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ମୋଟ ରାଜସ୍ବ ରେକର୍ଡ ୧୦ ଲକ୍ଷ କୋଟି ଟଙ୍କା ଟପିଲା
ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ନେଟ୍ ଲାଭ ୨୫.୭ ପ୍ରତିଶତ ବୃଦ୍ଧି ପାଇ ୭,୦୨୨ କୋଟି ଟଙ୍କା ହୋଇଛି
ମୁମ୍ବାଇ / ଭୁବନେଶ୍ୱର, ଏପ୍ରିଲ ୨୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ୍ ଉଦ୍ୟୋଗ ଜିଓ ପ୍ଲାଟଫର୍ମସ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ବା ଶେଷ ତ୍ରୈମାସିକର…
ଶ୍ରୀକ୍ଷେତ୍ର ନୃତ୍ଯଶିଳ୍ପୀ ସଂଘ ପକ୍ଷରୁ ବିଶ୍ବନୃତ୍ଯଦିବସ ଅନୁଷ୍ଠିତ ହେବ
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀକ୍ଷେତ୍ର ନୃତ୍ୟ ଶିଳ୍ପୀ ସଂଘ ଆନୁକୂଲ୍ୟରେ ଚଳିତମାସ ୨୭ ଓ ୨୯ ତାରିଖ ଦୁଇ ଦିନ ଧରି ଟାଉନହଲ ଠାରେ ବିଶ୍ଵ ନୃତ୍ୟ ଦିବସ ଧୂମଧାମରେ ପାଳନ କରାଯିବ । ଏ ସଂପର୍କରେ ଶୁକ୍ରବାର ଦେବୀଘାଟ ସ୍ଥିତ ମାଲଖମ୍ବ ଭବନ ଠାରେ ସାମ୍ବାଦିକ…