ମଦ ସୁନ୍ଦରୀ ମାଆ ସହ ଗିରଫ ହେଲା।

 ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଲା ଲମ୍ବା ହାତ କାମ ଦେଲାନି।                    କେନ୍ଦୁଝର,ତା୨୬/୪- ନିଜେ ୱାର୍ଡ ମେମ୍ବର ପୁଣି ସେ କିରାନା ଦୋକାନରେ ବିଦେଶୀ ମଦ ଚଢ଼ା ଦାମରେ ବିକେ ଗାଁ ପିଲେ ତେଣେ ମଦୁଆ ମାତାଲି ହୋଇ ମରନ୍ତୁ, ଏହି ହେଲା ଗାଁ ରାଜନୀତି। ହେଲେ ଏହାକୁ ଯେ…

କେନ୍ଦୁଝର ସିଟିଜେନ ଫୋରମର ବାର୍ଷିକ ପଞ୍ଜିକରଣ ଦିବସ ଅବସରରେ ବୈଠକ।

ସରକାର ଓ ଜିଲ୍ଲାବାସୀଙ୍କ ମିଳିତ ସହଯୋଗରେ ହେବ ଜିଲ୍ଲାର ବିକାଶ। କେନ୍ଦୁଝର,ତା୨୬/୪- କେନ୍ଦୁଝର ସିଟିଜେନ ଫୋରମର ବାର୍ଷିକ ପଞ୍ଜିକରଣ ଦିବସ ସ୍ଥାନୀୟ ରୋଟାରୀ କ୍ଲବ ସଭାଗୃହରେ ପାଳିତ ହୋଇଛି। ଫୋରମର ଉପସଭାପତି ତଥା ବରିଷ୍ଠ ଅଧିବକ୍ତା ଦୟାନିଧି ମାହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

କାଦୋପାଣି ଠାରୁ ହୀର୍ଲି ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟରେ ମହାଦୁର୍ନୀତି !

ହିର୍ଲି : ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ କାଦୋପାଣି ଠାରୁ ହିର୍ଲି ରାସ୍ତା କାମରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣଛନ୍ତି ସ୍ଥାନୀୟ ଗ୍ରାମବାସୀମାନେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେହି ରାସ୍ତାର କିଛି ଅଂଶ କଂକ୍ରିଟ…

ସାତଦିନ ହେବ ନିଖୋଜ କାଜଲ

 ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ଗ୍ରାମର ବିଧବା କଇଁଫୁଲ ସାହୁ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ହେବ ବରଗଡ ଖଜୁରଟିକ୍ରାରେ ରହି ଲେବର କାମ କରି ନିଜର ଦୁଇଟି ଝିଅ ଓ ଗୋଟିଏ ପୁଅଙ୍କ ସହିତ ବସବାସ କରୁଥିଲେ l ଗତ ତା.୧୯.୦୪.୨୫ ରିଖ ଶନିବାର ଦିନ ସନ୍ଧ୍ୟା…

ଗୁଣପୁର କଳିଙ୍ଗ ସାହିତ୍ୟ ଘର ପକ୍ଷରୁ କୃଷ୍ଣ ଚନ୍ଦ୍ର ଗଜପତି ମହାରାଜା ଙ୍କ ଜନ୍ମ ଜୟନ୍ତୀ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ୧୩୩ ତମ ଜୟନ୍ତୀ ଅବସରରେ କଳିଙ୍ଗ ସାହିତ୍ୟ ଘର ଗୁଣପୁର ତରଫରୁ ଗଜପତି ମହାରାଜା ଙ୍କ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଗୁଣପୁର କନ୍ୟକାପରମେସ୍ଵରୀ ମନ୍ଦିରର କଲ୍ୟାଣୀ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସଭା ରେ ଗଜପତି…

ଫୁଲବାଣୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାବ୍ଯୋତ୍ସବରେ ଗଜପତି ଜିଲ୍ଲାର ଯୋଗଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫୁଲବାଣୀ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କାବ୍ଯୋତ୍ସବ ଆଜି (ଶନିବାର) ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ , ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭା ମୁଖ୍ୟ ଭାବେ…

ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

https://youtu.be/ButG-c_zTTY  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ ଉତ୍କଳ ବାସୀଙ୍କ ପାଇଁ ଗୌରବର ସ୍ୱାକ୍ଷର ବହନ…

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ସମାରୋହ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୁବର୍ଣ୍ଣପୁର ଦ୍ୱାରା ଆୟୋଜିତ…

ଆସନ୍ତା ମଇ ୧୦ ତାରିଖରେ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିବର୍ଷ ପରି , ଚଳିତ ବର୍ଷ ଆସନ୍ତା ମାସ ମଇ ୧୦ ତାରିଖରେ ଗଜପତି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହ‌ନା ଓ କାଶୀନଗର ଠାରେ ଥିବା ବିଭିନ୍ନ ଅଦାଲତ ପରିସରରେ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ…

ଝିଅ ମାନଙ୍କୁ କର୍ମ ନିଯୁକ୍ତି ର ସୁଯୋଗ ଆଣିଲା ଆଦିତ୍ୟ ବିର୍ଲା

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଆଦିତ୍ୟ ବିର୍ଲା କମ୍ପାନୀ ଏବେ ଶତାଧିକ ଅଞ୍ଚଳ ର ଝିଅ ମାନଙ୍କ ପାଇଁ ଆଣି ଦେଉଛି ନିଯୁକ୍ତି ର ସୁଯୋଗ । ଅଞ୍ଚଳ ଶିକ୍ଷିତ ଯୁବତୀ ମାନଙ୍କୁ ଆଜି ଖୋଜି ଖୋଜି ବାହାର କରି ଭୁବନେଶ୍ୱର ସିଲେଇ ତାଲିମ ପଠାଉ ଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ କୋରାପୁଟ ,…