ଖଇରା ଥାନା ଗଡପୋଖରୀ ପଂଚାୟତ ଶାରୀଶୁଆ ଗ୍ରାମରେ ଯୁବକଙ୍କ ମୃତଦେହ ଉଦ୍ଧାର .!

12

ଖଇରା: ଆଜି ସକାଳେ ଗୁଆପାଳ ଗ୍ରାମର ଗୋବିନ୍ଦ ଦଳେଇଙ୍କ ଘର ପଛ ପଟରେ ଆରତ ଜେନା ବୟସ -26 ପିତା -କରୁଣାକର ଜେନା ମରି ପଡିଥିବାର ଦେଖିଲେ !ବିଶେଷ ଖବରରୁ ଜଣାଯାଏ ଗତକାଲି ଆରତ ଜେନା ଘରେ ପ୍ରାୟ 9ଟା ସମୟରେ ଘରେ ଥିଲେ !କିନ୍ତୁ ଆଜି 20/10/26ସକାଳ 530AM ସମୟରେ ଘର ଲୋକ ଖବର ପାଇ ଯାଇ ଦେଖନ୍ତି -ଆରତ ଜେନା ମୃତ ଅବସ୍ଥାରେ ଗୋବିନ୍ଦ ଦଳେଇ ଘର ପଛ ପଟେ ପଡି ରହିଛି ଏବଂ ତାର ଡାହାଣ ହାତରେ କିଛି ଅଂଶ ଛାଲ ବାହାରି ଯାଇଛି ଓ କାନ ମୂଳ ଫୁଲି ରହିଛି !ସଙ୍ଗେସଂଗେ ଖଇରା ଥାନାକୁ ଖବର ଦେଇଥିଲେ !ଖଇରା ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଘଟଣା ସ୍ଥଳରେ ମୃତ ଦେହକୁ ଜବତ କରିବା ସହିତ ଦୁଇଜଣକୁ ଅଟକ ରଖି ତଦନ୍ତ ଜାରି ରହିଛି!

Leave A Reply

Your email address will not be published.